ଡିପ୍ଲୋମା କଲେଜରୁ ଅର୍ଥ ଆତ୍ମସାତ ମାମଲାରେ ଜଣେ ଗିରଫ,
ଓଡ଼ଗାଁ ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶ୍ରୀପଲିଟେକନିକ୍ କୋମଣ୍ଡ ଡିପ୍ଲୋମା କଲେଜରୁ ଅର୍ଥ ଆତ୍ମସାତ ମାମଲାରେ ଓଡ଼ଗାଁ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ସ୍ଥାନୀୟ ରୋହିବାଙ୍କ ଗାଁର ଅମିତ୍ ପାତ୍ର।ସେ ୨୦୧୭ ମସିହାରୁ ଉକ୍ତ…