ସହିଦ ଭଗତ ସିଂ ଜୟନ୍ତୀ ପାଳନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ସହିଦ୍ ଭଗତ ସିଂ ଙ୍କ ୧୧୯ ତମ ପବିତ୍ର ଜନ୍ମ ଜୟନ୍ତୀ ପାଳନ ହୋଇ ଯାଇଛି । ଏହି ଅବସରରେ ସ୍ଥାନୀୟ କଳିଙ୍ଗ ସାମ୍ବାଦିକ ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଏକ ସ୍ମୃତି ସଭା କଳିଙ୍ଗ!-->!-->!-->…