Sign in
Sign in
Recover your password.
A password will be e-mailed to you.
ସମାଜସେବୀ ଓ ବିଚକ୍ଷଣ ରାଜନୀତିଜ୍ଞ ଗୋପୀନାଥ ରାଏଙ୍କ ସ୍ମୃତିରେ ଭାବବିହ୍ୱଳ ହେଲେ ସବୁବର୍ଗ
ଆଗପଡାରେ ଏକାଦଶୀ ତିଥି ସ୍ମୃତିଚାରଣ ସଭା ଅନୁଷ୍ଠିତ ।
କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ): ରାଜକନିକା ବ୍ଲକ ଅନ୍ତର୍ଗତ ଆଗପଡା ଗ୍ରାମର ପ୍ରଖ୍ୟାତ ସମାଜସେବୀ ଓ ବିଚକ୍ଷଣ ରାଜନୀତିଜ୍ଞ ଶ୍ରୀ ଗୋପୀନାଥ ରାଏଙ୍କ ଏକାଦଶ ତିଥି ଉପଲକ୍ଷେ ତାଙ୍କ ଭାସଭାବନ ଠାରେ ଗୁରୁତ୍ୱପୂର୍ଣ୍ଣ ସ୍ମୃତିଚାରଣ…
ଅଢେଇ ବର୍ଷର ରାସ୍ତା ପାଲଟିଛି ମରଣ ଯନ୍ତା ; ଲୋକଙ୍କ ଆନ୍ଦୋଳନ ଚେତାବନୀ
ବର୍ଷା କମିଲେ ରାସ୍ତା ମରାମତି : ଏସ୍.ଡି.ଓ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ନିର୍ମାଣ ହେବାର ମାତ୍ର ଅଢେଇ ବର୍ଷ ମଧ୍ୟରେ ରାସ୍ତାରେ ସୃଷ୍ଟି ହୋଇଛି ଅସଂଖ୍ୟ ଖାଲଖମା I ବର୍ଷା ହେଲେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡୁଛି I ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ଠାରୁ ଭାୟା…
ଚାକିରି ଚୋରି ଘଟଣାରେ ରାଜ୍ୟ ସରକାରଙ୍କ ମୁଖା ଖସି ପଡିଛି: ବିଜେଡି
ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ ପ୍ରସଙ୍ଗ
କ୍ରାଇମବ୍ରାଞ୍ଚ ମାଧ୍ୟମରେ ବଡ଼ ମୁଣ୍ଡ ଖସାଇ ଦେବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର
କେବଳ ଦଲାଲ ଓ ପରୀକ୍ଷାର୍ଥୀଙ୍କ ଗିରଫ ପର୍ଯ୍ୟାପ୍ତ ନୁହେଁ
ଯୁବ ସମାଜ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇଛନ୍ତି
ଭୁବନେଶ୍ୱର,…
ଜନଜାତି ମାନଙ୍କର ସ୍ୱାଭିମାନ ର ପରିଚୟ “ଆଦି କର୍ମଯୋଗୀ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ମୂଳପିଣ୍ଡ , ଭାରତର ଐତିହ୍ୟ ଓ ସଂସ୍କୃତିର ପରିଚାୟକ ହେଉଛନ୍ତି ଜନଜାତି। ଯାହାଙ୍କର ବିକାଶରେ ଆଜିର ବିକଶିତ ଭାରତ ପରିକଳ୍ପନା। ଏହି ବିକଶିତ ଭାରତ ର ଉଦ୍ଘୋଷଣା ରେ ଏକ ଅଭିନବ ପ୍ରୟାସ ହେଉଛି "ଆଦି କର୍ମଯୋଗୀ" କାର୍ଯ୍ୟକ୍ରମ। ଯେଉଁ…
ପ୍ରାଣୀ ଜଗତ ମାନବ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ: ଡକ୍ଟର ରାଓ
ସୋଆ ଆଇଭିଏସ୍ଏଏଚ୍ ପକ୍ଷରୁ ବିଶ୍ୱ ପ୍ରାଣୀ ଦିବସ ପାଳିତ
ଭୁବନେଶ୍ୱର, ଅକ୍ଟୋବର ୪ : କେବଳ ଅସୁସ୍ଥ ପ୍ରାଣୀମାନଙ୍କର ଚିକିତ୍ସା କରିବା ଜଣେ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟ ନୁହେଁ ବରଂ ଗ୍ରାମୀଣ ଜୀବିକା ଏବଂ ଖାଦ୍ୟ ସୁରକ୍ଷାର ନିରାପତା ପ୍ରତି ଦୃଷ୍ଟି ଦେବା ମଧ୍ୟ ସେମାନଙ୍କର ଦାୟିତ୍ୱ ବୋଲି…
“ବିଜେଡି ଆରମ୍ଭ କରିଥିଲା, ବିଜେପି ଦୁର୍ନୀତିର ଆନୁଷ୍ଠାନିକୀକରଣରେ ମାତିଛି”
ବିଜେପି ଅମଳରେ ଖାଲି ସ୍କାମ୍, ସ୍କାମ୍ ଆଉ ସ୍କାମ୍; ୧୫ ମାସରେ ୧୫ ପରୀକ୍ଷା ମହାଦୁର୍ନୀତି
ବଡବଡିଆ ତଦନ୍ତ ପରିସରଭୁକ୍ତ ହେବେ କେବେ; ମୁଖ୍ୟମନ୍ତ୍ରୀ ନିରବ କାହିଁକି?
ଏହା ଅନ୍ତଃରାଜ୍ୟ ରାକେଟ୍; ସିବିଆଇ ତଦନ୍ତ ଲୋଡା
ଭୁବନେଶ୍ୱର, ତା ୪.୧୦.୨୫:- ଓଡ଼ିଶା ପୋଲିସ୍…
ଧୀର ବଶା “ଲାଇଫ ଟାଇମ ଏଚିଭମେଣ୍ଟ” ସମ୍ମାନରେ ସମ୍ମାନିତ
ବାରିପଦାରୁ ଗୌର ଦାସ ଗିରି:- ଅମ୍ବିକା ସାହି ସ୍ଥିତ ହର ପାର୍ବତୀ ପୂଜା କମିଟିର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ନିର୍ଦ୍ଦେଶକ, ଅଭିନେତା ଧୀର ବଶାଙ୍କୁ କଳା କ୍ଷେତ୍ରରେ ଜୀବନ ବ୍ୟାପି ସାଧାନା ପାଇଁ "ଲାଇଫ ଟାଇମ ଏଚିଭମେଣ୍ଟ ଆୱାର୍ଡ " ରେ…
ନାଟକ ‘ନିସ୍ତବ୍ଧ ସାହାନାଇ’ ର ଶୁଭ ମହୁରତ
ବାରିପଦାରୁ ଗୌର ଦାସ ଗିରି: - ପବିତ୍ର ବିଜୟା ଦଶମୀ ଏବଂ ଗାନ୍ଧି ଜୟନ୍ତୀର ଶୁଭ ଅବସରରେ ବାରିପଦାର ସ୍ୱନାମଧନ୍ୟ ନାଟ୍ୟାନୁଷ୍ଠାନ "ରୂପାନ୍ତର" ର ପରବର୍ତ୍ତୀ ନାଟକ "ନିସ୍ତବ୍ଧ ସାହାନାଇ" ର ଶୁଭ ମହୁରତ ସ୍ଥାନୀୟ ହରିହର କଳା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଅଛି I ଏଥିରେ ଅନୁଷ୍ଠାନର ଅଭିଜ୍ଞ…
ଅକ୍ଟୋବର ୧୧-୧୨ରେ ‘ଫିନ୍ଭିଜନ୍ ଓଡ଼ିଶା’ ଜାତୀୟ ସମ୍ମିଳନୀ
https://youtu.be/5Auhhb-SnOs
ଭୁବନେଶ୍ୱର: ଗଣମାଧ୍ୟମ ଅନୁଷ୍ଠାନ ‘ମାରୁତି ମିଡିଆ’ ପକ୍ଷରୁ ଚଳିତ ମାସ ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ଏଠାରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’ ଅନୁଷ୍ଠିତ ହେବାକୁ ଯାଉଛି । ରାଜ୍ୟର ପ୍ରମୁଖ…
କାର ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା , ୪ ଆହତ
କାଲିମେଳା/ ସୁରେନ୍ଦ୍ର ବେମାଳ,୪|୧୦: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ପିଭି ୩୧ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ରେ ୪ ଆହତ । ମୋଟର ସାଇକେଲ ଓ କାର ମୁହାଁ ମୁହିଁ ହୋଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ…