କଂଗ୍ରେସ ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର ନାମାଙ୍କନ ପତ୍ର ଦାଖଲ
କଟକ ୪/୫ଶନିବାର (ରଞ୍ଜିତ ମହାପାତ୍ର ): କଂଗ୍ରେସ ର ଲୋକସଭା ପ୍ରାର୍ଥୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଦାଖଲ କରିବା ପାଇଁ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାଯ୍ୟଳୟ କୁ ଆସିଥିଲେ. ଏଥିରେକଟକ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୁକିମ, କଟକ ସଦର ର ବିଧାୟକ ପାର୍ଥୀ ରାମ ଚରଣ…