ଇବ ନଦୀରେ ବିରାଟକାୟ ଅଜଗର

ସୁନ୍ଦରଗଡ: ସୁନ୍ଦରଗଡ ଇବନଦୀରେ ପହଁରୁଛି ଅଜଗର | ଅ।ଉ ଏହି ଅଜଗର ସହ ଜଣେ ଯୁବକ ଖେଳୁଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ନିକଟରେ ଥିବା ଇବ ନଦୀ କୁଳରେ । ପାଣିରେ ଏକ ବିରାଟ ଅଜଗର ପହଁରୁଥିବା ବେଳେ…

ଭୁବନେଶ୍ବରରେ ଇସ୍ରୋର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ

 ଭୁବନେଶ୍ବର: ଇସ୍ରୋର ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ସୋଆ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଏନ୍‌ଏଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ସୋଆ ଆନ୍ତର୍ଜାତିକ ଉପଦେଷ୍ଟା…

ନବରଙ୍ଗପୁର ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ହିସାବ ରକ୍ଷକ ତଥା ଡ଼ାଟା ଏଣ୍ଟ୍ରି ଅପରେଟର ଙ୍କ ତାଲିମ କର୍ମଶାଳା

ନବରଙ୍ଗପୁର ତା ୨୦.୫.୨୦୨୫:- ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ହିସାବ ରକ୍ଷକ ତଥା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବ୍ଲକ ସ୍ତରରେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ତାଲିମ ପ୍ରଦାନ କରାଯାଇଛି । ଜିଲାପାଳ ଡା ଶୁଭଙ୍କର…

୨୪ଘଣ୍ଟା ଧରି ଓଡ଼ଗାଁ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ

ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ବିଭାଗୀୟ ଅବହେଳା ପାଇଁ ଗରମରେ ସିଝିଲେ ଗ୍ରାହକ ଓଡ଼ଗାଁ,୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ୨୪ ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ।ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜନ…

ଗଣିଆ ଅଞ୍ଚଳରୁ କଲରାପତରିଆ ବାଘ ଚମଡା ଜବତ: ୩ଶିକାରୀ ଗିରଫ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ ବନବିଭାଗ ଗଣିଆ ଅଞ୍ଚଳରୁ ଗୋଟିଏ କଲରାପତରିଆ ବାଘ ଚମଡା ଜବତ କରିବା ସହ ଘଟଣାରେ ୩ଶିକାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବନ୍ଧୁକ , ଗୁଳି , ଭୁଜାଲି ଜାଲ ଆଦି ଜବତ କରିଛି ବନବିଭାଗ  । ଗଣିଆ ବନାଞ୍ଚଳରେ ପ୍ରାୟ ୫ ମାସ ତଳେ ଏହି ବାଘକୁ…

ଓଡ଼ଗାଁରେ ତ୍ରିରଙ୍ଗା ଯାତ୍ରା,ଜୟ ଜବାନ ଜୟ ହିନ୍ଦୁସ୍ଥାନ ସ୍ଲୋଗାନରେ କମ୍ପିଲା ଶୋଭାଯାତ୍ରା

ଓଡ଼ଗାଁ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ପହଲଗାମ ଆତଙ୍କୀବାଦୀ ଆକ୍ରମଣର ପ୍ରତିବାଦରେ ସମୁଚିତ ଜବାବ ଦେବା ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ସମସ୍ତ ଭାରତୀୟଙ୍କ ମନରେ ଦେଶ ପ୍ରେମ ଜାଗ୍ରତ କରିଛି । ଫଳ ସ୍ୱରୂପ ସାରା ଦେଶରେ ସୈନିକ ମାନଙ୍କ ମନୋବଳ ବୃଦ୍ଧି କରିବା ଉଦେଶ୍ୟରେ ବିଭିନ୍ନ…

ଓଡ଼ଗାଁ ଏନ୍ଏସିରେ ଚଢ଼ାଉ: ୪ ହଜାର ୭ଶହ ଜରିମାନା ଅସୁଲ, ୨କୁଇଣ୍ଟାଲ ପଲିଥିନ ଜବତ

ଓଡ଼ଗାଁ,୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ ହଜାର ୭ଶହ ଟଙ୍କା ଜରିମାନା ଅସୁଲ ହେବା ସହିତ ୨କୁଇଁଣ୍ଟାଲ ପଲିଥିନ ଜବତ ହୋଇଥିବା ସୂଚନା ମିଳିଛି । ଅନେକ ବର୍ଷର ବ୍ୟବଧାନରେ ଓଡ଼ଗାଁ ଏନ୍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ…

ଖପ୍ରାଖୋଲ ରେ ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ,ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା,

ପ୍ରଶାସନିକ ଅଧିକାରୀ ସହ ବିଭିନ୍ନ ବର୍ଗର ଲୋକ ସାମିଲ ଖପ୍ରାଖୋଲ ୨୦/୫(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସଦର ମହକୁମାରେ ଭାରତୀୟ ସେନା ର ମନୋବଳ ବୃଦ୍ଧି ଉଦ୍ଦେଶ୍ୟ ରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ୍…

୨୦୦୪ ଦଶମ ଶ୍ରେଣୀ ବ୍ୟାଚ ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା: ଆତସବାଜି ପ୍ରଦର୍ଶନ ମୁଖ୍ୟ ଆକର୍ଷଣ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଅବସରରେ ସୋମବାର ଦିନ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ବେଲଗୁଣ୍ଠା ଅଞ୍ଚଳର ଦଶମ ଶ୍ରେଣୀ ୨୦୦୪ ବ୍ୟାଚ୍ ତରଫରୁ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ସମୟ ଅନୁସାରେ ସକାଳ…

ମନୋଜଙ୍କୁ ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ଦାୟିତ୍ବ

ପୁରୀ, ୨୦/୫ : ମଙ୍ଗଳବାର ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ଟିକୁ ପୁନର୍ଗଠିତ କରାଯାଇଛି । ଯେଉଁଥିରେ ପୁରୀରୁ ମନୋଜ କୁମାର ବେହେରାଙ୍କୁ ଓଡିଶା ଯୁବ କଂଗ୍ରେସ ସୋସିଆଲ ମିଡିଆ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସହିତ ସୋସିଆଲ ମିଡିଆରେ ଯୁବ କଂଗ୍ରେସର ସକ୍ରିୟତା…