ରାୟଗଡା ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ 70 କୋଟି ଟଙ୍କା ଆବଣ୍ଟନ : ରେଳମନ୍ତ୍ରୀ ରାୟଗଡା, 26.07.2024

ରାୟଗଡା: ରାୟଗଡା ରେଳ ମଣ୍ଡଳ ପ୍ରତିଷ୍ଠା ପାଇଁ ଆବଣ୍ଟିତ ₹ 70 କୋଟି ଟଙ୍କା ପ୍ରଦାନ ସହିତ ରାୟଗଡା ରେଳ ମଣ୍ଡଳର ପ୍ରତିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ | ରେଳମନ୍ତ୍ରୀ ଆଜି ସାଂସଦ ଶ୍ରୀ ବଳଭଦ୍ର ମାଝୀଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ଏହା କହିଛନ୍ତି | ଏହି ପ୍ରକଳ୍ପ ପାଇଁ…

ସୋଆ ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଇମ୍ଫାଲ ମଧ୍ୟରେ ଗବେଷଣା ଏବଂ ସହଯୋଗିତା ନିମନ୍ତେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଜୁଲାଇ ୨୬: ଶିକ୍ଷା ଓ ଗବେଷଣା ସମେତ ଜଳବାୟୁ ପ୍ରଭାବିତ କୃଷିକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (ସିଏୟୁ), ଇମ୍ଫାଲ ମଧ୍ୟରେ ଗୁରୁବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ ସୋଆ ଏବଂ ସିଏୟୁ ପରସ୍ପର ମଧ୍ୟରେ…

ଜୁଲାଇ ୨୯ରେ ବି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ ।

ଭୁବନେଶ୍ୱର: ସମ୍ପ୍ରତି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଗତ ୨୨ ତାରିଖ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ବାତିଲ ହୋଇଥିବା ବେଳେ ଅନୁରୂପ କାରଣ ପାଇଁ ଆସନ୍ତା ଜୁଲାଇ ୨୯ ତାରିଖ ସୋମବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ ।…

କେନ୍ଦୁଝର ଓ ସୋନପୁରରେ ହେବ ଇ.ଏସ.ଆଇ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇଟି ନୂଆ ଇ.ଏସ.ଆଇ ହସ୍ପିଟାଲ ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। କେନ୍ଦୁଝର ଓ ସୋନପୂର ସହରରେ ଏହି ଦୁଇଟି ହସ୍ପିଟାଲ ପ୍ରତିଷ୍ଠା ହେବ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଶ୍ରମିକ ଶ୍ରେଣୀର ଲୋକ ଓ ସେମାନଙ୍କ ପରିବାର ଉତ୍ତମ…

ବାଲୁଗାଁ ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ

ବାଲୁଗାଁ (ସେକ କୌସର ): ବାଲୁଗାଁ ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ପାରଳାଖେମୁଣ୍ଡିରୁ ବିହାର ଅଭିମୁଖେ ସ୍କର୍ପିଓ ଗାଡ଼ିରେ ୩ ଜଣ ବ୍ୟକ୍ତି ଯାଉଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ବାଣପୁର ଥାନା ବିଷ୍ଣୁଡ଼ିହ ଛକ…

ସୋଆରେ ଭିଏତନାମର ସାଂସ୍କୃତିକ ଦଳ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, ଜୁଲାଇ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଦର୍ଶନରେ ଆସିଥିବା ଭିଏତନାମର ୨୦ ଜଣିଆ ସାଂସ୍କୃତିକ ଦଳ ବୁଧବାର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଉପସ୍ଥିତ ଥିବା ଭରପୂର ଦର୍ଶକଙ୍କ ସମ୍ମୁଖରେ ଚିତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ଭିଏତନାମର ନିନ ଥୁଆନ୍ ପ୍ରଦେଶରୁ…

ଡ଼ିଲର ନିମାଇଁ ଚରଣ ମହାନ୍ତିଙ୍କ ପରଲୋକରେ ଶୋକ l

 (ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ଦାଉଦପୁର ପଞ୍ଚାୟତ ବଗୁଲିପଡା଼ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ର ଡ଼ିଲର ନିମାଇଁ ଚରଣ ମହାନ୍ତି(୭୩) ଙ୍କ ବାସଭବନରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସାନ ଭାଇ ପଞ୍ଚାୟତ…

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

 "ସୁଭଦ୍ରା' ଯୋଜନା ପାଇଁ ବଜେଟ୍ରେ ୧୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ   ନାରୀ ଶକ୍ତିର ବିକାଶ ଉପରେ ଗୁରୁତ୍ୱ: ବଜେଟ୍ରେ ହେଲା ତିନିଗୁଣା ବୃଦ୍ଧି  ପର୍ଯ୍ୟଟନ କ୍ଷେତ୍ରର ସାମଗି୍ରକ ବିକାଶ ପାଇଁ ୮୦୦ କୋଟି ଟଙ୍କାର ବ୍ୟୟ ଅଟକଳ ଭୁବନେଶ୍ୱର: ଆଜି ଓଡ଼ିଶା…

ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ପ୍ରଶିକ୍ଷଣ “ବର୍ଣ୍ଣାଳୀ” କର୍ମଶାଳା ଉଦଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ - "ବର୍ଣ୍ଣାଳୀ" ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଏହା ବିଦ୍ୟାଳୟ…

ଆଇଭିଏଫ୍ ସମାଜ ପାଇଁ ଏକ ବରଦାନ: ସୋଆ ଉସଭାପତି

ସମ୍ ହସ୍ପିଟାଲ୍ ସିଏଚ୍‌ଆର୍ ପକ୍ଷରୁ ବିଶ୍ୱ ଆଇଭିଏଫ୍ ଦିବସ ପାଳିତ ଭୁବନେଶ୍ୱର, ଜୁଲାଇ ୨୫: ବର୍ତମାନ ସମାଜରେ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (ଆଇଭିଏଫ୍‌) ଏକ ବରଦାନ ପାଲଟିଛି । ଲକ୍ଷ ଲକ୍ଷ ଦମ୍ପତିଙ୍କ ପାଇଁ ଆଇଭିଏଫ୍ ଆଶାର କିରଣ ପାଲଟିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର…