Sign in
Sign in
Recover your password.
A password will be e-mailed to you.
ବାରିପଦା କଳାକାର ତରଫରୁ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ
ବାରିପଦା :- ତା:- ୨୭/୦୯/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାର ସଙ୍ଘ ତରଫରୁ ୩୮ତମ ଓଡିଶା ନାଟ୍ୟ ସଙ୍ଘ ଦିବସ ପାଳିତ ହୋଇଯାଇଛି I ଓଡିଶା ନାଟ୍ୟ ସଙ୍ଘର ଉତ୍ତର ଓଡିଶା ଜୋନର ଉପସଭାପତି ରତିକାନ୍ତ ବେହେରାଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର…
ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…
କେନ୍ଦ୍ର ଏବଂ ରାଜ୍ୟରେ ଆମ ସରକାର ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀ
ଗରିବ, ବଞ୍ଚିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ: ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାର ସମ୍ପ୍ରତି…
ସୋଆ ଏସ୍ପିଏସ୍ ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ଭୁବନେଶ୍ୱର, ୨୭ /୯: ର୍ୟାଲି, ପଥପ୍ରାନ୍ତ ନାଟକ, ଶିକ୍ଷାମୂଳକ ପ୍ରତିଯୋଗିତା ଭଳି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ (ଏସ୍ପିଏସ୍) ପକ୍ଷରୁ ଗୁରୁବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ…
ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ଭୁବନେଶ୍ୱର, ୨୭ /୯: ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍) ପକ୍ଷରୁ ଅତ୍ୟନ୍ତ ଉତ୍ସାହର ସହ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ହସ୍ପିଟାଲ୍ର କର୍ମକର୍ତାଙ୍କ ପକ୍ଷରୁ ମହତ୍ୱପୂର୍ଣ୍ଣ ଆଲୋଚନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ…
ବ୍ରାହ୍ମଣ ସମାଜର ବାର୍ଷିକ ବୈଠକ
ଓଡ଼ଗାଁ,୨୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଶ୍ରୀ ରଘୁନାଥ ବୈଦିକ ବ୍ରାହ୍ମଣ ସମାଜର ବାର୍ଷିକ ବୈଠକ ସଭାପତି ଭଗବାନ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ହ୍ବାଇଟ ହାଉସ୍ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ରାହ୍ମଣ ସମାଜରେ ଉମେଶ ଚନ୍ଦ୍ର ମିଶ୍ର…
ଓଡ଼ଗାଁ ଗୋ ସେବା ପରିଷଦର ସେବାରେ ସୁସ୍ଥ ହେଉଛି ଗୁରୁତର ବଳଦ
ଓଡ଼ଗାଁ,୨୭।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ମଧ୍ୟ ଦେଇ ଯାଇଥିବା ଗୁରୁତ୍ବପୂର୍ଣ୍ଣ ୨୧ ନମ୍ବର ରାଜ୍ୟ ରାଜପଥରେ ବିଭିନ୍ନ ସମୟରେ ବେପରୁଆ ଗାଡି ଚାଳନା ସହିତ ଗୋରୁଗାଈଙ୍କ ଅବାଧ ବିଚରଣ ପାଇଁ ଦୃଘଟଣା ମାନ ଘଟିଚାଲିଛି । ଦୃଘଟଣାରେ କେତବେଳେ ମଣିଷ ତ କେତବେଳେ…
୯ ଦିନ ଧରି ନିଖୋଜ,ଶବ ଉଦ୍ଧାର ।
କେନ୍ଦ୍ରାପଡା:(ଜିଲ୍ଲା ପ୍ରତିନିଧି)ପ୍ରଫୁଲ୍ଲ କୁମାର ମଲ୍ଲ-କେନ୍ଦ୍ରାପଡ଼ା ଜିଲ୍ଲାର ଓଳକଣା ଗ୍ରାମରୁ ୯ ଦିନ ଧରି ନିଖୋଜ ଥିବା ବୁଦ୍ଧ ଗୌରାଙ୍ଗ ଚରଣ ମହାରଣାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ଘଟଣାରୁ ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ପରିବାର ସୂତ୍ରରୁ ଜଣାପଡ଼ିଛି, ମହାରଣା ୯ ଦିନ…
ଦୁଷ୍କର୍ମ ମାମଲାରେ ୧୦ବର୍ଷ ସଜା ପାଇଲେ ଅଭିଯୁକ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ଏକ ସମ୍ବେଦନଶୀଳ ମାମଲା ୨୦୨୨ ମସିହାରେ ଗଜପତି ଜିଲ୍ଲା ଅନ୍ତର୍ଗତ ଗାରାବନ୍ଧ ଥାନା ଅଞ୍ଚଳରୁ ଆସିଥିଲା। ଯେଉଁଥିରେ ପିଡ଼ିତା ତାଙ୍କ ସହ ଦୁଷ୍କର୍ମ କରାଯିବା ସହ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କର ନିର୍ଦ୍ଦେଶ କ୍ରମେ ଯୁବରେଡକ୍ରସ୍ ଆନୁକୂଲ୍ୟରେ ନାରୀ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଅଛି । ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼ ଭାରତୀ ପାଣିଗ୍ରାହୀ…
ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡିର କରଣସାହି ସ୍ଥିତ ବିଜୟ କ୍ଲବ ପରିସରରେ ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ପକ୍ଷରୁ ୩୮ତମ ଓଡ଼ିଶା ନାଟ୍ୟ ସଂଘ ଦିବସ ପାଳିତ ହୋଇଯାଇଛି। ନାଟ୍ୟ ସଂଘ ର ଗଜପତି ଜିଲ୍ଲା ସଂଯୋଜକ ମନୋଜ…