Sign in
Sign in
Recover your password.
A password will be e-mailed to you.
ଟିଟିଲାଗଡ ରେଳଷ୍ଟେସନରେ ଜାତୀୟ ପତାକାର ଅପମାନ !!
"ଚିରିଯାଇଥିବା ତ୍ରିରଙ୍ଗା ଝଣ୍ଡାକୁ ଯତ୍ନ ନେବାରେ ରେଳ ବିଭାଗର ଘୋର ଅବହେଳା"
ବଲାଙ୍ଗୀର,ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ଟିଟିଲାଗଡ ରେଳଷ୍ଟେସନରେ ଉଚ୍ଚସ୍ଥିତ ରାଷ୍ଟ୍ରୀୟ ପତାକା ଭାରତର ଗୌରବ ଓ ଅସ୍ମିତାର ପ୍ରତୀକ ଏବେ ଦୁର୍ଦଶାର ଶୀକାର ହୋଇଛି। ଅଧିକ ସମୟ ଧରି ଯତ୍ନ ନ…
୨୫ ବର୍ଷ ପରେ ମଧ୍ଯ ପୁରୀର ପ୍ରକୃତ ବିକାଶ ହୋଇନାହିଁ
ପୁରୀ, (ଅନିମେଶ ପଟ୍ଟନାୟକ): ଗତ ୨୫ ବର୍ଷରେ ପୁରୀ ଜିଲ୍ଲାରେ ପ୍ରକୃତ ଅର୍ଥରେ ବିକାଶ ହୋଇନାହିଁ। ଶ୍ରୀମନ୍ଦିରର ଚାରି ଦୁଆରରେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ହେଉନାହିଁ । ରତ୍ନଭଣ୍ଡାର ରତ୍ନ ଗଣତି ଭକ୍ତମାନଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛି । ଜମିଜମା ଓ ଲିଜ୍ ସମସ୍ୟାରେ ଅଶି ହଜାର ପରିବାର…
ଦୁର୍ଘଟଣାରେ ଯୁବକ ଗୁରୁତର
ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତର ହନୁମନ୍ତିଆ ରାସ୍ତାରେ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୁଣ୍ଡର ପଛପାଖରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବା ବେଳେ ଖବର ପାଇ କୁରାଳ ସରପଞ୍ଚ ବିଜନ ପାଇକରାୟ ସଙ୍ଗେ…
ସୁନାମୁହିଁ ଗ୍ରାମ ଦାଣ୍ଡରେ ବୃଦ୍ଧ ବାପାଙ୍କୁ ପୁଅର ଅମାନୁଷିକ ଆକ୍ରମଣ,
ବେକରେ ଖୋଜ ପକାଇ ମାରୁଥିଲା ବେଳେ ପୁଅ ହାବୁଡ଼ରୁ ଗ୍ରାମବାସୀ ଦ୍ଵାରା ଉଦ୍ଧାର ବୃଦ୍ଧ ଥାନାରେ ଅଭିଯୋଗ ଜଣାଇଲେ,
ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସୁନାମୁହିଁ ପଞ୍ଚାୟତ ସୁନାମୁହିଁ ଗ୍ରାମ ଦାଣ୍ଡରେ ଅମାନୁସୀକ ଭାବେ ପୁଅ ବୃଦ୍ଧ ବାପାଙ୍କୁ ଘୋଷାରି…
କଟକରେ ଶାନ୍ତି,ଶୃଙ୍ଖଳା ରକ୍ଷା କରିବାକୁ ଅପିଲ କଲେ ପିସିସି ସଭାପତି
ଭୂବନେଶ୍ବର, ତା ୫.୧୦.୨୫ :- ଦୀର୍ଘ ବର୍ଷ ଧରି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକରେ ଭାଇଚାରା ଭିତ୍ତିରେ ଦଶହରା ପର୍ବ ପାଳନ କରିଥାନ୍ତି।ତେବେ ଭାଇଚାରାର ସହର କଟକ ଦରଘା ବଜାରରେ ଦଶହରା ଭସାଣି ସମୟରେ ଯେଭଳି ଘଟଣା ଘଟିଲା ଏହାକୁ ନେଇ ଓଡିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଉଦବେଗ ପ୍ରକାଶ…
କଟକ ଘଟଣାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ
ଭାଇଚାରା ବଜାୟ ରଖନ୍ତୁ, ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ
ଭୁବନେଶ୍ୱର,୫ ଅକ୍ଟୋବର ୨୦୨୫: କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ମାଆ ଶ୍ୟାମାକାଳୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ପ୍ରତିବର୍ଷ ଚଳିତ ବର୍ଷ ମଧ୍ୟ ଗୋବରା ମୁଖ୍ୟ ସଡକରେ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ପାଳିତ ହେବ ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ପ୍ରରିପ୍ରେକ୍ଷୀରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି I ଶ୍ରୀ ଶ୍ରୀ…
ଭାରତୀୟ ବାୟୁସେନାର ପ୍ରାକ୍ତନ ବୈମାନିକ ସୂର୍ଯ୍ୟ କୁମାର ନନ୍ଦଙ୍କ ଦେହାନ୍ତ
ଭୁବନେଶ୍ବର ତା.5.10.2023 : ଭାରତୀୟ ବାୟୁସେନାର 1960 ଦଶକର ବୈମାନିକ ତଥା ଭୁବନେଶ୍ଵର 'କଳ୍ପନା ଟକିଜ୍' ପରିବାରର ଜ୍ଯେଷ୍ଠ ପୁରୋଧା 'ସୂର୍ଯ୍ୟ କୁମାର ନନ୍ଦ'ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଗତ ତିନି ଅକ୍ଟୋବର ରାତ୍ରିରେ ଦେହାନ୍ତ ହୋଇଯାଇଛି l ସୂର୍ଯ୍ୟ ନନ୍ଦଙ୍କ ଜନ୍ମ 1935…
ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ଚଳିତବର୍ଷ ସେକ୍ଟର ୭ ଦୁର୍ଗାପୂଜା ପଡିଆ ରେ ଧୁମ୍ ଧାମରେ ପାଳନ କରିବ ମା ଲକ୍ଷ୍ମୀ…
ରାଉରକେଲା, (ବସନ୍ତ କୁମାର ଜେନା) : ଆଜି ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି ରାଉରକେଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର -୭ କମ୍ଯୁନିଟି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଇତିହାସ ରେ ପ୍ରଥମ ଥର ୧୨୦ ରୁ ଉର୍ଦ୍ଧ୍ବ କେବଳ ମହିଳା ସଦସ୍ୟ ଙ୍କୁ ନେଇ ଗଠିତ ମାତୃଶକ୍ତି…
ବିଜେପୁର ବାଦିପାଲି ବଜାରରେ ମାତିଲା ମୋବାଇଲ ଚୋର, ଲୋକମାନଙ୍କ ହାତେ ଧରାପଡ଼ିଲା
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବାଦିପାଲି ସାପ୍ତାହିକ ବଜାର ଅଞ୍ଚଳରେ ଆଜି ରବିବାର ଦିନ ମୋବାଇଲ ଚୋରୀ ଘଟଣାକୁ ନେଇ ଭିଡ଼ ସୃଷ୍ଟି ହୋଇଥିଲା। ବଜାର ଭିତରେ ଏକ ବ୍ୟକ୍ତିଙ୍କ ମୋବାଇଲ ଚୋରି କରି ପଳାଇବାକୁ ଯାଉଥିବା ଚୋରକୁ ସତର୍କ ହୋଇଥିବା ସାଧାରଣ ଲୋକମାନେ ଧରିପକାଇଥିଲେ।ସ୍ଥାନୀୟ…