ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) 23ନଭେମ୍ବର ଆଜି ଭବାନୀପାଟଣା ସ୍ଥିତ ଶ୍ରୀ ସତ୍ୟ ସାଇ ବାବା ଙ୍କ 99ତମ ଜନ୍ମତ୍ସବ ପାଳନ କରାଯାଇଛି. ଏହି କାର୍ଯ୍ୟକ୍ରମ ରେ ସମିତି ର ଆବାହକ ଓ କର୍ମକର୍ତ୍ତା ତଥା ଛାତ୍ରଛାତ୍ରୀ, ଶିକ୍ଷକ ଙ୍କ ସାମୁହିକ ସହଯୋଗ ରେ ଧୂମଧାମ ରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଦିବସ ପାଳିତ ହୋଇ ଥିଲା. ଭଗ ବାନାଙ୍କ ଅମୃତ ବାଣି ଙ୍କୁ ସମସ୍ତ ନର ନାରାୟଣ ଙ୍କ ହୃଦୟ ରେ ସ୍ଥା ଇ ଭାବରେ ଶ୍ରଦ୍ଧା ସବୁରେ ବାସ କରିବା, ସମସ୍ତେ ସମସ୍ତ ଙ୍କୁ ପ୍ରେମ, ଶ୍ରଦ୍ଧା ସେବା ରହି ନର ନାରାୟଣ ମାନଙ୍କ ହୃଦୟ ରେ ରହିବା, ଇତ୍ୟାଦି ଜନହିତକର କାର୍ଯ୍ୟକ୍ରମ ରହି ବା ସହ ପରସ୍ପର ହିଂସା କୁ ପରିତ୍ୟାଗ କରିବାକୁ ହେବ. ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଓଁ କାରମ, ନଗର ସଂକିର୍ତ୍ତନ, ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତଳୋନ, ଷୋଡଶ ଉପଚାର ପୂଜା, ନାରାୟଣ ସେବା ଓ ପ୍ରସାଦ ସେବନ, ହଜାର ହଜାର ଜନତା ଙ୍କୁ ପ୍ରସାଦ ସେବନ ର ସୁ ବ୍ୟବସ୍ଥା କରାଯାଇଥିଲା, ଓ ବସ୍ତ୍ର ଦାନ କରାଯାଇଥିଲା, ସାମୁହିକ ଦିପଦାନ କରିବାସହ ଭଗବାନ ଙ୍କୁ ଝୁଲଣ କାର୍ଯ୍ୟକ୍ରମକରାଯାଇଥିଲା ଏବଂ ଜନ୍ମ କେକ କଟାଯାଇଥିଲା, ରାତ୍ରି ରେ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା.. ବାସ୍ତବିକ ସମସ୍ତେ ଆଧ୍ୟାତ୍ମିକ ଭାବନାରେ ମଜ୍ଜି ଯାଇଥିଲେ ସମସ୍ତ ଭକ୍ତ.
Sign in
Sign in
Recover your password.
A password will be e-mailed to you.