ରାଜ୍ଯ ସ୍ତରୀୟ ଅସ୍ମିତା ତାଇକୋନ୍ଡୁ ଲିଗ୍ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ର ସଫଳତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁଇ ଦିନ ଧରି ଭଦ୍ରକ ସ୍ଥିତ ବିଜୁ ପଟ୍ଟନାୟକ ବହୁମୂଖୀ ଇନଡୋର ଷ୍ଟାଡିୟମ ଠାରେ ରାଜ୍ଯ ସ୍ତରୀୟ ଅସ୍ମିତା ତାଇକୋନ୍ଡୁ ଲିଗ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଡାଇକୋନ୍ତୁ ପ୍ରତିଯୋଗିତା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା…