“କଂଗ୍ରେସ ଉଠିବ, ମହିଳା ନିର୍ଯାତନା ନେଇ ରାଜରାସ୍ତାରେ ଲଢେଇ କରିବ।”
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହତ୍ୟାକାରୀଙ୍କ ସହ ଅଛନ୍ତି : କଂଗ୍ରେସ ପ୍ରଭାରୀ ଅଜୟ ଲଲୁ।
କେନ୍ଦୁଝର,ତା୨୩/୩- ଆଜି ଓଡ଼ିଶା କଂଗ୍ରେସ ଲାଗି ଏଆଇସିସି ପ୍ରଭାରୀ ଅଜୟ କୁମାର ଲଲୁ କେନ୍ଦୁଝର ଗସ୍ତରେ ଆସିଥିଲେ। ସ୍ଥାନୀୟ କେନ୍ଦୁଝର ଅଡିଟୋରିୟମ ଠାରେ ସହସ୍ରାଧିକ କଂଗ୍ରେସ କର୍ମୀଙ୍କୁ…