ଗଜପତି ଉତ୍ସବ – ୨୦୨୪ ର ପୋଷ୍ଟର ଉନ୍ମୋଚନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସଂସ୍କୃତି ପରିଷଦ ଗଜପତି ଦ୍ୱାରା ଆୟୋଜିତ ହେଉଥିବା ଗଜପତି ଉତ୍ସବ -୨୦୨୪ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଜପତି ଉତ୍ସବର ପୋଷ୍ଟର ଉନ୍ମୋଚନ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍କୁଲ ଘର ଭାଙ୍ଗି ଚାରି ବର୍ଷ ହେଲା ଗଛ ମୂଳର ପାଠ ପଡା ଚାଳିଛି ପ୍ରଶାସନ ର ଅଣଦେଖା

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ରେ ମିଳିଛି ଏକ ମନର୍ମା ଦୂର୍ଷ୍ୟ ଦେଖିବାକୁ ମିଳିଛି ମ.ରାମପୁର ବ୍ଲକ ଅନ୍ତର୍ଗତ ମ.ରାମପୁର ଗୋଷ୍ଠୀ ଶିକ୍ଷା ଅଧୀନରେ ଥିବା ଡୁଡକାରଞ୍ଜା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ୁମେରୀ ସ୍କୁଲ ଛାତ ଭାଙ୍ଗି ଚାରି ବର୍ଷ ହେଲା…

ବାଇକ୍ ଦୁର୍ଘଟଣା ରେ ଯୁବକ ମୃତ

ନୂଆଗାଁ:ନୂଆଗାଁ ଥାନା ୫୭ ନଂ ଜାତୀୟ ରାଜପଥ ମାଇଛେଳି ଜଙ୍ଗଲ ନିକଟରେ ବାଇକ୍ ଦୁର୍ଘଟଣା ରେ ନବ କିଶୋର ସେନାପତିଙ୍କ ମୃତ୍ୟୁ ହୋଇଥିବା ନେଇ ସୁଦର୍ଶନ ସେନାପତି ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଥାଉକି ନୟାଗଡ ଜିଲ୍ଲା ରଣପୁର ଥାନା ଗମ୍ଭାରୀ ଖୋଲ ଗ୍ରାମର ପରିକ୍ଷିତ…

ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କ ବ୍ଲକ୍ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର,୧୧/୧୨/୨୦୨୪ଶାସକ ପ୍ରଶାସକ(ପ୍ରକାଶ ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ସ୍ତରୀୟ ଭିନ୍ନକ୍ଷମ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସମ୍ବଳଶିକ୍ଷକ ମନୋଜ କୁମାର ସାହୁ ଙ୍କ…

ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ-ନିର୍ଦ୍ଦେଶକ ସମ୍ବଲପୁରଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣ ପୁର,୧୧/୧୨/୨୪ : ଶାସକ ପ୍ରଶାସକ (ପ୍ରକାଶ ହାତୀ)ସୁବର୍ଣ୍ଣପୁର ଜିଲ୍ଲାକୁ ସୂଚନା ଓ ଲୋକସମ୍ପର୍କ ବିଭାଗ (ସମ୍ବଲପୁର)ଉପ-ନିର୍ଦ୍ଦେଶକ କଲ୍ୟାଣୀ ଦାଶ ଦିନିକିଆ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ସହ ଜିଲ୍ଲା ସୂଚନା କେନ୍ଦ୍ର ତଥା ପାଠାଗାର (ଜିଲ୍ଲା…

ବେଲଗୁଣ୍ଠା ଥାନା ତରଫରୁ ଟ୍ରାଫିକ୍ ନିୟମ ସଚେତନତା କାର୍ଯ୍ୟକ୍ରମ ; ଗୋଲାପ ଫୁଲ ଦେଇ ସଚେତନତା

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବିଭିନ୍ନ ସମୟରେ ଟ୍ରାଫିକ୍ ନିୟମ ନମାନି ବହୁ ଲୋକ ଦୂର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଉଥିବା ବେଳେ କିଛି ଲୋକ ଗୁରୁତର ଆହତ ହୋଇ ଅକର୍ମଣ୍ୟ ହୋଇଯାଇଥାନ୍ତି I ଏହି ଦୁର୍ଘଟଣାକୁ ଜନ ସଚେତନତା ଦ୍ୱାରା ହିଁ ରୋକାଯାଇପାରିବ ହୃୟଙ୍ଗମ କରି ଗଞ୍ଜାମ ଜିଲ୍ଳା…

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

 ନବରଙ୍ଗପୁର,୧୧/୧୨/୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ପୋଲିସ ପଡିଆ ଠାରେ ଆଜି କୃଷି ଓ କୃଷକ ସଶକ୍ତି କରଣ ବିଭାଗ ,ନବରଙ୍ଗପୁର ପକ୍ଷରୁ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲାପାଳ ଡା…

ଘୁ.ଉଦୟଗିରି ପାରଦ ତଳ ମୁହାଁ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କିଛିଦିନର ଦିନ ବ୍ଯବଧାନରେ ପୁଣିଥରେ ପାରଦ ତଳମୁହାଁ ହୋଇଛି । ଆଜି ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀରେ ପହଞ୍ଚି ଥିବା ରେକର୍ଡ କରିଛି କ୍ରୁଷି ଗବେଷଣା…

ଘୁ.ଉଦୟଗିରି ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଜଙ୍ଗଲ ଜମି ଅଧିକାର ପଟ୍ଟା ବଣ୍ଟନ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ତହସିଲ କାର୍ଯ୍ୟଳୟ ଠାରେ ଘୁ.ଉଦୟଗିରି ତହସିଲଦାର ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ ଜମି  ଅଧିକାର ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି I ରାଜ୍ୟ ସରକାରଙ୍କ ଜଙ୍ଗଲ ଅଧିକାର…

ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍‌ଯାପିତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )-କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଚାଲିଥିବା ଜିଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପତ ମେଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଉଦଯାପନୀ ସମାରୋହରେ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ୍…