ହଜିଲା ଦିନର,ଖୋଜିଲା କଥା ।

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) :ଓଡ଼ିଶାର ଇତିହାସରେ ଖଲ୍ଲିକୋଟ ର ସ୍ଥାନ ଅଦ୍ୱିତୀୟ ଥିଲା ବେଳେ ଏବେ ଏହା ଅଧୋଗତି କୁ ଯିବାର ପରିଲକ୍ଷିତ ହେଉଛି।ଖଲ୍ଲିକୋଟ ରାଜପରିବାରର କଥା କୁହନ୍ତୁ କିମ୍ବା ପ୍ରଜା ବତ୍ସଳ,ପ୍ରଜାନୁରଞ୍ଜନ ରାଜ ବାହାଦୁର ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ…

ଉତ୍କଳ ଆଲୁମିନା ଓ ବାଫ୍ଲିମାଳି ଖଣି ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ , ୨୨/୬/୨୦୨୫; ରାୟଗଡ଼ା ଜିଲ୍ଲା ଟିକିରୀ ଅଧୀନ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ତରଫରୁ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଛି । କମ୍ପାନୀ ଉଭୟ ନୂଆପଡ଼ା ଓ ଓଷାପଡ଼ା…

ଟିପିଏସ୍ଓଡିଏଲ୍ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, ଜୁନ: ଟିପିଏସ୍ଓଡିଏଲ୍ ପକ୍ଷରୁ ଏହାର ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ସମତେ ଭଞ୍ଜନଗର, ଜୟପୁର, ଓ ରାୟଗଡ଼ା ଭଳି ସମସ୍ତ ସର୍କଲ ଅଫିସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ପଦେକ୍ଷପ ଯୋଗ ଦିବସର ଗ୍ଲୋବାଲ ଥିମ୍ - “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ…

ଟାଇମ୍‍ସ ହାୟର ଏଜୁକେସନ୍ ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୫: ଭାରତରେ ୫ମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

ଅସମାନତା ହ୍ରାସ ଓ ଶାନ୍ତି, ନ୍ୟାୟ ଏବଂ ସଶକ୍ତ ପ୍ରତିଷ୍ଠାନ ବର୍ଗରେ ଦେଶର ପ୍ରଥମ ଗୁଣାତ୍ମକ ଶିକ୍ଷାରେ ଭାରତରେ ୩ୟ ଭୁବନେଶ୍ୱର, ୨୧ । ୬: ଟାଇମ୍‍ସ ହାୟର ଏଜୁକେସନ (ଟିଏଚଇ) ଏକ ସର୍ଜନାତ୍ମକ ପଦ୍ଧତିରେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟର ସାମାଜିକ ପ୍ରଭାବ କଣ ଅଛି ତାର…

ବାଇକ୍ ଚୋରି ଅଭିଯୋଗ, ୨ ଯୁବକ ବିଚାର ବିଭାଗୀୟକୁ ଗଲେ

ଓଡଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ଗାଆଁରୁ ବାଇକ୍ ଚୋରି ଘଟଣାରେ ଉକ୍ତ ଗାଁର ୨ ଜଣ ଯୁବକଙ୍କୁ ଓଡ଼ଗାଁ ପୋଲିସ ଗିରଫ କରି ଶନିବାର କୋଟଚାଲାଣ କରିଛନ୍ତି । ଜାମିନ୍ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେମାନେ…

ଏକ ପୃଥିବୀ,ଏକ ସ୍ବାସ୍ଥ୍ୟ”ପାଇଁ ଯୋଗ: ଓଡ଼ଗାଁ ଏନ୍ଏସି ଓ ବ୍ଳକ ସ୍ତରୀୟ ଯୋଗ ଦିବସ ପାଳିତ

ଓଡଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜୁପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଓଡ଼ଗାଁ ଏନ୍ଏସି ଓ ବ୍ଳକ ସ୍ତରୀୟ ଏକାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ସକାଳେ ପାଳିତ ହୋଇଯାଇଛି। ଚଳିତବର୍ଷ ଯୋଗଦିବସର ପ୍ରମୁଖ ଲକ୍ଷ୍ୟ ଏକ ପୃଥିବୀ-ଏକ ସ୍ବାସ୍ଥ୍ୟ" ପାଇଁ ଯୋଗ…

ଏନ୍ଏସିର ବିଭିନ୍ନ ୱାର୍ଡରେ ବୃକ୍ଷ ରୋପଣ ଓ ବିକାଶ ବାହାନ ପରିକ୍ରମା

ଓଡ଼ଗାଁ,୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ର ୯ ରୁ ୧୫ ନମ୍ବର ୱାର୍ଡରେ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ତତ୍ବାବଧାନରେ ଶନିବାର ବିକାଶ ବାହାନ ପରିକ୍ରମା କରିଥିଲା । ଓ୍ବାଡ ଗୁଡ଼ିକରେ ବିକାଶ ବାହାନ…

କେବେ ସୁଧୁରିବ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା

ବିଜେପୁର :-ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ପ୍ରବେଶ ଦ୍ବାର ଓ ଡାକ୍ତରଖାନା ପରିସରରେ ବର୍ଷାପାଣି ସାମାନ୍ୟ ବର୍ଷା ହେଲେ ଜମି ରହିଛି। ଫଳରେ ରୋଗୀ,ଜନସାଧାରଣ ଓ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରକୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ…

ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାନ୍ଦୁପଲାରେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼- ଶାସକ ପ୍ରଶାସକ (ଘନଶ୍ୟାମ ନାଗ)-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମପଞ୍ଚାୟତରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୋଗ ମଣିଷର ଶାରିରୀକ ଓ ମାନସିକ ଖାଦ୍ୟ ସାଦୃଶ୍ୟ। ଯେପରି ପବିତ୍ର ଶାସ୍ତ୍ରରେ…

ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଯାପିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୨୧.୦୬.୨୦୨୫ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିଅମ ଭବାନୀପାଟଣା ଠାରେ ଦୀର୍ଘ ନଅ ଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ ହୋଇଯାଇଛି । ପ୍ରତିଦିନ ସନ୍ଧ୍ୟାରେ…