ଦଧିବାମନ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ

ପଦ୍ମପୁର :- ଭଟଲି ଦଧିବାମନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କ୍ରୀଡ଼ା ସଂସଦର ସମ୍ପାଦକ ସୁବ୍ରତ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଖେଳାଳୀମାନେ ଏକ ବିଶାଳ ଶୋଭାଯାତ୍ରା ରେ ଦଧିବାମନ ମନ୍ଦିରଠାରୁ…

ସାଇବର କ୍ରାଇମ ସଚେତନତା କର୍ମଶାଳା ଅନୁଷ୍ଠିତ

ବାଲେଶ୍ଵର ଖଇରା ( ବୁଲୁ ଲେଙ୍କା) ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ସଭାଗୃହରେ ଆଜି ଆମପୋଲିସ ଓ ଓଡିଶା ସାମ୍ବାଦିକ ୟୁନିୟନ ମିଳିତ ସହଯୋଗରେ ସାଇବର କ୍ରାଇମ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବାଲେଶ୍ୱର ଡିଆଇଜି ଡ.ସତ୍ୟଜିତ ନାଇକି…

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ପଦ୍ମପୁର ଗସ୍ତ

ବରଗଡ଼ :- ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗସ୍ତରେ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗର ତଦାରଖ କରିଛନ୍ତି । ଶ୍ରୀ ଯାଦବ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗର…

ଝୁଲନ୍ତା ଅବସ୍ଥା ରେ ଅଜଣା ଯୁବକ ର ମୃତ ଶରୀର ଠାବ

ଅସ୍ତରଙ୍ଗ୧୮/୧୨) ଅସ୍ତରଙ୍ଗ ବ୍ଲକ ଝାଡ଼ଲିଂଗ ଓ ନଗର ପଞ୍ଚାୟତ ମଧ୍ୟରେ ଥିବା ଦେବି ନଦୀ ପଠା ରେ ବୁଧବାର ଦିନ ଏକ ଗଛରୁ ଝୁଲନ୍ତା ଅବସ୍ଥା ରେ ଜଣେ ଅଜଣା ଯୁବକ ର ମୃତ ଶରୀର ଠାବ ହୋଇଛି। ବର୍ତମାନ ଧାନ କଟାକଟି ଚାଲୁଥିବାରୁ ସକାଳୁ ସ୍ଥାନୀୟ କୃଷକ ଭାଇ ମାନେ କ୍ଷେତ କୁ ଧାନ କାଟିବାକୁ ଯାଇଥିବା…

ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ୫୩ତମ ବିଜୟ ଦିବସ ପାଳନ।

  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ଅବସର ପ୍ରାପ୍ତ ସୈନିକ ସଂଘ ପକ୍ଷରୁ ୫୩ ତମ ବିଜୟ ଦିବସ ପାଳନ ହୋଇ ଯାଇଛି।୧୯୭୧ ମସିହାରେ ହୋଇଥିବା ଯୁଦ୍ଧ ରେ ଭାରତ ର ବିଜୟ ସହ ସହିଦ ଯବାନ ମାନଙ୍କ ସ୍ମୃତି କୁ ମନେ ପକାଇବା ସହ ତିନି ଦିନ ବ୍ୟାପୀ ବିଜୟ ଦିବସ ପାଳନ ହୋଇ ଯାଇଛି। ପ୍ରଥମ…

ଗାନ୍ଧୀ ସ୍ମୃତି ଦିବସ ପାଳନ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଲିମେଦ ପଞ୍ଚାୟତ ଅଧୀନ ଚାରି ବାଟିଆ ଠାରେ ଗାନ୍ଧୀ ସ୍ମୃତି କମିଟି ପକ୍ଷରୁ ଗାନ୍ଧୀ ସ୍ମୃତି ଦିବସ ପାଳନ ହୋଇ ଯାଇଛି। ଗାନ୍ଧୀ ସ୍ମୃତି ଭବନ ଠାରେ ଅନେକ ସମାଜ ସେବୀ, ରାଜନେତା, ପଞ୍ଚାୟତ ସରପଂଚ, ଜନ ସାଧାରଣ ଆସି…

ତ୍ରିବେଣୀ ଆଶ୍ରମରେ ମହୋତ୍ସବ

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ଶାସ୍ତ୍ର ଆଧାରରେ ସାଧୁ ଜନ୍ମ ଜଗତ କଲ୍ୟାଣ ପାଇଁ ଉଦ୍ଧିଷ୍ଟ ଏବଂ ଶରୀର ତ୍ୟାଗ ପରେ ପବିତ୍ର ଆତ୍ମା ଜଗତ କଲ୍ୟାଣ ନିମନ୍ତେ ହିଁ ଉଦ୍ଧିଷ୍ଟ ଏହା ଆସ୍ଥା ରହିଛି ତେଣୁ ଆଜି ବୁଧବାର ଦିନ ସ୍ୱାମୀ ସନାତନ ବନ ବା ଜଣାଶୁଣା ଲଡ଼ୁ ବାବାଙ୍କ ଅପ୍ରକଟ…

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ଅଧିକାର,ଶିକ୍ଷା, କିଶୋରୀ ସଶକ୍ତିକରଣ,ବାଲ୍ୟ ବିବାହ, ଲିଙ୍ଗଗତ ସମାନତା, କନ୍ୟା ଭୃଣ ହତ୍ୟା…

ଭଞ୍ଜନଗର ବ୍ଳକ୍ ମହିଳା ଓ ଶିଶୁ ବିକାଶ ଦ୍ଵାରା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରତ୍ୟେକ ମହିଳା ଓ ଶିଶୁଙ୍କ ଉନ୍ନତି କରଣ ଓ ଜନସାଧାରଣ ଙ୍କୁ ଜାଗ୍ରତ କରିବା ନିମନ୍ତେ ଭଞ୍ଜନଗର ବ୍ଳକ୍ ର " ମହିଳା ଓ ଶିଶୁ ବିକାଶ" ବିଭାଗ ତରଫରୁ ବିଭିନ୍ନ ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଅଛି। ସେହିପରି ଭାବରେ ଆଜି ଡିସେମ୍ବର…

କୃଷି ଯନ୍ତ୍ରପାତି ନିମନ୍ତେ ଜିଲ୍ଲାକୁ ମିଳିଲା ଅତିରିକ୍ତ ଲକ୍ଷ୍ୟ

ସୁନ୍ଦରଗଡ଼(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରେ ଗତ କାଲି ଉଦଘାଟିତ ହୋଇଯାଇଛି କୃଷି ଯନ୍ତ୍ରପାତି ମେଳା। ପାଞ୍ଚ ଦିନ ଚାଲିବାକୁ ଥିବା ଏହି ମେଳା ରେ କୃଷି ତଥା ଆନୁସାଙ୍ଗିକ ବିଭାଗ ଦ୍ଵାରା ବିଭିନ୍ନ ଷ୍ଟଲ ହୋଇଥିବା ବେଳେ ମେଳା ରେ ସ୍ଥାନିତ ହୋଇଅଛି ବୈଜ୍ଞାନିକ ଜ୍ଞାନ କୌଶଳ ରେ…