(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମଜେନା)ଖଲ୍ଲିକୋଟ:୧୫/୯ ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ପୁସ୍ତପୁର ଗ୍ରାମ ରେ ତା ୭-୯-୨୪ ଠାରୁ ଗଣେଶ ପୂଜା ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଚାଲି ଛି ଏବଂ ଗଜାନନ ଉତ୍ସବ ଆସନ୍ତା ତା ୧୮-୯-୨୪ ରିଖରେ ସମାହିତ ହେବ ଓ ଠାକୁରଙ୍କ ବିସର୍ଜନ ହେବ ବୋଲି ଜଣାପଡିଛି । ଏଅଵସରରେ ଏଠାରେ ବହୁ ଆଡମ୍ବର ସହକାରେ ପାଳନ କରାଯାଇଛି ଗଣେଶଙ୍କ ପୂଜା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉକ୍ତ ଗଣେଶ ପୂଜା ୨୦୧୬ ଠାରୁ ଆରମ୍ଭ ହୋଇ ଥିବା କଥା ଜଣାପଡେ ।
ବହୁ ଦୂରଦୂରାନ୍ତରୁ ଲୋକମାନେ ଆସନ୍ତି ଓ ବିଭିନ୍ନ ପ୍ରକାରର ଦୋକାନ,ବଜାର , ମନୋରଞ୍ଜନ କାର୍ଯ୍ୟକ୍ରମ କୁ ଉପଭୋଗ କରନ୍ତି। ଏଠାକାର ଗଣେଶ ପୂଜା ଗଞ୍ଜାମ ଜିଲ୍ଲା ର ଅଦ୍ୱିତୀୟ କହିଲେ ଚଳେ । ଗଣେଶ ପୂଜା ର କମିଟି ରେ ଅଛନ୍ତି, ସଭାପତି ପ୍ରଜ୍ଞାନନ୍ଦ ଘୋଷ, ସମ୍ପାଦକ ଆଦିତ୍ୟ ବେହେରା,ଵିପୁନା କର, ସୁଜିତ୍ ସିଂ, ଗୋୖତମ ଘୋଷ,ଵାପୁନା କର, ବାଲ୍ମୀକି ଘୋଷ,କନ୍ମେଇ ବେହେରା,ଗୋଲେକ ସାହୁ, ଶୁଭମ୍ ପରିଡ଼ା, ଗଣେଶ ମହାନ୍ତି,ମେଳିଆ ସାହୁ, ଓ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ୧୧୦ କମିଟି ମେମ୍ବର ଅଛନ୍ତି | ତା ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ପଦା ଗାଁ ଲୋକ ମାନଙ୍କ ସହଯୋଗ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.