ପୁଲିସ ସହ ଗୁଳି ବିନିମୟରେ ଅଭିଯୁକ୍ତ ଆହତ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ; ଜଣେ ଫେରାର
ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଚଢ଼ାଉ ବେଳେ ପୁଲିସ ଏନକାଉଣ୍ଟର
ଝାରସୁଗୁଡା, : ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ ପୁଲିସ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବାବେଳେ ତାଙ୍କର ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।!-->!-->!-->…