ଆନ୍ତଃରାଜ୍ୟ ଟୋଙ୍ଗ୍-ଇଲ୍-ମୁ-ଡୁ ଚାମ୍ପିୟନସିପ୍ରେ ସୁନ୍ଦରଗଡ଼ ଜିଲ୍ଲା ଦଳଗତ ଚାମ୍ପିୟନ
୧୬ ପ୍ରତିଯୋଗୀଙ୍କୁ ମିଳିଲା ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ
ରାଉରକେଲା, ୧୭/୦୯ (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଆନ୍ତଃରାଜ୍ୟ ମାର୍ସିଆଲ୍ ଆର୍ଟ!-->!-->!-->!-->!-->…