Sign in
Sign in
Recover your password.
A password will be e-mailed to you.
ନୂଆପଡ଼ାରେ ପ୍ରାଣୀ ସମ୍ପଦ ବିକାଶ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ତା ୨୪/୬ ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କେ. ପାର୍ଥ ସାରଥୀ ଦୋରା ବିଭାଗୀୟ ସମସ୍ତ…
ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର
ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୫.୦୬.୨୦୨୫ ରିଖ…
ନୂଆପଡ଼ାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ : ଜିଲ୍ଳାକୁ ମତ୍ସ୍ୟ ଚାଷରେ ଆଗେଇ ନେବା ପାଇଁ ଜିଲ୍ଲାପାଳଙ୍କ…
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମତ୍ସ୍ୟ ବିଭାଗ ତରଫରୁ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଗଲାl…
ନୂଆପଡ଼ାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ l ଜିଲ୍ଳାକୁ ମତ୍ସ୍ୟ ଚାଷରେ ଆଗେଇ ନେବା ପାଇଁ ଜିଲ୍ଲାପାଳଙ୍କ…
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟ ବିଭାଗ କାର୍ଯ୍ୟାବଳୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମତ୍ସ୍ୟ ବିଭାଗ ତରଫରୁ ଚାଲୁଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଗଲାl…
ଉପନିର୍ବାଚନରେ ECINETର କାର୍ଯ୍ୟ ଆରମ୍ଭ
ନିର୍ବାଚନ ଆୟୋଗ ୭୨ ଘଣ୍ଟା ମଧ୍ୟରେ ଉପନିର୍ବାଚନ ପାଇଁ ଇଣ୍ଡେକ୍ସ କାର୍ଡ଼ ଜାରି କଲେ
କେରଳ, ଗୁଜରାଟ, ପଞ୍ଜାବ ଏବଂ ପଶ୍ଚିମ ବଙ୍ଗର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି ସମାପ୍ତ ହୋଇଥିବା ଉପ-ନିର୍ବାଚନରେ, ଭାରତ ନିର୍ବାଚନ ଆୟୋଗ ନୂତନ ଡିଜିଟାଲ୍ ପ୍ଲାଟଫର୍ମ ECINET କୁ…
ପରିବେଶର ସୁରକ୍ଷା ନେଇ ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଜିଲ୍ଲା ତରଫରୁ ସରସ୍ବତୀ ଶିଶୁ ମନ୍ଦିର…
ରାୟଗଡ଼: ସ୍ଥାନୀୟ ଗାୟତ୍ରୀ ନଗର ଠାରେ ଥିବା ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନିବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ କରାଯିବା ସହ ବୃକ୍ଷ ରୋପଣ ଓ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଉତ୍କଳ ମିଡ଼ିଆ ସାମ୍ବାଦିକ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ସମ୍ବିଧାନ ହତ୍ୟା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁଙ୍କ ଅଧ୍ୟକ୍ଷତାରେ "ସମ୍ବିଧାନ ହତ୍ୟା ଦିବସ" ପାଳିତ…
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା କୁ ନେଇ ଯୁବ କଂଗ୍ରେସର ଗଣ ଧାରଣା।
ବାସୁଦେବପୁର - ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ନାହାଁନ୍ତି ଆବଶ୍ୟକତା ଅନୁସାରେ ଡାକ୍ତର, ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ବାସୁଦେବପୁର ସମେତ ଧାମରା ସହ ବିଭିନ୍ନ ଦୂର ଦୁରନ୍ତ ର ଲୋକେ। ବହୁ ବିଭାଗ ର ଡାକ୍ତର ଅଭାବ ଯୋଗୁଁ ଲୋକ ମାନଙ୍କୁ ଭଦ୍ରକ ଓ କଟକ…
ଜାଲପାଲିରେ ଚୋରି: ଅଭିଯୁକ୍ତ ପୁଅ ସମେତ ୫ ଗିରଫ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଜାଲପାଲି ଗାଁରେ ରାତିରେ ଏକ ବଡ଼ଧରଣର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ଘରୁ କେହି ନଥିବା ସୁଯୋଗରେ ଚୋରମାନେ ସମ୍ବଲପୁରୀ ଶାଢ଼ି ଓ ନଗଦ ଟଙ୍କା ଚୋରି କରି ନେଇଥିଲେ । ବିଜେପୁର ପୁଲିସ…
ଓଡ଼ଗାଁ ଡାକଘର ନିର୍ମାଣ ପାଇଁ ସ୍ଥାନ ସଂରକ୍ଷିତ
ଓଡଗାଁ,୨୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ଡାକଘର ନିର୍ମାଣ ନିମନ୍ତେ ରହିଥିବା ସ୍ଥାନରେ ଓଡ଼ଗାଁ ବରିଷ୍ଠ ନାଗରିକ ସଂଘର ଗୃହ ନିର୍ମାଣ ନିମନ୍ତେ ମଙ୍ଗଳବାର ସକାଳେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖବର ପାଇ ଓଡ଼ଗାଁ ବିକାଶ ମଞ୍ଚର ଶୁଶାନ୍ତ କୁମାର ସାହୁଙ୍କ…