ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶ୍ରୀ ଜଗନ୍ନାଥ ସେବା ସମିତି, ଦମନ” ଦ୍ୱାରା ସାମାଜିକ ସେବା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ଲଗାତାର ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖି ବାହାର ରାଜ୍ୟରେ ଓଡ଼ିଶାର ଗୌରବ ବଢାଇଛନ୍ତି I…

ବେଲଗୁଣ୍ଠାରେ ମକର ଯାତ୍ରା ମହୋତ୍ସବ: ସହସ୍ରାଧିକ ଦର୍ଶକ ସମାଗମ ।

ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ସପନ ମାନସିକ ମେଳାର ୩୧ତମ ବାର୍ଷିକ ଉତ୍ସବ ଅବସରରେ ମକର‌ ଯାତ୍ରା ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ସହର ଗଞ୍ଜାମ ଜିଲ୍ଲାରେ ଏକ ପ୍ରମୁଖ ମନ୍ଦିର ମାଳିନୀ ସହର ହୋଇଥିବା ବେଳେ ଆଜି…

ମହିଳା ସ୍ନାତକ ମହାବିଦ୍ୟାଳୟରେ ବିବେକାନନ୍ଦ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁଗସ୍ରଷ୍ଟା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଯୁବ ରେଡକ୍ରସ୍ ତଥା ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୁବ ରେଡକ୍ରସ୍…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶ୍ରୀ ସୁବାସ ଚନ୍ଦ୍ର ଜମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ…

ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲର ୮୬ତମ ପ୍ରତିଷ୍ଠା ଦିବସ ଆନନ୍ଦ ଉଲ୍ହାସରେ ପାଳିତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦାୟଗିରିରେ ଥିବା ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିୟାନ ହସ୍ପିଟାଲର ୮୬ତମ ପ୍ରତିଷ୍ଠା ଦିବସ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି l ଏହି ଉତ୍ସବରେ ପୂର୍ବତ୍ତନ ବିଶୋପ ମହାଆଚାର୍ଯ୍ୟ ବାଞ୍ଛାନିଧି ନାୟକ, ବାଇବଲ…

ସମ୍ବାଦ ଖବର କାଗଜ ବିକ୍ରେତାଙ୍କ ଅକାଳ ବିୟୋଗ l

ବାଣପୁର:(ସେକ କୌସର) ମଙ୍ଗଳବାର ବାଣପୁରରେ ଦୀର୍ଘ ୪୦ବର୍ଷ ଧରି ନିରବଛିନ୍ନ ଭାବରେ ସମ୍ବାଦ ଦୈନିକ ଖବରକାଗଜ ବଣ୍ଟନ କରୁଥିବା ମଦନ ମୋହନ ସୁବୁଦ୍ଧିଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଯାଇଛି l ଆଜି ପ୍ରତ୍ୟୁଷରୁ ଖବର କାଗଜ ବଣ୍ଟନ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସଂଗେ ସଂଗେ…

ବେଲଗୁଣ୍ଠା ପ୍ରେସ୍ କ୍ଳବ ର ବନ୍ଧୁ ମିଳନ ଓ ସାଙ୍ଗଠନିକ ବୈଠକ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ତଥା ପ୍ରେସ୍ କ୍ଳବ,ବେଲଗୁଣ୍ଠାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୖଠକ ବେଲଗୁଣ୍ଠା ଉପକଣ୍ଠ କିରାପଲ୍ଲୀସ୍ଥିତ ମାଁ କୁମାର ଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ…

ଆଇନମନ୍ତ୍ରୀଙ୍କ ଉପସ୍ଥିତିରେ ପୋଲିସଙ୍କୁ ମାହାଙ୍ଗା ବିଧାୟକଙ୍କ ମାଡ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି: ବିଜେଡି  ଶୋଭାଯାତ୍ରା ବେଳେ କର୍ତ୍ତବ୍ୟରତ ପୋଲିସ୍ ଅଧିକାରୀଙ୍କୁ ଧକ୍କା ମାରିଲେ ୩୦୭ ଦଫା ଅଭିଯୁକ୍ତଙ୍କୁ କୋଳେଇ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ୧୪/୦୧/୨୦୨୫: ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ…

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅବସରରେ ଜୁନିଅର ରେଡକ୍ରସ ସଂସ୍ଥା ର ସାମାଜିକ ସେବା ଶିବିର ଉଦଯାପିତ

ବରଗଡ଼:  ତା ୦୩/୦୧/୨୦୨୫ ରୁ ୧୩/୦୧/୨୦୨୫ ରିଖ ପର୍ଯ୍ୟନ୍ତ ଏଗାର ଦିନ ଧରି ଚାଲିଥିବା ୭୭ତମ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅବସରରେ ଭାରତୀୟ ରେଡକ୍ରସ ସଂସ୍ଥା, ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ତଥା ଜିଲ୍ଲା ଶିକ୍ଷlଧିକାରୀ, ବରଗଡ ଏବଂ ଜିଲ୍ଲା ଜୁନିଅର୍ ରେଡକ୍ରସ ସଂସ୍ଥାର…

29 ତମ ସର୍ବ ଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ — ଫାଇନାଲ ରେ କଟକ

ପଦ୍ମପୁର :- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଜି କ୍ୟୁସିଆଇ ୱାରିଅର ଛତିଶଗଡ ଓ ୟୁନିଅନ ସ୍ପୋର୍ଟିଙ୍ଗ କଟକ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଛତିଶଗଡ ଦଳ ପ୍ରଥମେ ଟସ ଜିଣି ବ୍ୟାଟିଂ…