ମଡେଲ ଡିଗ୍ରୀ କଲେଜରେ ଶିକିଲ ସେଲ ଆନିମୀୟା ସଚେତନତା ଶିବିର ଆୟୋଜିତ.
ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ଭାରତ କୁ ସିକିଲ ସେଲ ଆନିମୀୟା ବା ରକ୍ତହୀନତାରୁ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିନୋଦ…