ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ପ୍ରେରଣାଦାୟୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ ।୭: ଜୀନବରେ କିଛି ହାସଲ କରିବା ପାଇଁ ସମ୍ବଳ ଅପେକ୍ଷା ଇଚ୍ଛାଶକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ । ଜନହିତକର କାର୍ଯ୍ୟ କରିବାର ଲକ୍ଷ୍ୟ ନେଇ ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ମହାନ କାର୍ଯ୍ୟ ହାସଲ କରିପାରିବେ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଛନ୍ତି । ଗତ ୫…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟ ରେ ଶିଶୁ ବାଟିକା ବିଭାଗ ଓ ପ୍ରାଥମିକ ବର୍ଗ ର ବିଜ୍ଞାନ ମେଳା ରେ ୨୪୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ଦିବା ପର୍ଯ୍ୟାୟ ପ୍ରମୁଖ…

ଅନିଶ୍ଚିତତା ଭିତରେ ରାଜ୍ୟର ମେଟ୍ରୋ ପ୍ରକଳ୍ପ

ମେଟ୍ରୋ ପ୍ରକଳ୍ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ
ସ୍ପଷ୍ଟ ନାହିଁ: ବିଜେଡି ମାଟି ଉପରେ ଯିବ କି ମାଟି ତଳେ ହେବ, ସେନେଇ ଅନିଶ୍ଚିତତା ରହିଛି ନିଜସ୍ୱ ପାଣ୍ଠିରୁ ନିର୍ମାଣ କଲେ, କେନ୍ଦ୍ରର ଅନୁମୋଦନର ଆବଶ୍ୟକତା ନାହିଁ ଭୁବନେଶ୍ୱର, ୨୫/୦୭/୨୦୨୫: ବିଜୁ ଜନତା ଦଳ ସରକାର…

ରାଷ୍ଟ୍ରୀୟ ସଭାପତିଙ୍କୁ ଭେଟି ରିପୋର୍ଟ କାର୍ଡ ଦେଲେ ବିଧାୟକ ଟଙ୍କଧର ତ୍ରିପାଠୀ

ନୂଆଦିଲ୍ଲୀ, ୨୫ । ୦୭ : ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଆଜି ନୂଆଦିଲ୍ଲୀ ଠାରେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ଜେ.ପି.ନଡ୍ଡାଙ୍କୁ ସାକ୍ଷାତ କରି ବିଗତ ବର୍ଷକ ମଧ୍ୟରେ ନିଜ ନିର୍ବାଚନମଣ୍ଡଳୀରେ କରିଥିବା ଉନ୍ନୟନମୂଳକ କାର୍ଯ୍ୟର ଏକ ରିପୋର୍ଟକାର୍ଡ ପ୍ରଦାନ କରିଛନ୍ତି ।…

ଘେଁସ ମଣ୍ଡଳସ୍ତରୀୟ ବୈଠକ

ବିଜେପୁର :-ବିଜେପିର ଘେଁସ ମଣ୍ଡଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳସଭାପତି ଲୋକେଶ୍ଵର ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏଥିରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ବରଗଡ଼ ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ବିଜେପି…

ଗୁରୁତର ଆହତ ଯୁବକ କୁ ଉଦ୍ଧାର କରିଲେ ହିଞ୍ଜିଳି ପୋଲିସ।

ହିଞ୍ଜିଳି: ହିଞ୍ଜିଳି ବସଷ୍ଟାଣ୍ଡ ପରିସରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଜଣେ ଯୁବକ କୁ ହିଞ୍ଜିଳି ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର…

ବୋମା ଓ ଗୁଳି ମାଡ଼ରେ ଦାଦା ପୁତୁରା ଗୁରୁତର ଆହତ।

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସୁନାନ୍ତର ଗ୍ରାମର ସରପଞ୍ଚ ଙ୍କ ପିତା ତଥା ପଥର ବ୍ୟବସାୟୀ ନିରଞ୍ଜନ ଯେନା ଘର ନିକଟସ୍ଥ ପୋଖରୀ ହୁଡ଼ାରେ ବସି ଅନ୍ୟ ମାନଙ୍କ ସହ କଥା ହେଉଥିଲା ବେଳେ ହଠାତ୍ ୩ ଟି ମୋଟରସାଇକେଲ ରେ ୬ ଜଣ ଯୁବକ ମୁହଁରେ କନା ବାନ୍ଧି ଆସି ଅତର୍କିତ ଭାବେ…

ଗଛରେ ପିଟି ହୋଇ ମୋଟରସାଇକେଲ ଚାଳକ ମୃତ।

ହିଞ୍ଜିଳି : ହିଞ୍ଜିଳି ଥାନା ଅର୍ନ୍ତଗତ କଞ୍ଚୁରୁ ଦୁର୍ବନ୍ଧ ରାସ୍ତାରେ ଶଙ୍କର ବେହେରା ନାମକ ଜଣେ ଯୁବକ ମୋଟରସାଇକେଲ ରେ ଯିବା ବେଳେ ଗଛରେ ପିଟି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛି। ମୃତ ଯୁବକ ର ଘର ହିଞ୍ଜିଳି ସହର କେଉଟ ସାହି ଓ କୌଣସି କାମରେ ଆସିଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ…

“ସୁନା ମାଫିଆ ରମେଶ ମାଝୀଙ୍କର ଘନିଷ୍ଟ ନେତା କିଏ?”

ଭୁବନେଶ୍ୱର ତା. ୨୫.୭- ସାରା ରାଜ୍ୟରେ ନାରୀ ନିର୍ଯାତନା, ଅତ୍ୟାଚାର ଓ ଦୁଷ୍କର୍ମକୁ ନେଇ ରାଜ୍ୟବାସୀ ଭୟାକୁଳ ଓ ଦୁଃଖରେ ଥିବାବେଳେ ନୁର୍ନୀତିକୁ ନେଇ ଏକ ସାଂଘାତିକ ଘଟଣା ଘଟିଛି । ଗତ ୨୩ ତାରିଖରେ ସୁନା ନିବେଶ ନାମରେ ୨୦ କୋଟି ଟଙ୍କାର ଠକେଇ କରିଥିବା ରମେଶ ମାଝୀଙ୍କୁ କମିଶନରେଟ ପୋଲିସ…

ପୋକରା ବାଉଁଶ ଖାଇଛି କିଏ?

ଭୁବନେଶ୍ୱର ତା. ୨୫.୭- ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ରାଜୀବ ପଟ୍ଟନାୟକ ସରକାରଙ୍କ କଂଗ୍ରେସ ପ୍ରତିହିଂସା ମୂଳକ କାର୍ଯ୍ୟକଳାପ ଉପରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲା ଦିନରୁ ଯେଭଳି ନାରୀ ଅତ୍ୟାଚାର, ନିର୍ଯାତନା ଓ ଦୁଷ୍କର୍ମ ଇତ୍ୟାଦି…