ନବୀନ ବାବୁଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଳା ବିଜେଡ଼ି ପକ୍ଷରୁ ବଳଦେବ ଜୀଉ ମନ୍ଦିରରେ ଦୀପ ଦାନ।
କେନ୍ଦୁଝର,ତା୧୬/୧୦- ଆଜି ଥିଲା ଦେଶର ଜଣେ ବରିଷ୍ଠ ରାଜନେତା ଓଡ଼ିଶାର ପୂର୍ବତନ ଲୋକପ୍ରିୟ ମୁଖ୍ଯମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରତିଷ୍ଠାତା ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ। ନବୀନ ବାବୁ ଏବେ ଖୁବ୍ ଚଳଚଞ୍ଚଳ ଅଛନ୍ତି ତାଙ୍କର ଶୁଭ ମନାସି ଜିଲ୍ଳା ବିଜୁ ଜନତା ଦଳ ପକ୍ଷରୁ ସଭାପତି!-->…