Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କୁ ଦର୍ଶନ କଲେ ଓଡ଼ିଶା ହାଇକୋର୍ଟ ବିଚାରପତି
ଓଡଗାଁ,୩।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜିଉଙ୍କୁ ଶୁକ୍ରବାର ସନ୍ଧ୍ୟାରେ ହାଇକୋର୍ଟ ବିଚାରପତି ସଂଜୟ କୁମାର ମିଶ୍ର ସପତ୍ନୀକ ଦର୍ଶନ କରିବା ସହିତ ପୂଜାର୍ଚନା କରିଥିଲେ । ବିଚାରପତି ମିଶ୍ର ଆଜି ସନ୍ଧ୍ୟାରେ ଶୁଳିଆ ପାଦଦେଶ ଜାମୁ ପାଟଣା…
ସର୍ଟସର୍କିଟରୁ ନିଆଁ ଲାଗି ପାନ ଦୋକାନ ଧ୍ବଂସ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସନ୍ଧ୍ୟାରେ ବେଲଗୁଣ୍ଠା-ବାଲିପଦର ରୋଡ଼ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନିକଟରେ ଥିବା ଏକ ପାନ ଦୋକାନରେ ଶର୍ଟ ସର୍କିଟ ରୁ ନିଆଁ ଲାଗିଯାଇଛି । ସୂଚନା ମୁତାବକ, କୁନା ପଣ୍ଡା ନାମକ ବ୍ୟକ୍ତି ଜଣକ ଛଅ ମାସ ହେବ ଉକ୍ତ ସ୍ଥାନରେ ଏକ ପାନଦୋକାନ କରି ଗୁଜୁରାଣ…
ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନରେ ଦୁଇଜଣଙ୍କ ପ୍ରାଣହାନି
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନରେ ବସ୍ତ୍ରୀଗୁଡ଼ା ଗ୍ରାମପଞ୍ଚାୟତର ତ୍ରିନାଥ ନାୟକ (ପିତା -କାର୍ତ୍ତିକ ନାୟକ) ଏବଂ ମେରିପଲ୍ଲୀ ଗ୍ରାମପଞ୍ଚାୟତର ଲକ୍ଷ୍ମଣ…
ଶ୍ରୀରାମ କମିଟି ପକ୍ଷରୁ ଶିକ୍ଷକ ସୁଧାଂଶୁ ଶେଖର ସାହୁ ସମର୍ଦ୍ଧିତ।
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମ ରେ ଦଶହରା ମହୋତ୍ସବ ପାଳିତ ହୋଇଅଛି। ଶ୍ରୀରାମ କମିଟି ସରଗୁଲ ଦ୍ବାରା ଆୟୋଜିତ ରାବଣ ଦରବାର କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ ସୁଧାଂଶୁ ଶେଖର ସାହୁ ଙ୍କୁ ସମ୍ବର୍ଦ୍ଧିତ…
ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ଜଣେ ଗ୍ରାମବାସୀଙ୍କୁ ହତ୍ୟା କଲେ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ପୂଜାରୀ କାଙ୍କେର ଗାଁରେ ନକ୍ସଲମାନେ ମଦକାମ ଭୀମା ନାମକ ଜଣେ ଗ୍ରାମବାସୀଙ୍କୁ ସୂଚନାଦାତା ଅଭିଯୋଗରେ ହତ୍ୟା କରିଛନ୍ତି। ଉସୁର ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଏକ…
ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଳା ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଂଗପୁର ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ,ଜିଲ୍ଲା ବିଜେପି ସଭାପତି ଅଶୋକ…
ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ର ବିଭିନ୍ନ ବର୍ଗରେ ମାଲକାନଗିରି ଜିଲ୍ଲାକୁ ସମୁଦାୟ ଦଶଟି ପଦକ ।
ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଗତ ସେପ୍ଟେମ୍ବର ୨୭ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏସନ୍ ର ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲାର କେଟି ଗ୍ଲୋବଲ୍ ସ୍କୁଲ ପରିସର ମଧ୍ୟରେ ହୋଇଥିବା ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ରେ ବିଭିନ୍ନ ବର୍ଗରେ ଯଥା ସବ୍ ଜୁନିଅର୍,…
ମାଲକାନଗିରିରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ , ବିଶିଷ୍ଟ…
ସୁବର୍ଣ୍ଣପୁର ଠାରେ ନୂତନ ନୂତନ ବସ ଷ୍ଟାଣ୍ଡ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ-ମୁଖ୍ୟମନ୍ତ୍ରୀ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ: (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ବସ ଷ୍ଟାଣ୍ଡ ଠାରେ ନୂତନ ବସ ଷ୍ଟାଣ୍ଡ ଗୃହ ନିର୍ମାଣ ପାଇଁ ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଦ୍ୱାରା ଶିଳାନ୍ୟାସ ଆଜି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ଭିତ୍ତି ପ୍ରସ୍ତର…
ସୋହେଲା ସାର୍ବଜନୀନ ଦୁର୍ଗାପୂଜାରେ ମୋଟରସାଇକେଲ ଚୋରି
ସୋହେଲା :-ବରଗଡ଼ ଜିଲ୍ଲା ସୋହେଲାରେ ଚାଲୁଥିବା ସାର୍ବଜନୀନ ଦୁର୍ଗାପୂଜା ମେଳାରେ ଗୋଟିଏ ମୋଟରସାଇକେଲ ଚୋରି ହେବାର ଘଟଣା ସାମ୍ନାକୁ ଆସିଛି। ବିଜେପୁର ବ୍ଲକ ତାଳପଦର ଗ୍ରାମର ଶମ୍ଭୁ ସାହୁ (ପିତା–କିଶୋର ସାହୁ)ଙ୍କ ମୋଟରସାଇକେଲ (ନମ୍ବର OR–03G–2252) ଗତକାଲି ସନ୍ଧ୍ୟାରେ ଅଜଣା ଚୋରମାନଙ୍କ…