ଗୋଚର ଜାଗାକୁ ଯୋରଜବରଦସ୍ତ ହଡ଼ପ ଉଦ୍ୟମ
ଆର ଆଇ, ପୋଲିସ, ପଂଚାୟତବାସୀ ଙ୍କ ଉପସ୍ଥିତିରେ ଗୋଚର ଜମିକୁ ନୂତନ ଧାନମଣ୍ଡି ଭାବେ ଚି଼ହ୍ନଟ କରାଗଲା
ଜମନକିରା ( ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତର ଗ୍ରାମ ସଂରକ୍ଷିତ ଅଂଚଳକୁ ଜଣେ ବାହାରି ଲୋକ ନିଜ ଜମି ବୋଲି ହଡପ ଉଦ୍ୟମ କରୁଥିବା ବେଳେ ଏହାକୁ ବିରୋଧ କରି ଆରଆଇ,ପୋଲିସ, ଓ…