ଡାବୁଗାଁ ରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୬/୯/୨୪ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ସଫେଇ ମିତ୍ର ସୁରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଡିଓ ଶରତ ମାଝୀ ଶିବିର କୁ ଉଦଘାଟନ କରିଥିଲେ। ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ଜାତିର ପିତା ମହାତ୍ମା…

ଗୁଣପୁର ଓ ଗଜପତି ଗ୍ରାମ ଅଞ୍ଚଳର ଟ୍ରାକଟର ମାଲିକଙ୍କ ନେଇ ଗ୍ରାମୀଣ ଟ୍ରାକଟର ମାଲିକ ସଂଘ ଗଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଠାରେ ଗୁଣପୁର ଓ ଗଜପତି ଜିଲ୍ଲାର ଟ୍ରାକ୍ଟଟର ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସିପିଆଇ (ଏମ୍ଏଲ) ଲିବରେସନ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର, ବୃନ୍ଦାବନ ବିଡିକା, କରୁଣା କର ଲିମା ଉପସ୍ଥିତ…

ଗଂଜେଇ ଚୋରା ଚାଲାଣ ମାମଲାରେ ୬ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆବଶ୍ୟକ ସାକ୍ଷ ପ୍ରମାଣ ଅଭାବରୁ ଗଂଜେଇ ଚାରା ଚାଲାଣ ମାମଲାର ବିଚାର କରି ଗୁଣପୁର ଅତିରିକ୍ତ ଜିଲ୍ଲା ଦୈାରାଜର୍ଜ ଶେଖ ମହମ୍‍ମ୍‍ଦ କ୍ୱାଇସ ୬ ଜଣ ଅଭିଯୁକ୍ତଙ୍କ ୁନିର୍ଦୋଷରେ ଖୋଲାସ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟଯେ ଗତ ସେପଟମ୍ୱର ୨୪ ତାରିଖ ୨୦୨୨…

ମୌଳିକ ସୁବିଧା ପାଇବାରୁ ବଞ୍ଚିତ ପେନାବିଡ଼ା ଗ୍ରାମବାସୀ: ବର୍ତ୍ତମାନ ପର୍ଯ୍ୟନ୍ତ ଅଞ୍ଚଳକୁ ନାହିଁ ପକ୍କା ରାସ୍ତା

, ସରକାରଙ୍କୁ ଗୁହାରି କରି ହତାଶ ପେନାବିଡ଼ା ବାସୀ, ଦାବୀ ପୁରାଣ ନ ହେଲେ ଆନ୍ଦୋଳନର ଚେତାବନୀ. ଗଗନ କୁମାର ପ୍ରଧାନ(କନ୍ଧମାଳ): ଭାରତ ସ୍ୱାଧୀନତା ହେବାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ କନ୍ଧମାଳ ଜିଲ୍ଲାର ବହୁ ଅଂଚଳ ଆଜିବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ l ଯାହା ପାଇଁ ଏହି ଜିଲ୍ଲାର…

ଜିଲ୍ଲା ସ୍ତରୀୟ ଯକ୍ଷ୍ମା ପ୍ରତିଷେଧକ ଟିକାକରଣ ଶୁଭାରମ୍ଭ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଭବାନୀପାଟଣା ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କଲେଜ ଛକ ଠାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ବୟସ୍କଙ୍କ ବିସିଜି ଟିକାକରଣ ଅଭିଯାନ ର ଶୁଭାରମ୍ଭ କାର୍ଯ୍ୟକ୍ରମ…

ଗଜପତି ରେ ବିଶ୍ବ ପର୍ଯ୍ୟଟନ ଦିବସ- ୨୦୨୪ ପାଳନ

https://youtu.be/GpL3WdUNSYU  ପର୍ଯ୍ୟଟନର ବିକାଶ ହେଲେ ଜିଲ୍ଲାର ସାମାଜିକ , ସାଂସ୍କୃତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର) ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର…

ଗୁଣପୁର ମହାବିଦ୍ୟାଳୟ ରେ ୫୫ ତମ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ସ୍ଵଚ୍ଛତl ହିଁ ସେବା

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମହାବିଦ୍ୟାଳୟ ରେ ୫୫ ତମ ଜାତୀୟ ସେବା ଯୋଜନା ଦିବସ ଉପଲକ୍ଷେ ସ୍ଵଚ୍ଛତା ହିଁ ସେବା ପାଇଁ ସ୍ଵେଛା ସେବି ମାନଙ୍କ ଏକ ଶପଥ ପାଠ ଉତ୍ସବ ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଅମୀୟ ରଂଜନ ମହାନ୍ତି…

ପ୍ରତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ନିକଟରେ ପହଞ୍ଚିବ ରାଜ୍ୟ ସରକାରଙ୍କ…

ଭୁବନେଶ୍ୱର, ୨୭ ସେପ୍ଟେମ୍ୱର ୨୦୨୪: ଆଜି ଜିଲ୍ଲାପାଳ ସମ୍ମିଳନୀର ପ୍ରଥମ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଉପସ୍ଥିତ ରହି ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ସମ୍ମିଳନୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ…

ସମସ୍ତଙ୍କୁ ବାସଗୃହ ଓ ପାନୀୟ ଜଳ ଆମ ସରକାରଙ୍କ ପ୍ରାଥମିକତା ,ବିଭିନ୍ନ ସମସ୍ୟାର ସମାଧାନର କରିବାରେ ସରକାରଙ୍କ…

• ସମସ୍ତ ଯୋଗ୍ୟ ହିତାଧିକାରୀକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇବାକୁ ସୁନିଶ୍ଚିତ କରନ୍ତୁ – ମନ୍ତ୍ରୀ ରବି ନାରାୟଣ ନାଏକ • ଆମ ସରକାର ଲୋକଙ୍କର ସରକାର – ମନ୍ତ୍ରୀ ଡଃ. କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱର: ଆଜି ଲୋକସେବା ଭବନ ସ୍ଥିତ କନଭେନସନ ସେଣ୍ଟରରେ…

୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ସୁଭଦ୍ରା କିସ୍ତି ମିଳିବ

ଜିଲ୍ଲାପାଳ ସମ୍ମିଳନୀରେ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସଂପର୍କିତ ଆଲୋଚନା • ଆଜି ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ • ଖୁବ୍ ଶୀଘ୍ର ଏକ କୋଟି ଛୁଇଁବ ପଞ୍ଜୀକରଣ- ଉପ ମୁଖ୍ୟମନ୍ତ୍ରୀ • ଜନଜାତି ବହୁଳ ଅଞ୍ଚଳମାନଙ୍କରେ ପଞ୍ଜୀକରଣକୁ ଗୁରୁତ୍ୱ ଭୁବନେଶ୍ୱର:…