ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣିପାଟଣା ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ମାଗଣା ଚକ୍ଷୁ ଚିକିତ୍ସା ଶିବିରରେ ୨୧୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୧୬୦ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏବଂ ୩୧ ଜଣଙ୍କୁ ଅପରେସନ ପାଇଁ ପଠାଇ ଦିଆଯାଇଥିଲା । ରଙ୍ଗଣିପାଟଣା ପଞ୍ଚାୟତ ସହଯୋଗରେ କଟକ ଅର୍ବାନ ହସ୍ପିଟାଲ ସିଜନ୍ କେୟାର ସେଣ୍ଟର ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜ ଖର୍ଚ୍ଚରେ ୩୧ ଜଣକୁ ନେଇ ଆସନ୍ତା କାଲି ସକାଳ ୧୧ ବେଳେ ଛାଡିବା ପାଇଁ ବ୍ୟବସ୍ଥା ରହିଛି ବୋଲି ରଙ୍ଗଣିପାଟଣା ସରପଞ୍ଚ ସସ୍ମିତା ପାତ୍ର କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.