ଅକ୍ଟୋବର ୮ରେ ‘ଭୋଟ୍ ବଞ୍ଚାଅ–ଦେଶ ବଞ୍ଚାଅ’ ପଦଯାତ୍ରା
ଝାରସୁଗୁଡ଼ା: ଆସନ୍ତା ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ ପାଇଁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଆଇସିସି ଓ ପିସିସି ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଏହି ସପ୍ତାହବ୍ୟାପୀ!-->…