ଓଡ଼ଗାଁ ଏନ୍ଏସିର ୯ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଲୋକାର୍ପିତ;
ନୂତନ ଏନ୍ଏସି କାର୍ଯ୍ୟାଳୟ,କଲ୍ୟାଣୀ ମଣ୍ଡପ, ବିଜୁ ଆଦର୍ଶ କଲୋନୀ ଓ ପରିମଳ ଉପଚାର କେନ୍ଦ୍ରର ଉଦ୍ଘାଟନ
ଓଡ଼ଗାଁ, ୧୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ପ୍ରାୟ ୮ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ…