ଜାତୀୟ ରାଜପଥ ରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

  ଜମନକିରା ୨୫।୫,(ଲିପନ ନାଏକ): ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ଷଣ୍ଢପଥର ବୁଲାଣି ରେ ଏକ କାର ଓ ମିନିଟ୍ରକ ମଧ୍ୟରେ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। କଲିକତା ରୁ ବିଦ୍ୟୁତ ସାମଗ୍ରୀ ବୋଝଇ ଏକ ଟ୍ରକ ରେଜିଷ୍ଟେସନ ନମ୍ବର ଏମ.ଏଚ ୪୮ ଡ଼ିଶୀ…

ସାବିତ୍ରୀ ପାଇଁ ମାର୍କେଟରେ ପ୍ରବଳ ଗହଳି; ଦରଦାମ ଆକାଶଛୁଆଁ

ପୁରୀ,(ଅନିମେଶ ପଟ୍ଟନାୟକ): ରାତି ପାହିଲେ ସାବିତ୍ରୀ ବ୍ରତ । ହିନ୍ଦୁ ପରମ୍ପରା ଅନୁଯାଇ ପରିବାରର ବିବାହିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିବା ସହ ଶୁଭମନାସୀ ନୂଆ ଶାଢୀ ପିନ୍ଧି, ଶଙ୍ଖା ,ସିନ୍ଦୁର ଅଳତା ଲଗାଇ ବ୍ରତ ପାଳନ କରିଥାନ୍ତି । ସାବିତ୍ରୀ ବ୍ରତ ଆସିବା ପୂର୍ବରୁ ପୁରୀ…

ସମ୍ବଲପୁରରେ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

୬୦ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ୍ ଦ୍ୱାରା ଲୋକଙ୍କ ଯାତାୟତ ସୁଗମ ହେବ - ଧର୍ମେନ୍ଦ୍ର ପ୍ରଧାନ • ଡବଲ ଇଞ୍ଜିନ ସରକାରରେ ସମ୍ବଲପୁରକୁ ଶ୍ରୀମନ୍ତ ସହରରେ ବିକଶିତ କରାଯିବ• ରାସ୍ତାଘାଟ, ପିଇବା ପାଣି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବ• ସମ୍ବଲପୁର ସହରକୁ…

ସମ୍ବଲପୁର ଚିଡିଆଖାନା ହେବ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଚିଡିଆଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ • ସବୁଜ ସହର ହେବ ସମ୍ବଲପୁର, ଆଗାମୀ ୩ ମାସରେ ଲାଗିବ ୧ ଲକ୍ଷରୁ ଅଧିକ ଗଛ • ଜୁନ ୫ ବିଶ୍ୱ ପରିବେଶ ଦିବସରୁ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ବୃକ୍ଷରୋପଣକୁ ଜନଆନ୍ଦୋଳନରେ ପରିଣତ କରାଯିବ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ…

ହୃଦାନନ୍ଦ ପୃଷ୍ଟିଙ୍କ ପୁସ୍ତକ ‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍- ଏ ୟୁଥ୍ସ ପର୍ସେପ୍ଟିଭ୍ ଅନ୍ ଲାଇଫ୍’ ଉନ୍ମୋଚିତ

ଭୁବନେଶ୍ୱର, ୨୪.୦୫.୨୦୨୫: ବିଶିଷ୍ଟ ଯୁବ ଲେଖକ ଶ୍ରୀ ହୃଦାନନ୍ଦ ପୃଷ୍ଟିଙ୍କ ଦ୍ୱାରା ଲିଖିତ ପ୍ରେରଣାଦାୟୀ ପୁସ୍ତକ ‘ଥ୍ରେଡ୍ସ୍ ଅଫ୍ ୱିସ୍ଡମ୍- ଏ ୟୁଥ୍ସ ପର୍ସେପ୍ଟିଭ୍ ଅନ୍ ଲାଇଫ୍’ ନୂଆଦିଲ୍ଲୀସ୍ଥିତ ଆଜିଟିୟୁଡବ୍ଲୁ୍ୟ ଠାରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରରେ ଅନେକ ମାନ୍ୟଗଣ୍ୟ…

ଦେବସ୍ନାନ ପୂର୍ଣ୍ଣିମା ଓ ଅଲାରନାଥ ଦର୍ଶନ ପାଇଁ ବୈଠକ ଅନୁଷ୍ଠିତ।

ପୁରୀ ୨୪/୫ ଚଳିତ ବର୍ଷ ର ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧ ତାରିଖରେ ଅନୁଷ୍ଠିତ ହେବ।ତାହାର ପରଦିନ ଠାରୁ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଯିବ।ସ୍ନାନଯାତ୍ରା ଓ ଅଲାରନାଥ ଙ୍କ ଦର୍ଶନକୁ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ଏକ ପ୍ରସ୍ତୁତି ବୈଠକ ସଦଭାବନା…

ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସମ୍ମିଳନୀ ଅନୁଷ୍ଠିତ

ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ସମ୍ମିଳନୀ ସ୍ଥାନୀୟ ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିଟିରେ ପୁଷ୍ପ ମାଲ୍ୟାର୍ପଣ…

ରାଉରକେଲାରେ ଜିମ୍ନାଷ୍ଟିକ୍‌ କେନ୍ଦ୍ର ଚାଲିଛି କିପରି !!!!

ମୁଖ୍ୟ ପ୍ରଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ସହଯୋଗୀ ପ୍ରଶିକ୍ଷକଙ୍କ ନାମରେ ଠକେଇ ଅଭିଯୋଗ ରାଉରକେଲା/ଭୁବନେଶ୍ଵର: ନବୀନ ପଟ୍ଟନାୟକଙ୍କ ସମୟରେ ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥିଲା ୪ ଟି ଜିମ୍ନାଷ୍ଟିକ୍ ସେଣ୍ଟର୍। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ୍ ରେ ଜିମ୍ନାଷ୍ଟିକ୍ ଉଚ୍ଚ…

କୁରାଳ ଅଞ୍ଚଳ ବିଦ୍ୟୁତ୍ ଯୋଗାଣ ହେଲା ସ୍ବାଭାବିକ

ଓଡ଼ଗାଁ, ୨୪।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଷ୍ଟ୍ରକ୍ଚର ଠାରୁ କୁରାଳ ପାଇଁ ଯାଇଥିବା ଉଚ୍ଚ କ୍ଷମତା ସମ୍ପର୍ନ୍ନ ୩୩କେଭି ଲାଇନ୍ ଇନସୁଲେଟର ଶନିବାର ମଧ୍ୟାହ୍ନରେ ଫାଟି ଯାଇଥିବାରୁ କୁରାଳ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ବିଛିନ୍ନ ହୋଇଯାଇଥିଲା । ଆଜିର ପ୍ରତିକୂଳ ପାଗ…

୨୧ ନମ୍ବର ରାଜ୍ୟ ରାଜପଥ ରଙ୍ଗଣୀପାଟଣା ଛକରେ ଜମିଲା ବର୍ଷା ଜଳ, ଯାତାୟାତ ବାଧାପ୍ରାପ୍ତ

ଓଡ଼ଗାଁ ୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଓଡ଼ଗାଁ ଦେଇ ଭଞ୍ଜନଗର ଅଭିମୁଖେ ଯାଇଥିବା ରାଜ୍ୟ ରାଜପଥର ଓଡ଼ଗାଁ ନିକଟ ରଙ୍ଗଣୀପାଟଣା ଛକରେ ବର୍ଷା ଜଳ ଜମିଯିବା ଫଳରେ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଛି ।ରାସ୍ତା ପାର୍ଶ୍ବରେ ଅନେକ ଗୃହ ନିର୍ମାଣ ଚାଲିଥିବା ଯୋଗୁଁ ବର୍ଷା ଜଳ…