ବଜ୍ରାଘାତରେ ଛେଳି ଚରାଳି ଗୁରୁତର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଲା ସାହିର ଜି ସନ୍ତୋଷ ଙ୍କ ପୁଅ ଜି. କାହ୍ନା ନାମକ ଜଣେ ଯୁବକ ପ୍ରତିଦିନ ଭଳି ଆଜି ଛେଳି ଚରାଇବା ପାଇଁ ନିକଟସ୍ଥ ଜିରୋଳି ନିକଟକୁ ଯାଇଥିଲେ I ସେଠାରେ ଅପରାହ୍ଣ ୪:୪୫ ରୁ ୫:୦୦ ମଧ୍ୟରେ ବର୍ଷା ହେବା ସହ ବିଜୁଳି ଏବଂ ବଜ୍ରପାତ ହୋଇଥିଲା I…

ଭାରତୀୟ ମଜଦୁର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ

ପୁରୀ ,୨୩/୭ - ରାଷ୍ଟ୍ର ,ଶ୍ରମିକ ଓ ଉଦ୍ଯୋଗ ହିତ ପାଇଁ ଭାରତୀୟ ମଜଦୁର ସଙ୍ଘ ୧୯୫୫ ମସିହାରେ ଗଠିତ ହୋଇଥିଲା । ମହାନ ରାଷ୍ଟ୍ର ନାୟକ ପରମପୂଜ୍ୟ ଦତ୍ତପନ୍ତ ଥେଙ୍ଗେଡି ମଧ୍ୟପ୍ରଦେଶ ଭୋପାଳ ଠାରେ ୩୦ ଜଣ ଶ୍ରମିକଙ୍କୁ ନେଇ ଆରମ୍ଭ କରିଥିଲେ । ଏହି ସଂଘର ୭୦ତମ ପ୍ରତିଷ୍ଠା ଦିବସ ବୁଧବାର ପୁରୀ…

ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦେଲେ ଡୁଙ୍ଗୁରିପାଲିର ବିଭିନ୍ନ ସଂଗଠନ

ସୁବର୍ଣ୍ଣପୁର ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ନୂତନ ଭାବେ ମହିଳା ଥାନା ଅଧିକାରୀ ରୋଜାଲିନି ପଟେଲଙ୍କୁ ଡୁଙ୍ଗୁରିପାଲି ମିନିଟ୍ରକ ସଂଘ, ଶିବାନନ୍ଦ କ୍ଳ୍ଲବ, ବଜାରଙ୍ଗ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ଜଣେ ମହିଳା…

କପଶିରା ଗୁରହାଣ୍ଡି ନାଳର ଭାଙ୍ଗିଲା ବ୍ରିଜ, ଯାତାୟତ ଠପ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରହାଣ୍ଡି ନାଳରେ ଥିବା ବହୁ ପୁରୁଣା ପୋଲର ଦୁଇଟି ଛାତ ଭାଙ୍ଗି ଯିବାରୁ ଯାତାୟତ ବାଧାପ୍ରାପ୍ତ l ଏହି ରାସ୍ତା ଦେଇ ଆଖ ପାଖ ଅଞ୍ଚଳର ପାଖାପାଖି 50 ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏହି…

ଚଚରାଗୁଡ଼ା ଉଚ୍ଚ ବିଦ୍ୟାଳୟ ହେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )୨୩/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡ଼ା ଉଚ୍ଚ ବିଦ୍ୟାଳୟ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ସରକାର ଙ୍କ ଦ୍ଵାରା ପାରିତ ହୋଇଛି। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉଦ୍ୟମକ୍ରମେ ରାଜ୍ୟର ୧୦୪…

୧୬ ଅଗଷ୍ଟରୁ ଭୁବନେଶ୍ୱର – ଝାରସୁଗୁଡା ବିମାନ ସେବା ଆରମ୍ଭ କରୁଛି ଷ୍ଟାର ଏୟାର

ଭୁବନେଶ୍ୱରରୁ ଝାରସୁଗୁଡା ପାଇଁ ଟିକେଟ୍ ମୂଲ୍ୟ ₹୧୫୯୯ ରୁ ଆରମ୍ଭ ବେଙ୍ଗାଲୁରୁ, ୨୩ ଜୁଲାଇ ୨୦୨୫ – ଅଞ୍ଚଳୀୟ ସଂଯୋଗକୁ ଅଧିକ ମଜବୁତ କରିବା ପଦକ୍ଷେପ ରୂପେ, ଷ୍ଟାର ଏୟାର ଆସନ୍ତା ୧୬ ଅଗଷ୍ଟ ୨୦୨୫ ରୁ ବିଜୁ ପଟ୍ନାୟକ୍ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ୱର (BBI) ରୁ ତାଙ୍କର ବିମାନ ସେବା…

ଆୟୁଷ ସ୍ନାତକ କଳା ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀଙ୍କ ସ୍ଵାଗତ ଉତ୍ସବ

କୋଲନରା/(ଦେବୀପ୍ରସାଦ ମହାନ୍ତି) ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଆୟୁଷ ସ୍ନାତକ କଳା ମହାବିଦ୍ୟାଳୟ ରେ ଯୁକ୍ତ ତିନି ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀ ମାନଙ୍କ ସ୍ଵାଗତ ଉତ୍ସବ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ସମ୍ପାଦକ ଶ୍ରୀଯୁକ୍ତ ଉଦୟ ଚନ୍ଦ୍ର…

ଆଦିତ୍ୟ ଆଲୁମିନା ରିଫାଇନାରି ତରଫରୁ ପୋଡ଼ାପାଡ଼ି ଠାରେ ଜ୍ଞାନବୃଦ୍ଧି ପାଠଶାଳା ଶୁଭାରମ୍ଭ ଓ ସ୍କୁଲ ରେ କୀଟ ବେଗ ବଣ୍ଟନ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଗ୍ରାମାଞ୍ଚଳ ରେ ଶିକ୍ଷା ର ଅଗ୍ରଗତି ପ୍ରତି ଦୃଷ୍ଟି ରଖି ରାୟଗଡା ଜିଲ୍ଲା କାଶିପୁର ବ୍ଲକ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ପ୍ରକଳ୍ପ ପକ୍ଷରୁ   ଜ୍ଞାନବୃଦ୍ଧି ପାଠଶାଳା ପୋଡ଼ା ପାଡ଼ି ଗ୍ରାମଠାରେ ଆରମ୍ଭ ହୋଇଯାଇଛି ।ଏହି ପାଠଶାଳା ପ୍ରକଳ୍ପ ର ମୁଖ୍ୟ…

ସୁଭଦ୍ରା ଶକ୍ତି କାଫେ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆଜି ବୁଧବାର ଦିନ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଭଦ୍ରା ଶକ୍ତି କାଫେକୁ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଛନ୍ତି। ଜିଲ୍ଲାରେ ମହିଳା…

ସାମ୍ବାଦିକ ଅଜିତଙ୍କ ବିୟୋଗରେ ସାମ୍ବାଦିକ ସଂଘର ଶୋକ

ପୁରୀ, (ଅନିମେଶ ପଟ୍ଟନାୟକ): କୋଣାର୍କର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ସୋମବାର ରାତ୍ରରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ କୋଣାର୍କ ଅଞ୍ଚଳ ସମେତ ପୁରୀଜିଲ୍ଲାରେ ଜଣେ ସଚ୍ଚୋଟ ସାମ୍ବାଦିକ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ଶୁଣି କୋଣାର୍କରେ ଶୋକର ଛାୟା…