ପ୍ରକାଶ ପାଇଲା ଦୁଇ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ରେଜଲ୍ଟ
ସାମ୍ସ ପୋର୍ଟାଲରେ ନିଜର ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର,୧୦ ଜୁଲାଇ,୨୦୨୬: ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ଼, ଏମ୍.ଏଡ଼ ଏବଂ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶିତ ହୋଇଛି।…