ଅନ୍ଵେଷା ଦ ହେଲପିଙ୍ଗ ହେଣ୍ଡ ର ୧୧୧ତମ ସାମୁହିକ ଜନ୍ମଉତ୍ସବ
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସାମାଜିକ ଅନୁଷ୍ଠାନ ଅନ୍ୱେଷା -ଦ ହେଲପିଙ୍ଗ ହ୍ୟାଣ୍ଡ ତରଫରୁ ୧୧୧ତମ ସାମୁହିକ ଜନ୍ମଉତ୍ସବ ଆୟୋଜିତ ହୋଇଛି |ରାଉରକେଲା ସ୍ଥିତ FE2 ମଲ୍ ଠାରେ ୧୧୧ତମ ସାମୁହିକ ଜନ୍ମଦିବସ ପାଳିତ ହୋଇଯାଇଛି ।…