ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ମାଲାଙ୍ଗସୁଗା ଗ୍ରାମରେ ଦନ୍ତା ଆତଙ୍କ
ଜି.ଉଦୟଗିରି, ୯/୮(ଅବନୀ କୁମାର ପ୍ରଧାନ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ ମାଲାଙ୍ଗସୁଗା ଗ୍ରାମରେ ଶନିବାର ରାତି ପ୍ରାୟ ୯ ଟା ସମୟରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଥିଲା। ହଠାତ୍ ଗ୍ରାମ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ ଏକ ଦନ୍ତା ଗ୍ରାମକୁ ପ୍ରବେଶ କରି ଧାନ ଖେତ ଓ!-->!-->!-->…