ବିଜେପୁର ରେ ବିଜେପିର ପ୍ରଚାର ମଙ୍ଗ ଧରିଲେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି
ଗାଇସିଲାଟ- ସମଗ୍ର ଦେଶ ପାଳନ କରୁଛି ନିର୍ବାଚନି ପର୍ବ । ସମଗ୍ର ଦେଶରେ ଉତ୍ସାହର ମାହୋଲ । ଏହି ଅବସରରେ ବିଜେପୁର ନିର୍ବାଚନ ମଣ୍ଡଳି ଉତ୍ସବ ମୁଖର ହୋଇଥିବାର ଦେଖାଯାଇଥିଲା । ଆଜି ପୂର୍ବ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ବିଜେପୁର ନିର୍ବାଚନି କାର୍ଯ୍ୟାଳୟ ଉଦ୍ଘାଟନ କରିଥିବା ବେଲେ…