ମହିଳା ସ୍ନାତକ ମହାବିଦ୍ୟାଳୟରେ ‘ଚୟନ ପ୍ରକ୍ରିୟା’ ମାଧ୍ଯମରେ ଛାତ୍ରୀ ପ୍ରତିନିଧି ମନୋନୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ସଂସଦର ବିଭିନ୍ନ ପଦବୀ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ଚୟନ ପ୍ରକ୍ରିୟା ମାଧ୍ଯମରେ ଛାତ୍ରୀ ପ୍ରତିନିଧି ମନୋନୀତ କରାଯାଇଛି । ମହାବିଦ୍ୟାଳୟ ଚୟନ କମିଟ ଦ୍ଵାରା ଏହି ଚୟନ…

କର୍କଟ ରୋଗୀଙ୍କ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୪୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ…

ଭୁବନେଶ୍ୱର, ଅକ୍ଟୋବର ୧୫: କର୍କଟ ରୋଗୀ ଓ ସେମାନଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଥଇଥାନ, ମାନସିକ ଓ ସାମାଜିକ ସହଯୋଗ ଏବଂ ରୋଗୀଙ୍କ କଲ୍ୟାଣ କ୍ଷେତ୍ରରେ ନିଃସ୍ୱାଥର୍ପର ସେବା ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରିଛି ଶିକ୍ଷା ‘ଓ’ ଅନୁସନ୍ଧାନ…

ପଞ୍ଚପଡ଼ା ହାଇସ୍କୁଲରେ ପିଟିଏମ ଓ ଶିଶୁ ଶ୍ରମିକ ସଚେତନତା ସଭା

ଝାରସୁଗୁଡ଼ା,୧୫/୧୦( )- ଝାରସୁଗୁଡ଼ା ସହରସ୍ଥିତ ସରକାରୀ ହାଇସ୍କୁଲ ପଞ୍ଚପଡା ରେ ଚଳିତ ବର୍ଷର ଦ୍ୱିତୀୟ ଅଭିଭାବକ ଶିକ୍ଷକ ଓ ପରିଚାଳନା କମିଟି ଓ ଶିଶୁ ଶ୍ରମିକ ସଚେତନତା ବୈଠକ ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ଣମିତା ନାଏକ ଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ…

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଫ୍ ଏକ୍ଜିକ୍ୟୁଟିଭ୍…

ଏନ୍‌ଏଲ୍‌ସି ଇଣ୍ଡିଆ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ

ପ୍ରକଳ୍ପ ପ୍ରଭାବିତ ପରିବାରର ଯୁବକଯୁବତୀଙ୍କୁ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱ ୬୦ ଜଣ ଯୁବତୀଙ୍କୁ ସିଲେଇ ପ୍ରଶିକ୍ଷଣ ପ୍ରମାଣପତ୍ର ଓ ମେସିନ୍ ବଣ୍ଟନ, ଆଉ ୬୦ ଜଣଙ୍କୁ ତାଲିମ ପାଇଁ ସାମିଲ ଝାରସୁଗୁଡ଼ା : ସାମାଜିକ ଅନ୍ତର୍ଭୁକ୍ତୀକରଣ, ଗୋଷ୍ଠୀଗତ କଲ୍ୟାଣ ଓ ସ୍ଥାୟୀ ଜୀବିକା…

ପିକେଏସ୍‌ଏସ୍‌ ଡିଗ୍ରୀ କଲେଜ ଛାତ୍ରସଂସଦ ନିର୍ବାଚନରେ ବିଜେଡିର ବାଜିମାତ୍‌

୧୧୯ ଭୋଟ ବ୍ୟବଧାନରେ ସଭାପତି ହେଲେ ସୌଭାଗ୍ୟ ରୋହିଦାସ ଝାରସୁଗୁଡ଼ା, ୧୫: ଝାରସୁଗୁଡ଼ା ଜିଲ୍ଲାର ଏଚ୍‌. କଟାପାଲିସ୍ଥିତ ପିକେଏସ୍‌ଏସ୍‌ ଡିଗ୍ରୀ କଲେଜରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ରସଂସଦ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଗୁରୁବାର ଭୋଟ ଗଣତି ପରେ ସଭାପତି…

ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ବାତିଲକୁ ନେଇ ବିବାଦ

ପ୍ରଶାସନ ଓ ପୋଲିସର ଭୂମିକା ଉପରେ ଯୁବ ଛାତ୍ର ବିଜେଡିର ପ୍ରଶ୍ନ, ନିରପେକ୍ଷ ତଦନ୍ତ ଦାବି ଝାରସୁଗୁଡ଼ା, ୧୫: ଝାରସୁଗୁଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ହଠାତ୍ ବାତିଲ ହେବାକୁ ନେଇ ଛାତ୍ର ରାଜନୀତି ସରଗରମ ହୋଇଛି। ନିର୍ବାଚନ ବାତିଲ ପଛରେ କାହାର ଚାପ…

ବାଲୁଗାଁ ମହାବିଦ୍ୟାଳୟରେ ABVPର ବାଜିମାତ୍: ୨୪୮ ଭୋଟ୍ ବ୍ୟବଧାନରେ ଜିତିଲେ ପୂଜା ଦିହୁଡ଼ି

ବାଲୁଗାଁ:(ସେକ୍ କୌସର):ବାଲୁଗାଁ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ-୨୦୨୬ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଐତିହାସିକ ବିଜୟ ହାସଲ କରିଛି। ସଭାପତି ପଦ ପାଇଁ ହୋଇଥିବା ସିଧାସଳଖ ଲଢେଇରେ ABVP ସମର୍ଥିତ ପ୍ରାର୍ଥୀନୀ ପୂଜା ଦିହୁଡ଼ି ୪୬୪ ଖଣ୍ଡ ଭୋଟ ପାଇ ବିଜୟୀ…

ସିଗମା ପବ୍ଲିକ ସ୍କୁଲରେ ବିଶ୍ୱ ହାତଧୁଆ ଦିବସ ପାଳିତ

ଖୋର୍ଦ୍ଧାରୁ (ସେକ ଜାଫର ): ଖୋର୍ଦ୍ଧା: ବିଶ୍ୱ ହାତଧୁଆ ଦିବସ ଅବସରରେ ଖୋର୍ଦ୍ଧାସ୍ଥିତ ସିଗମା ପବ୍ଲିକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି।ଦୈନନ୍ଦିନ ଜୀବନରେ ଖାଦ୍ୟ…

ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ କର୍ମକର୍ତ୍ତା ଚୟନ ପ୍ରକ୍ରିୟାର ଫଳାଫଳ ପ୍ରକାଶ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ କର୍ମକର୍ତ୍ତା ଚୟନ ପ୍ରକ୍ରିୟାର ଫଳାଫଳ ପ୍ରକାଶ ପାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଏହି ଚୟନ ପ୍ରକ୍ରିୟା ସଂପନ୍ନ ହୋଇଛି । ଏହି ଅବସରରେ ଅଧ୍ୟାପକ…