ଗୋଟିଏ କୁକୁରର କାମୁଡ଼ାରେ ୧୧ ଆହତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହରରେ ଶନିବାର ଗୋଟିଏ କୁକୁରର ଉପଦ୍ରବକୁ ନେଇ ଆତଙ୍କ ଦେଖାଦେଇଛି। ଶନିବାର ସକାଳଠାରୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୋଟିଏ କୁକୁର ଏକାଧିକ ଲୋକଙ୍କୁ କାମୁଡ଼ି ଓ ଝାମ୍ପି ନଖରେ ରାମ୍ପୁଡ଼ା ଆଘାତ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଆହତମାନେ!-->!-->!-->…