କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ଦାଖଲ କଲେ ନାମାଙ୍କନ ପତ୍ର

ଟିଟିଲାଗଡ଼ : ଗତ ୩୦ ତାରିଖରେ ସେ ନିଜର ପାରମ୍ପରିକ ଆସନ ହିଞ୍ଜିଳି ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ଦ୍ୱିତୀୟ ଆସନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ନିଜର ନାମାଙ୍କନ ଦାଖଲ କରିଛନ୍ତି |ମୁଖ୍ୟମନ୍ତ୍ରୀ ଆଜି ସକାଳ…

ବର୍ଷକୁ ୨ କୋଟି ଚାକିରୀ ଦେବେ କହିଥିଲେ, କୁଆଡେ ଗଲା ଚାକିରି: ପାଣ୍ଡିଆନ

ବାଲିଗୁଡା, ଜି.ଉଦୟଗିରି ଓ ଦଶପଲ୍ଲାରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର ଅଚ୍ୟୁତ ବାବୁ କେବଳ ସେବା ପାଇଁ ସେ ରାଜନୀତିକୁ ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ: ପାଣ୍ଡିଆନ ନବୀନଙ୍କ ବିକାଶ ରଥର ସାରଥୀ ହେଉଛନ୍ତି ପାଣ୍ଡିଆନ | ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରୁଛନ୍ତି…

ବିଧାୟକ ପ୍ରାର୍ଥୀ ଦେବେଶ ଓ ସାଂସଦ ପ୍ରାର୍ଥୀ ପରିଣୀତା ଙ୍କ ନାମାଙ୍କନ ପତ୍ର ଦାଖଲ

୨୦ ହଜାର ରୁ ଉର୍ଦ୍ଧ୍ବ ସମର୍ଥକ ହେଲେ ସାମିଲ ବରଗଡ଼: ବରଗଡ଼ ବିଧାୟକ ପ୍ରାର୍ଥୀ ଯୁବନେତା ଦେବେଶ ଆଚାର୍ଯ୍ୟ ଓ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ପରିଣୀତା ମିଶ୍ର ୨୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନିରନ୍ତର…

ବଜେଡି ଓ ବିଜେପି ର ପୃଥକ ପୃଥକ ସ୍ଥାନରେ ଜବରଦସ୍ତ ରାଲି ।

(ଶାସକ ପ୍ରଶାସକ), ସାରସକଣା :: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବଢ଼ୁଥିଲା ବେଳେ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିର ଉଷ୍ଣାତା ସେତେ ବଢିବାରେ ଲାଗିଛି। ଏହି ପରିପେକ୍ଷିରେ ମୟୁରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ୫୬ ନମ୍ବର ଜୋନ ର ପୃଥକ ପୃଥକ ସ୍ଥାନରେ ଦୁଇଦଳର…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଓଡିଶାର ଏକ ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୩ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ଜଗତସିଂପୁର , ଓଡିଶାର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃ ହୀନ ଏହି…

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ଗୁଣପୁର ଗସ୍ତ ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :୦୨-୦୫-୨୦୨୪ରିଖ ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାପାତ୍ର ଗୁଣପୁର ଗସ୍ତରେ ଆସି ସୂଚନା କେନ୍ଦ୍ର ଓ ପାଠାଗାର ପରିଦର୍ଶନ କରିଥିଲେ । ଶ୍ରୀ ମହାପାତ୍ର ଦକ୍ଷିଣାଞ୍ଚଳ (ବ୍ରହ୍ମପୁର) ଠାରେଉପ ନିର୍ଦ୍ଦେଶକ…

ଜିଲ୍ଲାରେ ଭୋଟର ସଚେତନତାରେ ଏଲିଡି ବ୍ୟାନ , ଦସ୍ତଖତ ଅଭିଯାନର ଶୁଭାରମ୍ଭ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତାର ଏଲିଡି ବ୍ୟନ ରଥ ଓ ସେଲ୍ଫି ଫୋଇଣ୍ଟ ଓ ଦସ୍ତଖତ ଅଭିଯାନକୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଗନ୍ଧମ ଚାନ୍ଦ୍ରାଡୁ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ…

ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସୂଚନା ଓ ଲୋକସମ୍ପର୍କ ବିଭାଗ (ଦକ୍ଷିଣାଞ୍ଚଳ) ଉପ-ନିର୍ଦ୍ଦେଶକ ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲେ।…

ଜିଲ୍ଲାବ୍ୟାପୀ ମତଦାନ ହାର ବୃଦ୍ଧି ଉଦ୍ଦେଶ୍ୟ ନେଇ ଭୋଟର ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ…

https://youtu.be/3viZZOGKvqk  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ବେଳେ ଜିଲ୍ଲାବ୍ୟାପୀ ମତଦାନ…

ବିଜେପିର ପ୍ରଚାର ସହ ମିଶ୍ରଣ ପର୍ବ

କଲ୍ୟାଣସିଂହପୁର-ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା କାଳୀସୁନ୍ଦରୀ ମନ୍ଦିର ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।ଆଜି ବିଜେପି ଦଳର ବିସମକଟକ ନିର୍ବାଚନୀ ମଣ୍ଡଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡରୁକା, କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ…