ଗୋଟିଏ ଦିନରେ ତିନୋଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ

  ବିଜେପୁର (ସୁଶାନ୍ତ ସାହୁ )ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି, ପହଣ୍ଡି ଏବଂ ପଡା ଗ୍ରାମ ଠାରେ ନବନିର୍ମାଣ ସ୍ଵାସ୍ଥ୍ୟ ଉପକେନ୍ଦ୍ରର ଭିଭିପ୍ରସ୍ତର l ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କ କର କୋମଳ ହସ୍ତରେ ସ୍ଥାପନ ହୋଇଯାଇଛି l ଏହି ଅବସରରେ ବରଗଡ଼ ଜିଲ୍ଲା…

ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡା ପଞ୍ଚାୟତ ଅଧିନରେ ଥିବା ଆଦିବାସୀ ଦୁର୍ଗମ ଅଞ୍ଚଳ ବଡ଼ଜିରୀ, ତୁକୁଡ଼ା, ଲୁଣି ପରିଦର୍ଶନ କରି ଲୋକ ମାନଙ୍କ ସମସ୍ୟା ବୁଝିବା ସହ ତୁକୁଡା ଗ୍ରାମ ରେ ଏକ କୋଠଘର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର…

ଗୋବରା ସାହିତ୍ୟ ଘରର ଶୀତ ଆସର ; ସାହିତ୍ୟ ସଂସ୍କାର ଧର୍ମୀ ହେବା ଆବଶ୍ୟକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ସାହିତ୍ୟ ବ୍ୟକ୍ତିର ଆବେଗକୁ ନିୟନ୍ତ୍ରଣ କରିଥାଏ I ତେଣୁ ସାହିତ୍ୟ ସର୍ଜନା ସଂସ୍କାର ଧର୍ମୀ ହେବା ଆବଶ୍ଯକ I ସାହିତ୍ୟିକ ହିଁ ସର୍ବ ଶକ୍ତିମାନ I ଏହିଭଳି କିଛି ଉପାଦେୟ ବକ୍ତବ୍ୟ ରଖିଛନ୍ତି ଗୋବରା ସାହିତ୍ୟ ଘରର ଶୀତ ଆସରରେ ଅନୁଷ୍ଠାନର ସମ୍ପାଦକ ଡ.ରତ୍ନ…

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

ଜଗତସିଂହପୁର,ତା ୨୩.୧୧.୨୦୨୪ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଅଛି I ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ମେଳାରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ…

ବିଜେପୁର ବିଧାୟକଙ୍କୁ ଭବ୍ୟ ସ୍ୱାଗତ କଲେ ଗୁଡିମୁଣ୍ଡା ଗ୍ରାମବାସୀ

 ବିଜେପୁର (ସୁଶାନ୍ତ ସାହୁ )ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଗୁଡିମୁଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟାଙ୍କୁ ଗୁଡିମୁଣ୍ଡାର ମାଁ ଭଉଣୀ ଘରେ ଘରେ ପୂର୍ଣ୍ଣ ଜଳକୁମ୍ଭ କଳସ ସ୍ଥାପନ ପୂର୍ବକ ହୁଳହୁଳି ଦେଇ ଭବ୍ୟ ସ୍ଵାଗତ…

ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଦ୍ଵିତୀୟ ଦିନରେ ଏସ. ଏସ. ଏଭେଞ୍ଜର୍ସ ଓ ଏସ. ବି. ଏସ. XI ସେମି ରେ ପ୍ରବେଶ

ପଦ୍ମପୁର:- ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରଥମ ପଦ୍ମପୁର ପ୍ରିମିୟର ଲିଗ 2024 ଦ୍ଵିତୀୟ ଦିନ ଖେଳ ସମାପ୍ତ ହୋଇଯାଇଛି। ଟାଉନ କ୍ଳବ ପଦ୍ମପୁର ତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ 8ଟି ଦଳ ଭିତରେ ଖେଳ ହେଉଥିବା ଏହି ପ୍ରିମିୟର ଲିଗ ତିନି ଦିନ ଧରି…

ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବ୍ଲକ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ର ଭିର୍ତ୍ତିପ୍ରସ୍ତର ସ୍ଥାପନ

ବିଜେପୁର /ସୁଶାନ୍ତ ସାହୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପୂର୍ତ୍ତ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ୮୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବ୍ଲକ ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟକୁ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ବିଧାୟକ ଶ୍ରୀମାନ ସନତ କୁମାର…

୫୦ ଗୋଟି ଗ୍ରାମଠାରେ ପରିବେଶସୁରକ୍ଷା ସଚେତନା କାର୍ଯ୍ୟକ୍ରମ

 ଭବାନୀପାଟଣା:ରୋହିତ କୁମାର ନାଏକ ( ଶାସକ ପ୍ରଶାସକ):ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ପରିବେ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲା ର ୫୦ ଟି ଗ୍ରାମ ରେ ପରିବେଶ ସୁରକ୍ଷା ଉପରେ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ କୁ…

ଭବାନୀପାଟଣା ଶ୍ରୀ ସତ୍ୟସାଇ ସେବା ସମିତି ରେ 99ତମ ଜନ୍ମତ୍ସବ ପାଳିତ.

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) 23ନଭେମ୍ବର ଆଜି ଭବାନୀପାଟଣା ସ୍ଥିତ ଶ୍ରୀ ସତ୍ୟ ସାଇ ବାବା ଙ୍କ 99ତମ ଜନ୍ମତ୍ସବ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମ ରେ ସମିତି ର ଆବାହକ ଓ କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀ, ଶିକ୍ଷକ ଙ୍କ ସାମୁହିକ ସହଯୋଗ ରେ ଧୂମଧାମ ରେ ଭଗବାନ ଶ୍ରୀ…

ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଅଭାବୀ ବିକ୍ରି ର ଶିକାର କଳାହାଣ୍ଡି ଜିଲ୍ଲାର କପା ଚାଷୀ, ଜିଲ୍ଲା ରେ ସୂତା କଳ…

କଳାହାଣ୍ଡି: କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର | କିନ୍ତୁ ତାର ଓଲଟା ଚିତ୍ର ଦେଖି ବାକୁ ମିଳିଛି କଳାହାଣ୍ଡି ର କପା ଚାଷୀ ଙ୍କ ଠାରେ। କପା ଏକ ଅର୍ଥକାରୀ ଫସଲ ହୋଇ ଥିବାରୁ ଜିଲ୍ଲା ର ୧୩ ଟି ଯାକ ବ୍ଲକ୍ ରେ ଚାଷୀ କପା ଚାଷ କରି ବେଶ୍ ଲାଭ ବାନ୍ ହୋଇ ଥାନ୍ତି ,ଅନ୍ୟ ପକ୍ଷରେ…