ପାଇକମାଳ ଡାକ୍ତରଖାନା ରେ ବିଶ୍ୱ ରୋଗୀ ସୁରକ୍ଷା ଦିବସ ପାଳିତ।
ପଦ୍ମପୁର ୧୭ା୯: ବିଶ୍ୱ ରୋଗୀ ସୁରକ୍ଷା ଦିବସ ଅବସରରେ ପାଇକମାଳ ଡାକ୍ତରଖାନା ରେ ଅଣସଂକ୍ରାମକ ରୋଗ ପ୍ରତି ସଚେତନତା ଓ ନିରାପଦ ଚିକିତ୍ସା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷର ବିଷୟବସ୍ତୁ ‘ଅଣସଂକ୍ରାମକ ରୋଗ ପାଇଁ ସୁରକ୍ଷିତ ଚିକିତ୍ସା’କୁ ନେଇ ରୋଗୀ ଓ!-->!-->!-->…