Sign in
Sign in
Recover your password.
A password will be e-mailed to you.
କାର ଓ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା , ୪ ଆହତ
କାଲିମେଳା/ ସୁରେନ୍ଦ୍ର ବେମାଳ,୪|୧୦: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ୍ପିଭି ୩୧ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ରେ ୪ ଆହତ । ମୋଟର ସାଇକେଲ ଓ କାର ମୁହାଁ ମୁହିଁ ହୋଇ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ…
ରାଉରକେଲା ପାନପୋଷ ବସ୍ତି ରେ ପୋଲିସ୍ ଦ୍ବାରା ବେଆଇନ୍ ବାଣ ଜବତ୍
ରାଉରକେଲା:(ବସନ୍ତ କୁମାର ଜେନା):, ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ରଘୁନାଥପାଲ୍ଲୀ ଥାନା ଏସ୍ଆଇ ଏଚ୍.ପ୍ରଧାନ ପୋଲିସ୍ କର୍ମଚାରୀଙ୍କ ସହିତ ରାଉରକେଲାର ପାନପୋଷ ବସ୍ତିରେ ଏକ ବେଆଇନ ବାଣ ମାମଲା ଚିହ୍ନଟ କରିଥିଲେ। ଅଭିଯୁକ୍ତ ପବନ କୁମାର ଚୌରାସିଆ ପର୍ବପର୍ବାଣୀ ଋତୁରେ ରାଉରକେଲା ବଜାରରେ…
ଆଳିରେ ପୋଲିସଙ୍କ ବଡ଼ ସଫଳତା ପେଟ୍ରୋଲ ଟ୍ୟାଙ୍କରରୁ ଜବତ ୯ଟି ଗାଈ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳରେ ପୋଲିସ ଆଜି ଗୋଟିଏ ବଡ଼ ସଫଳତା ହାସଲ କରିଛି। ଗୁପ୍ତ ସୂଚନାର ଆଧାରରେ ଆଳି ପୋଲିସ ଟିମ୍ ଦ୍ୱାରା ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ବିଶେଷ ଅଭିଯାନ ଚଳାଇଥିଲେ। ଏହି ଅଭିଯାନ ସମୟରେ ପୋଲିସ ଜବତ କରିଛନ୍ତି ଗୋଟିଏ…
ସାଂସଦ ବଳଭଦ୍ର ମାଝୀଙ୍କ ବିଭିନ୍ନ ବିଭାଗୀୟ ସମୀକ୍ଷା ବୈଠକ
ନବରଙ୍ଗପୁର ତା ୪.୧୦.୨୦୨୫: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅପରାହ୍ନ ୩.୦୦ ଘ ସମୟରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର…
ବିଭିନ୍ନ ସ୍ଥାନରେ ମାଆ ଦୂର୍ଗାଙ୍କ ପୂଜା ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ପୂଜା ମଣ୍ଡପ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଏନ୍ଏସି ଏବଂ ବ୍ଳକ୍ ର ବିଭିନ୍ନ ପୂଜା ମଣ୍ଡପରେ ମହା ଆଡମ୍ବରରେ ଦଶଭୂଜା ମାଆ ଦୂର୍ଗାଙ୍କ ପୂଜା ଅନୁଷ୍ଠିତ ହୋଇଛି I ମହା ସପ୍ତମୀ ଠାରୁ ଏହି ପୂଜା ଆରମ୍ଭ ହୋଇଛି I ବେଲଗୁଣ୍ଠା ସହରର କଂସାରୀ ସାହି ଏବଂ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ପରିସରରେ…
ଜୁଆ ଆଡ୍ଡା ଉପରେ ଭଞ୍ଜନଗର ପୋଲିସ୍ ର ଘନ ଘନ ଚଢ଼ାଉ ଓ ଲକ୍ଷାଧିକ ଟଙ୍କା ସହ ଅନେକ ମୋବାଇଲ୍ ଜବତ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଭଞ୍ଜନଗର ସହର ଅଞ୍ଚଳ ରେ ଶାନ୍ତି ନିରାପତ୍ତା ବଜାୟ ରଖିବାକୁ ବିଶୃଙ୍ଖଳା ପରିସ୍ଥିତି କୁ ଏଡାଇବାକୁ ଯାଇ ସ୍ଥାନୀୟ ପୋଲିସ ଜୁଆ ଖେଳ ସ୍ଥାନରେ ଚଢାଉ ଵରା ବର୍ ଜାରି ରଖିଛି। ଏବଂ ଏଯାବତ ଲଗାତାର ଚଢାଉରେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ନଗଦ ଟଙ୍କା ମଧ୍ୟ ଜବତ…
ମାସିକିଆ ମାଗଣା ହାଟ ଓ ସାମୁହିକ ଜନ୍ମଦିନ ପାଳନ
ରାଉରକେଲା(ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଅନ୍ବେଷା ତରଫରୁ ରେଲୱେ କଲୋନୀ ସ୍ଥିତ ଶାନ୍ତି ଭବନ ଠାରେ ମାସିକିଆ ମାଗଣା ହାଟ ଓ ୧୧୭ ତମ ଜନ୍ମଦିନ ପାଳନ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ ରାକେଶ କୁମାର…
ପୋଲିସ ଏସ୍ଆଇ ନିଯୁକ୍ତିରେ କେଳେଙ୍କାରୀ, ସିବିଆଇ ତଦନ୍ତ ଦାବିରେ ରାଜରାସ୍ତାକୁ ଓହ୍ଲାଇବୁ: ବିଜେଡି
ଆଉଟସୋର୍ସିଂ ମାଧ୍ୟମରେ ଦୁର୍ନୀତି ପାଇଁ ବାଟ ଖୋଲାଯାଇଥିଲା
ରାଜ୍ୟ ସରକାରଙ୍କ ନିଦେ୍ର୍ଦଶରେ ପଞ୍ଚସଫ୍ଟ ଭଳି ଅନଭିଜ୍ଞ ସଂସ୍ଥାକୁ ଦାୟିତ୍ୱ
ଚାକିରୀ ବିକ୍ରି ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ
ସୋମବାର ହେବ ବିଜେଡିର ପ୍ରତିବାଦ ଶୋଭାଯାତ୍ରା…
ବସନ୍ତପୁର ସାଇ ମନ୍ଦିରରେ ମହାସମlଧି ଦିବସ ପାଳିତ
ଗରଦପୁର -ପବିତ୍ର ଦଶହରା ଆଜିର ଦିନରେ ବାବା ମହସମାଧି ନେଇଥିଲେ।।। ଶିରିଡି ରେ ମହସମାରୋହରେ ଏହି ଦିବସ ପାଳନ ହେଉଥିବା ବେଳେ ସମସ୍ତ ସାଇ ମନ୍ଦିର ମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରା ଯାଉଛି।। ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠାକରାଯାଇଥିବା…
ଗଛରୁ ଖସି ନଡ଼ିଆ ତୋଳାଳି ର ମୃତ୍ୟୁ।
ହିଞ୍ଜିଳି: ହିଞ୍ଜିଳି ଥାନା ଅର୍ନ୍ତଗତ କୋଳିଦାସ ପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଜଣେ ନଡ଼ିଆ ତୋଳାଳି ର ମୃତ୍ୟୁ ଘଟିଛି। ମୃତ ଜଣକ ହେଉଛନ୍ତି କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଗୋପପୁର ଗ୍ରାମର କୃଷ୍ଣଚନ୍ଦ୍ର ନାହାକ ଓ ସେ ଉକ୍ତ ଗ୍ରାମର ଜଣେ ବାସିନ୍ଦା ଙ୍କ ଘରେ ନଡ଼ିଆ ତୋଳିବାକୁ ଆସି…