Sign in
Sign in
Recover your password.
A password will be e-mailed to you.
ଉପଖଣ୍ଡ ସ୍ତରୀୟ ସ୍ବାଧିନତା ଦିବସ ୨୦୨୫ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ପଦ୍ମପୁର:- ଉପଖଣ୍ଡ ସଦର ମହୁକୁମାଠାରେ ଉପଖଣ୍ଡସ୍ତରୀୟ ସ୍ବାଧିନତା ଦିବସ ୨୦୨୫ କୁ ସୁନ୍ଦର ତଥା ମହାସମାରୋହରେ ପାଳନ କରିବାକୁ ପଦ୍ମପୁର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ସେହ୍ନା ଅରୁଗୁଲା ଉପଜିଲ୍ଲାପାଳ ପଦ୍ମପୁର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
ଘୁ.ଉଦୟଗିରି ଜନକଲ୍ୟାଣ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, 80 ୟୁନିଟ ରକ୍ତ ସଂଗ୍ରହ.
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ମୁର୍ସ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲରେ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ ଘୁ.ଉଦୟଗିରି ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୮୦ ୟୁନିଟ ରକ୍ତ ସଂଗ୍ରହ…
ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଅନୁଷ୍ଠିତ
ପଦ୍ମପୁର, ୨୬/୭ : ଶୁକ୍ରବାର ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପଖଣ୍ଡ ଚିକିତ୍ସାଲୟର ମିଳିତ ଆନୁକୂଲ୍ୟରେ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ ଉପରେ ଗୋଷ୍ଠୀ ସମନ୍ୱୟ ସମିତି ସଭା ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଙ୍କ ଅଧ୍ୟକ୍ଷତାରେ…
ମହିଳାଙ୍କ ଆତ୍ମହତ୍ୟା !!
ବ୍ରହ୍ମପୁର/ କୈଳାଶ ଚୌଧୁରୀ : ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଲଛମନପଲ୍ଲୀ ଗ୍ରାମର କଲ୍ୟାଣୀ ମହାନ୍ତି ନାମ୍ନୀ ଜଣେ ମହିଳା ନିଜ ଘର ଛାତର ଲୁହା ରଡ୍ ରେ ଲୁଗା ବାନ୍ଧି ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ମହିଳାଙ୍କ ବାପା ଘର ଆମ୍ବପୁଆ ହୋଇ ଥିବାବେଳେ ଗତ ୧୦…
ସଡ଼କଭିତ୍ତିଭୂମି ବିକାଶରେ ‘ବର୍ଜ୍ୟରୁ ବୈଭବ’ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁସିଏସଆଇଆର-ସିଆରଆରଆଇର ଷ୍ଟିଲ୍ ସ୍ଲାଗ୍…
• ଏହାଦ୍ଵାରା ସିଏସଆଇଆର-ସିଆରଆରଆଇ ଦ୍ୱାରା ବିକଶିତ ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାକୁ କମ୍ପାନୀ ଗୁଜୁରାଟରେ ଥିବା ନିଜର ପ୍ରମୁଖ କାରଖାନାରେ ଷ୍ଟିଲ ସ୍ଲାଗ ଏଗ୍ରିଗେଟ୍ସକୁ ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରିପାରିବ ଯାହା ସଡ଼କ ନିର୍ମାଣରେ ବ୍ୟବହୃତ ହୋଇପାରିବ ।
• ବିଜ୍ଞାନ…
ଭୁବନେଶ୍ବର ପୁରାତନ ଛାତ୍ର ମହାସଂଘ ଗଠିତ ହେଲା.
ଭୁବନେଶ୍ବର ତା. 26.07.2025- ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ର କର୍ମକର୍ତ୍ତା ମାନଙ୍କୁ ନେଇ ଆଜି ଏକ ନମ୍ବର ସରକାରୀ ବିଦ୍ୟାଳୟ ଠାରେ ବରିଷ୍ଠ ଆଇନଜୀବୀ ଡଃ ମଧୁ ମାଧବ ଜେନାଙ୍କ ସଭାପତିତ୍ବରେ ଏକ ସଭା ଆୟୋଜିତ ହୋଇ ଭୁବନେଶ୍ଵର ବିଦ୍ୟାଳୟ ପୁରାତନ ଛାତ୍ର ମହାସଂଘ ଗଠିତ…
ଓଡିଶାରେ ଅକ୍ଷୟଶକ୍ତି ପ୍ରକଳ୍ପ ପାଇଁ 869.8 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର, 25 ଜୁଲାଇ 2025: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା। 869.8 କୋଟି ଟଙ୍କା ବିନିଯୋଗରେ ମୋଟ 178 ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ…
ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ପ୍ରେରଣାଦାୟୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୫ ।୭: ଜୀନବରେ କିଛି ହାସଲ କରିବା ପାଇଁ ସମ୍ବଳ ଅପେକ୍ଷା ଇଚ୍ଛାଶକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ । ଜନହିତକର କାର୍ଯ୍ୟ କରିବାର ଲକ୍ଷ୍ୟ ନେଇ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ମହାନ କାର୍ଯ୍ୟ ହାସଲ କରିପାରିବେ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଛନ୍ତି । ଗତ ୫…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।
ପଦ୍ମପୁର:- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟ ରେ ଶିଶୁ ବାଟିକା ବିଭାଗ ଓ ପ୍ରାଥମିକ ବର୍ଗ ର ବିଜ୍ଞାନ ମେଳା ରେ ୨୪୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ଦିବା ପର୍ଯ୍ୟାୟ ପ୍ରମୁଖ…
ଅନିଶ୍ଚିତତା ଭିତରେ ରାଜ୍ୟର ମେଟ୍ରୋ ପ୍ରକଳ୍ପ
ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ
ସ୍ପଷ୍ଟ ନାହିଁ: ବିଜେଡି
ମାଟି ଉପରେ ଯିବ କି ମାଟି ତଳେ ହେବ, ସେନେଇ ଅନିଶ୍ଚିତତା ରହିଛି
ନିଜସ୍ୱ ପାଣ୍ଠିରୁ ନିର୍ମାଣ କଲେ, କେନ୍ଦ୍ରର ଅନୁମୋଦନର ଆବଶ୍ୟକତା ନାହିଁ
ଭୁବନେଶ୍ୱର, ୨୫/୦୭/୨୦୨୫: ବିଜୁ ଜନତା ଦଳ ସରକାର…