ଭଞ୍ଜନଗର ସହ ନେଟେଗାଂ ଗ୍ରାମରେ ପବିତ୍ର ଶ୍ରୀ ରାମନବମୀ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ପ୍ରଭୂ ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ଦିନ ବା ଶ୍ରୀ ରାମନବମୀ ଉତ୍ସବ। ସାରା ଦେଶରେ ଏହି ଭବ୍ୟ ଉତ୍ସବ ଅତି ଧୂମଧାମରେ ଆଡମ୍ବର ସହକାରେ ପାଳନ ହେଉଅଛି। ଶ୍ରୀ ରାମ ଲାଲାଙ୍କ ପବିତ୍ର ଜନ୍ମ ସ୍ଥାନ ଅଯୋଧ୍ୟା ସହିତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଥିବା…

ରାମ ନବମୀରେ ଜଗତଗୁରୁଙ୍କ ଆଶୀର୍ବାଦ ନେଲେ କଂଗ୍ରେସ ପ୍ରାର୍ଥୀ ସୁଜିତ

ପୁରୀ, ୧୭/୦୪ : ଆଦିଗୁରୁଙ୍କ ଆଶୀର୍ବାଦ ନେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ସୁଜିତ ମହାପାତ୍ର। ବୁଧବାର ପବିତ୍ର ରାମ ନବମୀରେ ଗୋବର୍ଦ୍ଧନ ମଠ ଯାଇ ମା ବିମ୍ବଳାଙ୍କ ଦର୍ଶନ କରିବା ସହ ପୁରୀବାସୀଙ୍କ ଉତ୍ତୋରତର ଉନ୍ନତି କାମ କରିଛନ୍ତି ସୁଜିତ । ପରେ ପରମ ପୁଜ୍ୟ ଗୁରୁଜୀ ଶଙ୍କରାଚାର୍ଯ୍ଯଙ୍କୁ…

ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୭ତମ ଶ୍ରାଦ୍ଧ ଦିବସରେ ବିଜେଡ଼ିର ବିରାଟ ମଟର ସାଇକେଲ ରାଲିରେ ଶକ୍ତି ପ୍ରଦର୍ଶନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରବାଦ ପୁରୁଷ ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସରେ ଗୁଣପୁର ଠାରେ ବିଜେଡି କର୍ମୀ ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ରାଲି ଆରମ୍ଭ ହେବା ପୂର୍ବରୁ ପ୍ରଥମେ ନୂଆବସଷ୍ଟାଣ୍ତ ଠାରେ ସ୍ଥାପିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ବିଜେଡି…

ବିଜେଡି ରାଉରକେଲା,ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କର୨୭ତମ ଶ୍ରାଦ୍ଧ ଦିବସ ପାଳିତ ।

ରାଉରକେଲା,(ବସନ୍ତ କୁମାର ଜେନା): ଆଜି ତା ୧୭/୦୪/୨୩ ଋଖରେ ରାଉରକେଲା ବିଜୁଜନତା ଦଳ ତରଫରୁ ମାନ୍ୟବର ବିଧାୟକ ତଥା ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଙ୍କ ନେତୃତ୍ବରେ ନୂତନ ଓଡିଶା ନିର୍ମାତା,ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୭ ତମ ତିରୋଧାନ ଦିବସ ଶହଶହ ବିଜୁପରିବାର ସଦସ୍ୟଙ୍କ ଦ୍ଵାରା…

ଦେଶବାସୀଙ୍କୁ ଶ୍ରୀରାମ ନବମୀର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଶ୍ରୀରାମଚନ୍ଦ୍ର ନିଷ୍ଠା, ସୁଶାସନ ଓ କର୍ତ୍ତବ୍ୟବୋଧର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ • ରାମଲାଲାଙ୍କ ସୂର୍ଯ୍ୟ ତିଲକ ସମସ୍ତଙ୍କୁ ଅଭିଭୂତ କରିଛି • ସମ୍ବଲପୁର ଦାନିପାଲି, ବୁର୍ଲା ସ୍ଥିତ ଇସ୍କନ ମନ୍ଦିରରେ ଶ୍ରୀ ରାମଙ୍କ ଆରାଧନା କଲେ କେନ୍ଦ୍ରମନ୍ତ୍ରୀ • ରାମଚଣ୍ଡୀ…

ସମ୍ବଲପୁର ଠେମରାରେ ଚାଷୀମାନଙ୍କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରକୁ କୃଷି ଆଧାରିତ ଅର୍ଥନୀତି କରିବା ପାଇଁ ହେବ ବ୍ୟାପକ ଯୋଜନା -ଧର୍ମେନ୍ଦ୍ର ପ୍ରଧାନ • ଡବଲ ଇଞ୍ଜିନ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରାଯିବ • ଗରିବଙ୍କୁ ମିଳିବ ପିଏମ୍ ଘର, ଯୁଗଗୋଷ୍ଠୀଙ୍କୁ ମିଳିବ ରୋଜଗାର • ଓଡ଼ିଶାରେ ପିଲାମାନେ…

ଟିକେଟ ପାଇବା ପରେ ମହାପ୍ରଭୁ ନୃସିଂହନାଥ ଓ ମାଁ ବିନ୍ଧ୍ୟବାସିନୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କଲେ ବର୍ଷା

ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତୃ ମଣ୍ଡଳୀ ଙ୍କୁ ଜଣାଇଲେ କୃତଜ୍ଞତା  ବରଗଡ଼ :- ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜି ବିଜୁ ଜନତା ଦଳ ପଞ୍ଚମ ପର୍ଯ୍ୟାୟରେ ଘୋଷଣା କରିଥିବା ପ୍ରର୍ଥୀ ତାଲିକାରେ ରହିଛି ପଦ୍ମପୁର ନିର୍ବାଚନ ମଣ୍ଡଳୀ । ଗତ 22 ଉପନିର୍ବାଚନ ପରେ ଦଳ ଓ ଦଳର ସୁପ୍ରମୋ ଶ୍ରୀ ନବୀନ…

ଅବକାରୀ ବିଭାଗକୁ ବଡ ସଫଳତା:କୋରୁଆ ଅଞ୍ଚଳରୁ ବିପୁଳ ପରିମାଣର ବେଆଇନ ମଦ ଜବତ

କେନ୍ଦ୍ରାପଡ଼ା:୧୭/୦୪(ଶାସକ ପ୍ରଶାସକ ):ସଦର ଥାନା ଅନ୍ତର୍ଗତ କୋରୁଆ ନିକଟରୁ ବେଆଇନ ମଦ କାରବାରରେ ପ୍ରକାଶ ମଲ୍ଲିକ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ।କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳ ୯ଟା ସମୟରେ ୩୨ବର୍ଷୀୟ ଯୁବକ ପ୍ରକାଶ ମଲ୍ଲିକଙ୍କ ପାଖରୁ ୮୦.୧ଲିଟର ବିଅର ଏବଂ…

ନବୀନଙ୍କ ଜିତିଲେ ଭରସା, ପଦ୍ମପୁରରୁ ପୁଣି ବର୍ଷା

ବରଗଡ଼ :- ଖରା ତାତି ସାଙ୍ଗକୁ ବଢ଼ିବାରେ ଲାଗିଛି ସାଧାରଣ ନିର୍ବାଚନର ତାତି । ଲୋକସଭା ସହିତ ଓଡିଶା ବିଧାନ ସଭା ପାଇଁ ଆସନ୍ତା 13 ତାରିଖରୁ ଆରମ୍ଭ କରି ଚାରି ଗୋଟି ପର୍ଯ୍ୟୟରେ ରେ ହେବ ଭୋଟ ଗ୍ରହଣ । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଓ ଏହି ଲୋକସଭା ଅନ୍ତର୍ଗତ ରହିଥିବା ଦୁଇ ଜିଲ୍ଲା ,…

ନବୀନ ଘୋଷଣା କଲେ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

କଣ୍ଟାବାଂଝିରୁ ନିଜେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ, ପଦ୍ମପୁରରୁ ପୁଣି ବର୍ଷା https://youtu.be/Tg9eJTINyb4 ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ଅଦଳବଦଳ ଭୁବନେଶ୍ୱର : ନବୀନ ଘୋଷଣା କଲେ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା | ବହୁଦିନ ଝୁଲେଇ ରଖିବା ପରେ ଶେଷରେ…