ବରଗଡ /ବିଜେପୁର :-ଆଜି ସାରା ରାଜ୍ୟରେ ଓଡିଶା ଦିବସ ପାଲନ କରାଯିବା ନେଇ ସୂଚନା ପରେ ଓଡିଶା (ଉତ୍କଳ )ଦିବସ କୁ କଳା ଦିବସ ରୂପେ ପାଳନ କରିବା ପାଇଁ କୋଶଲ ସଂଗଠନ ନିଷ୍ପତି ନେଇଥିଲା l ବାରମ୍ବାର ଶୋଷିତ, ଅବହେଳିତ ର ଶିକାର ହେଉଥିବା ପ୍ରଶ୍ଚିମ ଓଡିଶା ଭାସା ସଂସ୍କୃତି ପରମ୍ପରା କୁ ଅପମାନ କରି କୋସଳାଞ୍ଚଳ ର ସମସ୍ତ ଖଣି ଖାଦାନ ରାଜସ୍ବ ବହୁତ ଆଦାୟ ହେଉଥିଲେ ମଧ୍ୟ ଉପକୁଳ ଓଡ଼ିଶାର ଉନ୍ନତି କରିବାରେ ସରକାର ବ୍ୟସ୍ତ ହେଲେ ସବୁବେଳେ ପ୍ରଶ୍ଚିମ ଓଡିଶା କୁ ଅଣଦେଖା କରୁଛନ୍ତି l ତେଣୁ ପ୍ରଶ୍ଚିମ ଓଡ଼ିଶାର ବିକାଶ ପାଇଁ କୋସଲ ରାଜ୍ୟ ନିହାତି ଆବଶ୍ୟକ କୋଶଲ ପ୍ରଦେଶ ଗଠନ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ନିଯୁକ୍ତି ଓ ସମସ୍ତ କ୍ଷେତ୍ର ରେ ଉନ୍ନତି ହେଇ ପାରିବ l ତେଣୁ ଓଡ଼ିଆ ଆମ ମାତୃଭାଷା ସମ୍ବଲପୁରୀ /କୋଶଲି ଅଟେ ଆମ୍ଭେ କାହିଁକି ଓଡ଼ିଆ ଉତ୍କଳ ର ଗୁଣ ଗାନ କରିବୁ ବୋଲି ଉତ୍କଳ ଦିବସ କୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ କୋସଲ ସଂଗ୍ରାମୀ ମାନେ ଆହ୍ୱାନ କରିଥିଲେ l କଳା ଦିବସ ପାଳନ କୁ ଭଣ୍ଡୁର କରିବା ପାଇଁ କୋସଲ ରାଜ୍ୟ ମୁକ୍ତି ମୋର୍ଚା, ଗାଇସିଲେଟ ବ୍ଲକର ସଭାପତି ଗଜପତି ସାହୁ, କୋସଲ ରାଜ୍ୟ ସମ୍ମନିତ ସମିତି ସଭାପତି ଅରବିନ୍ଦ ପଣ୍ଡା, ପ୍ରସନ୍ନ କୁମ୍ଭାର,ଅତାବିରା ଥାନାରେ ଅଜିତ ପତି ଓ ଯତୀନ ନାୟକ, ବରଗଡ଼ ଟାଉନ ଥାନାରେ ସୁରେନ୍ଦ୍ର ପଣ୍ଡା, ବରଗଡ଼ ସଦର ଥାନାରେ ବିରବଲ ମହାକୁଡ, ସୋହେଲା ଥାନାରେ ସୁଶାନ୍ତ ମିଶ୍ର, ଗାଇସିଲେଟ ଥାନାରେ ଗ୍ରାମର ଗଜପତି ସାହୁଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି।ପୋଲିସ ଉଠେଇ ନେଇ ଥାନା ରେ ଅଟକ ରଖିଛନ୍ତି l
Sign in
Sign in
Recover your password.
A password will be e-mailed to you.