” ବିଧାୟକ ସୁଧୀର ସାମଲ ପ୍ରାର୍ଥୀ ହୋଇ ସାଇକେଲ ବାଂଟୁଥିବାରୁ ତାଙ୍କୁ ଗିରଫ କରାଯାଉ”

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ବିଜେଡି ନେତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ: ଗୋଲକ ମହାପାତ୍ର ସରକାରୀ ଅଫିସର ହୋଇ ଶାସକ ଦଳର କାର୍ଯ୍ୟ କରୁଥିବାରୁ ସରସ୍ୱତୀ…

ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି: ଅନିଲ ବିଶ୍ୱାଳ

 ରାଜ୍ୟ ସରକାର ଷଡଯନ୍ତ୍ର କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଭକ୍ତମାନେ ନ ଆସନ୍ତୁ ବୋଲି  ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଯଦି ଚାରିଦ୍ୱାର ନ ଖୋଲନ୍ତି ତାହାଲେ ଭାରତୀୟ ଜନତା ପାର୍ଟି ଏନେଇ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବ  ବିଜେଡି ସରକାରର ଜଗନ୍ନାଥ…

ଆସନ୍ତା କାଲି ୨୮ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ବ୍ରହ୍ମପୁର ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

 ବ୍ରହ୍ମପୁରରେ ଅନୁଷ୍ଠିତ ଜନସଭାକୁ ସମ୍ଭୋଧିତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା  ନିର୍ବାଚନ ପରିଚାଳନା ପ୍ରସଙ୍ଗରେ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କୁ ଭେଟିବା ସହ ବ୍ରହ୍ମପୁରଠାରେ ରାତ୍ରିଯାପନ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା  ଓଡ଼ିଶାରେ ‘ମା, ମାଟି,…

ଉଷୁମା ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ପଦ୍ମ-ହାତ ଛାଡି ଶଙ୍ଖ ଫୁଙ୍କିଲେ : ବିଜେପି ଓ କଂଗ୍ରେସକୁ ଶକ୍ତ…

 (ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ତଥା ପୂର୍ବତନ ମନ୍ତ୍ରୀ ତଥା ବିକାଶପୁରୁଷ, ଦୃଢ ସଂଗଠକ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ବରେ ଆସ୍ଥା ଓ ଭରସା ପ୍ରକଟ କରି ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ଯୋଗଦାନ କରୁଛନ୍ତି l…

ଜଗତସିଂହପୁରରେ ପ୍ରଶାନ୍ତ ଓ ଚିରଞ୍ଜୀବଙ୍କ ଶକ୍ତି ପ୍ରଦର୍ଶନ,ବିଶାଳ ବାଇକ ରାଲି ଓ ସଂକଳ୍ପ ସମାବେଶ

"ବିରୋଧୀଙ୍କ ଲାଗି ଚ୍ୟାଲେଞ୍ଜ ପାଲଟିବ ଏ ବର୍ଷ" ଜଗତସିଂହପୁର,ତା-୨୭.୦୪.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ହେଭିୱେଟ ନେତା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଓ ବରିଷ୍ଠ ବିଜେଡି ନେତା ଚିରଞ୍ଜୀବ ବିଶ୍ବାଳ ହାଇଭୋଲ୍ଟେଜ ପ୍ରଚାର କରିଛନ୍ତି ।…

ଅଶୁଘାତ ରେ ବୃଦ୍ଧ। ଙ୍କ ମୃତ୍ୟୁ ଅଭିଯୋଗ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଟିକିରି ସ୍ଥିତ ଝୋଡିଆ ସାହିର ମହିଳା ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି | ମହିଳା ନାମ -ପଅଳା ମାଝି ବୟସ(୫୪) ସ୍ଵାମୀ ଅର୍ଜୁନ ମାଝି । ସୂଚନା ଥାଉକି ପଅଳା ଆଜି ସକାଳୁ ୯ଟା ସମୟରେ ଛେଳି ଚୋରେଇବା ଯାଇଥିଲେ ଏହା ପରେ ଦିନ…

ଖର୍ଚ୍ଚ ପର୍ଯ୍ୟବେକ୍ଷକ ପ୍ରମୋଦ ପି. ଶାହାକର, ଆଇ.ଆର.ଏସ ଙ୍କ ନିର୍ବାଚନ ଖର୍ଚ୍ଚ ପରିଚାଳନା ର ସମୀକ୍ଷା

ପ୍ରାର୍ଥୀଙ୍କ ଖର୍ଚ୍ଚ ହିସାବ କଡ଼ାକଡ଼ି କରିବା ସହ ଶୂନ୍ୟ ପକ୍ଷପାତିତାରେ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ  ସୁବର୍ଣ୍ଣପୁର ,(ଆର୍ତ୍ତତ୍ରାଣ ମହାପାତ୍ର)  :ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୬୪- ବୀରମହାରାଜପୁର ଓ ୬୫- ସୋନପୁର ବିଧାନସଭା…

ମୋତେ ଯେତେ ଗାଳିମନ୍ଦ କଲେ ବି ମୁଁ ଜନତାଙ୍କ ସ୍ୱାର୍ଥ ପାଇଁ ବାରମ୍ବାର ସ୍ୱର ଉତ୍ତୋଳନ କରିବି – ଧର୍ମେନ୍ଦ୍ର…

ଅନୁଗୋଳରେ ମହିଳା ସମାବେଶ ଓ ଢେଙ୍କାନାଳ ଖମାରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ • ମୋଦୀ ଚାଉଳ ଦେଲେ, କିନ୍ତୁ ନବୀନ ସରକାର ଖଣ୍ଡେ ବ୍ୟାଗ୍ ଦେଇ ମିଛ ଆତ୍ମପ୍ରଚାର କରିବା କେତେଦୂର ଠିକ୍ ? • ଏଥର ଲଢେଇ ରିମୋର୍ଟରେ ଶାସନ ନୁହେଁ ବରଂ ଲୋକଙ୍କ ଶାସନ ଚଲାଇବା ପାଇଁ ହେବ • ଓଡ଼ିଶାରେ…

ପିଇବା ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ରୋଜଗାର ପାଇଁ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ – ଧର୍ମେନ୍ଦ୍ର ପ୍ରଧାନ

ଆଠମଲ୍ଲିକରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର • ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଅନ୍ତୁଳିଆରେ ହଜାର ହଜାର ଲୋକଙ୍କ ସହ ବିଶାଳ ପଦଯାତ୍ରାରେ ହେଲେ ସାମିଲ • ମୁଖ୍ୟମନ୍ତ୍ରୀ ଭିଡିଓରେ, ରିମୋର୍ଟ କଣ୍ଟ୍ରୋଲ ଅଣଓଡ଼ିଆ ଗୁମାସ୍ତା ପାଖରେ, ଏହା ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନବାଚୀ ?• ଓଡ଼ିଶା…

ବିରୋଧୀଙ୍କ ମିଠା କଥାର ମାୟା ଜାଲରୁ ଦୂରରେ ରୁହନ୍ତୁ : ପାଣ୍ଡିଆନ

କଳାହାଣ୍ଡି ରେ ପାଣ୍ଡିଆନ ଙ୍କ ଜୋରଦାର ପ୍ରଚାର ଲାଞ୍ଜିଗଡ ଓ ନର୍ଲାରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ବିରୋଧୀଙ୍କ ଉପରେ ପ୍ରହାର ନବୀନ ବାବୁ ପରିବାରର ମୁଖିଆ, ଆପଣ ମାନଙ୍କ ସମସ୍ତଙ୍କ ଦାୟିତ୍ଵ ନେଇଛନ୍ତି, ନବୀନ ସରକାର ଲୋକଙ୍କ ସରକାର, ଲୋକଙ୍କ ଦାବି ପୂରଣ କରିବାରେ…