ମୋଦୀଙ୍କ ଶାସନକାଳ ଅମୃତ କାଳ ନୁହେଁ, ବିଷକାଳ–କଂଗ୍ରେସ

ଭୁବନେଶ୍ୱର - ଭାରତୀୟ ଜନତାପାର୍ଟି ବିଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନକାଳକୁ ଅମୃତକାଳ ଏବଂ ତାଙ୍କ ସମୟରେ ଭାରତବର୍ଷ ଆଜି ସବୁ କ୍ଷେତ୍ରରେ ବହୁ ପ୍ରଗତି କରିଛି ବୋଲି ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ ପ୍ରକୃତ ସତ୍ୟକଥା ହେଉଛି ଏହି ଦଶବର୍ଷ ଭିତରେ ଭାରତ…

କଡା ସୁରକ୍ଷା ମଧ୍ୟରେ ରାଉରକେଲା ପହଚିଂଲା ଇିଭିଏମ

ରାଉରକେଲା,(ବସନ୍ତ କୁମାର ଜେନା): ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପାଇଁ ବ୍ୟବହାର ହେବାକୁ ଥିବା ଇଭଏମ ଭିଭିପାଟ ଆଜି ସଂଧ୍ୟାରେ ରାଉରକେଲାରେ ପହଚିଂଯାଇଛି ା ଏହାକୁ ସରକାରୀ ଉଚ୍ଚବିଦ୍ୟାଳୟ ଉଦିତ ନଗର ର ଷ୍ଟ୍ରଙ୍ଗ ରୁମ ରେ କଡା ସୁରକ୍ଷା ମଧ୍ୟରେ ରିଟର୍ଣିଂ ଅଧିକାରୀଙ୍କ ଉପସ୍ଥିତି ରେ…

ଓଡ଼ଗାଁ ସାମ୍ବାଦିକ ସଂଘ ପକ୍ଷରୁ ଛେନାପୋଡ଼ ଦିବସ ପାଳିତ

ଓଡ଼ଗାଁ,୧୧।୪(ଶ୍ରୀକାନ୍ତ କୁମାର ମିଶ୍ର): ଆଜି ଓଡ଼ଗାଁ ସାମ୍ବାଦିକ ସଂଘ ପରିସରରେ ବିଶ୍ବ ଛେନାପୋଡ଼ ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି। ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଯୋଗଦେଇ ଛେନାପୋଡ଼ କାଟି ଏହି ଦିନଟି ଆମ ପାଇଁ ଗର୍ବର…

ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଇଦ୍-ଉଲ-ଫିତର ପାଳିତ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ଜୟରାମପୁର ପଞ୍ଚାୟତ ତବଲିଗ୍‌ନଗର ଠାରେ ଥିବା ଜାମିଆଁ ଇସଲାମିଆ ମର୍କଜୁଲ ଉଲୁମ ସୁଙ୍ଗୁଡ଼ା ଆନୁକୂଲ୍ୟରେ କାଜିହାଟ ଇଦ୍‌ଘାରେ ଆନନ୍ଦ ଉଲ୍ଲାସର ସହିତ ଭାଇଚାରାର ପର୍ବ ଇଦ୍-ଉଲ-ଫିତର ପାଳିତ ହୋଇଛି l ଏହି କାର୍ଯ୍ୟକ୍ରମରେ ୪୨ଟି…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମିନିଉଜ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ l

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଉତ୍ତରକୂଳ ପଞ୍ଚାୟତ ମାହାଳ ହାଟ ଛକରେ ମିନିଉଜ ପକ୍ଷରୁ ପବିତ୍ର ଇଦ-ଉଲ-ଫିତର ଉପଲକ୍ଷେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଷ୍ଠିତ ହୋଇଛି l ମିନିଉଜ୍ ଓଡ଼ିଶାର ଅଧକ୍ଷ ଇଜାଜ୍ ଖାଁଙ୍କ ସଂଯୋଜନାରେ ଏହି…

ଶାସକ ଦଳକୁ ହରାଇ ସୋରଡ଼ା କୁ ପୁଣି ଫେରିବ କଂଗ୍ରେସ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ବଦଳିବ ସରକାର, ଆସିବ କଂଗ୍ରେସ ଏହି ନାରାକୁ ପ୍ରଚାର କରି ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ଯୁବ କଂଗ୍ରେସ ନେତା ହରିକୃଷ୍ଣ ରଥ। ଜଣେ ଅଭିଜ୍ଞ ରାଜନୈତିକ ପରିବାର ରୁ ଆସିଥିବା ହରେ କୃଷ୍ଣ ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ…

ଯାଦବ ସମାଜ ପକ୍ଷରୁ ବିଜେଡ଼ି ସାଂସଦ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯାଦବ ମହାସଭା ପକ୍ଷରୁ ଗୁରୁବାର ଯାଦବ ଭବନ ଠାରେ ବିଜେଡ଼ିର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କ୍ରମରେ ଯାଦବ ଭବନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ…

ନର୍ଲା ଆସନରେ ବିଜେଡି ପ୍ରାର୍ଥୀ ଭାବରେ ଲଢ଼ିବେ ମନୋରମା ମହାନ୍ତି

ମୁଖ୍ୟମନ୍ତ୍ରୀଙ୍କୁ ନିଜର କୃତଜ୍ଞତା ଜଣାଇବା ସହ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କଲେ  ଶ୍ରୀମତୀ ମହାନ୍ତି ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ମନୋରମା ମହାନ୍ତିଙ୍କୁ…

ଡାବୁଗାଁ ପୋଲିସ ଓ ପ୍ରଶାସନ ର ଫ୍ଲାଗ ମାର୍ଚ୍ଚ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୧/୦୪/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଆଜି ଫ୍ଲାଗ ମାର୍ଚ୍ଚ କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନ କୁ ଅବାଧ, ହିଂସା ମୁକ୍ତ ଓ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା କରିବାକୁ ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ…

ଗୁଣୁପୁର-ନେତା ଓ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଲେ ବିଜେଡି ଜିଲ୍ଲା ସଭାପତୀ ଭାସ୍କର ରାଓ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବିଜେଡିର ପୁରୁଣା ସଂଙ୍ଗଠକ ତଥା ନୁଆ ରାୟଗଡା ଜିଲ୍ଲା ସଭାପତୀ ଏନ୍ ଭାସ୍କର ରାଓ ଗୁଣୁପୁର ଗସ୍ତ କରି ଦଳୀୟ କର୍ମୀ ଙ୍କୁ ନେଇ ବୈାଠକ କରିଥିଲେ। ଗୁଣପୁର ଠାରେ ଥିବା ନିମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାର ଏହି ବିଜେଡି ବୈାଠକ ଅନୁଷ୍ଟିତ ହୋଇଥିଲା। ନୁଆ…