ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବେଲଗୁଣ୍ଠା-୨୭/୮-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ, ନିଶା ନିବାରଣ କାର୍ଯ୍ୟକ୍ରମ, ଗୋ-ପୂଜନ ଓ ବୃକ୍ଷ ପୂଜନ ଆନନ୍ଦ-ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇଙ୍କୁ ରାକ୍ଷୀ

ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି ରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସୀମାନ୍ତ ଜିଲ୍ଲା ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆଗାମୀ ସେପ୍ଟେମ୍ବର ୩ ତାରିଖରୁ ଏହି ବାଣିଜ୍ୟିକ ଉଡ଼ାଣ ଆନୁଷ୍ଠାନିକ ଭାବେ

ବୃକ୍ଷକୁ ରାଖି ବାନ୍ଧି ରକ୍ଷା ବନ୍ଧନ ପାଳିଲା ବେଲଗୁଣ୍ଠା ପ୍ରେସ୍ କ୍ଲବ୍

ବେଲଗୁଣ୍ଠା-୨୭/୮: -(ଶିବରାମ ଚୌଧୁରୀ )-ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ପକ୍ଷରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କ୍ଲବ୍‌ର ସଦସ୍ୟମାନେ ବୃକ୍ଷରାଜିକୁ ରାଖି ବାନ୍ଧି ସେଗୁଡ଼ିକର

ଜାମମାଲରେ ବିଧାୟକ ଟଙ୍କଧରଙ୍କ ସହ ରାକ୍ଷୀ ପର୍ବ ପାଳିତ

ଝାରସୁଗୁଡ଼ା, ୨୭/୮: ଭାଇ-ଭଉଣୀର ପବିତ୍ର ସ୍ନେହ ଓ ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ ଅବସରରେ ଝାରସୁଗୁଡ଼ା ଜିଲ୍ଲା ଲାଇକେରା ବ୍ଲକ ଅନ୍ତର୍ଗତ ଜାମମାଲ ଗ୍ରାମରେ ରାକ୍ଷୀ ପର୍ବ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି

ଖୁନ୍ତାମାଲବାସୀଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ, ଗାଁରେ ପହଞ୍ଚିଲେ ଦୀପାଳୀ

ଝାରସୁଗୁଡ଼ା : ଲଇକେରା ବ୍ଲକ୍‌ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମବାସୀଙ୍କ ଦୀର୍ଘଦିନର ମୌଳିକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳୀ ଦାସ। ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଖବର ପାଇବା ପରେ ସେ ଖୁନ୍ତାମାଲ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିବା

ପତ୍ରାପାଲିରେ ଶ୍ରମିକ ସଂଘର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ଶ୍ରମିକ ଓ ସାଧାରଣ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ଦୃଢ଼ ମଞ୍ଚ ହେବ: ବକ୍ତା ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ପତ୍ରାପାଲି ହାଇସ୍କୁଲ୍ ସମ୍ମୁଖରେ ‘ମା’ ସମଲେଶ୍ୱରୀ ଏନଏଲ୍‌ଏସି ଶ୍ରମିକ ସଂଘ’ର ନୂତନ କାର୍ଯ୍ୟାଳୟ ପିୂର୍ବତନ ବିଧାୟିକା ଦୀପାଳି ଦାସ ଉଦ୍‌ଘାଟନ କାରିଥିଲେ।

ଝାରସୁଗୁଡ଼ାରେ ଅକ୍ଟୋବର ୧୩ରୁ ସେନା ନିଯୁକ୍ତି ରାଲି

ଝାରସୁଗୁଡ଼ା: ଅଗ୍ନିପଥ ଯୋଜନା ଅଧୀନରେ ଏଆରଓ ସମ୍ବଲପୁର ପକ୍ଷରୁ ସେନା ନିଯୁକ୍ତି ରାଲି ଆସନ୍ତା ଅକ୍ଟୋବର ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାର ମାଲିମୁଣ୍ଡାସ୍ଥିତ କ୍ରିକେଟ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଅନୁଗୁଳ, ବଲାଙ୍ଗିର, ବରଗଡ଼, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା,

ରାକ୍ଷୀରେ ନିଆରା ସଂକଳ୍ପ, ନିଶାମୁକ୍ତ ଗାଁ ଗଢ଼ିବାକୁ ଶପଥ

ବିଜେପୁର: ସୁଶାନ୍ତ ସାହୁ( ଶାସକ ପ୍ରଶାସକ) ରାକ୍ଷୀ ପୂର୍ଣ୍ଣିମାରେ ଭାଇ-ଭଉଣୀଙ୍କ ସମ୍ପର୍କର ପବିତ୍ର ବନ୍ଧନ ସହ ଯୋଡ଼ି ହୋଇଛି ଏକ ସାମାଜିକ ସଚେତନତାର ଅଭିଯାନ। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମରେ ସରସ୍ୱତୀ ଶିଶୁମନ୍ଦିର ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ପ୍ରୟାସରେ

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

ଭୁବନେଶ୍ୱର, ଅଗଷ୍ଟ ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପକ୍ଷରୁ ଆୟୋଜିତ ଦୁଇଦିନିଆ ଆନ୍ତଃବିଷୟକ କମର୍ଶାଳାରେ କୃତ୍ରିମ ବୁଦ୍ଧିମତା (ଏଆଇ), ମାନବିକୀ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନର

ବିଶ୍ୱହିନ୍ଦୁ ପରିଷଦ ଘୁମୁସର ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ଘୋଷଣା ଓ‌ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଘୁମୁସର ଜିଲ୍ଲା ଅନ୍ତର୍ଗତ ୯ ଗୋଟି ପ୍ରଖଣ୍ଡ ର ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବହୁ କାର୍ଯ୍ୟକର୍ତ୍ତା ଏବଂ ଅନେକ ସନ୍ଥ ମହନ୍ତଙ୍କ ଉପସ୍ଥିତି କୁ ନେଇ ଆଜି ଅଗଷ୍ଟ ମାସ ୨୬ ତାରିଖ ବୁଧବାର ୨୦୨୬ ଦିବସ ରେ ଭଞ୍ଜନଗର ଆର୍.ଏମ୍.ସି