ମାଲକାନଗିରିରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ

 ବ୍ରହ୍ମପୁର, ଜୁଲାଇ ୨୦୨୫: ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାଲକାନଗିରି ଜିଲ୍ଲାର ସିନ୍ଧ୍ରିମାଳ ଗ୍ରାମରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବୃକ୍ଷ ମିତ୍ର ପଦକ୍ଷେପ…

ଟାଟା ପାୱାର କୁ ବିଦ୍ୟୁତ ଯୋଗାଣ ଦେଇ ସରକାର ଅଚିନ୍ତା

ଟାଟା ପାୱାର ବିଦ୍ୟୁତ ଯୋଗାଣ ନେବା ଦିନଠୁ ବିଦ୍ୟୁତ କାଟ ଏକ ବଡ଼ ସମସ୍ୟା ଅଞ୍ଚଳରେ ଲୋକଙ୍କ ଆକ୍ରୋଶ ବଢୁଥିବା ବେଳେ ଲୋକଙ୍କ ରହୁଛି ବିଭିନ୍ନ ପ୍ରତିକ୍ରିୟା କୁଚିଣ୍ଡା(ଲିପନ ନାଏକ ): ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନ ପରେ ସରକାର ଜନତା ଙ୍କୁ ବିଭିନ୍ନ ମାଧ୍ୟମରେ ସୁବିଧା…

“ଶିଶୁବିକ୍ରୀ ଘଟଣା ସାରା ରାଜ୍ୟର ମଥାକୁ ଲଜ୍ୟାରେ ଅବନତ କରିଦେଇଛି”

ବଲାଙ୍ଗୀର/ଭୁବନେଶ୍ୱର ତା ୨୮/୭/୨୫ :- ଦାରିଦ୍ର୍ୟ, ଦାଦନ, ଅନାହାର ମୃତ୍ୟୁ, ଶିଶୁବିକ୍ରୀ ଇତ୍ୟାଦି ପାଇଁ ଜାତୀୟ ସ୍ତରରେ ଦୁର୍ନାମ ରଚିଥିବା କେଵିକେ ଅଞ୍ଚଳରେ ଘଟିଥିବା ଶିଶୁବିକ୍ରୀ ଘଟଣା ସାରା ରାଜ୍ୟର ମଥାକୁ ଲଜ୍ୟାରେ ଅବନତ କରିଦେଇଛି । ବଲାଙ୍ଗୀର ଜିଲ୍ଲା, ଟିଟିଲାଗଡ଼ ବ୍ଲକର ଭାଲେଗାଁ…

ଜେଆରଡି ଟାଟା: ଏକ ସମନ୍ୱିତ ଓଦୀର୍ଘସ୍ଥାୟୀ ଭବିଷ୍ୟତର ଦୂରଦ୍ରଷ୍ଟା

(ଜେଆରଡି ଟାଟାଙ୍କ ୧୨୧ତମ ଜୟନ୍ତୀ ଉପଲକ୍ଷେ) ଜେଆରଡି ଟାଟା ଭାବେ ପରିଚିତ ଜେହାଙ୍ଗୀର ରତନଜୀ ଦାଦାଭୋୟ ଟାଟା କେବଳ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି ନଥିଲେ, ବରଂ ଜଣେ ଦୂରଦ୍ରଷ୍ଟା ବ୍ୟକ୍ତିତ୍ୱ ଥିଲେ । ସେ ଏକ ଏକ ସମନ୍ୱିତ ଭବିଷ୍ୟତର ସ୍ୱପ୍ନ ଦେଖିଥିଲେ ଯେଉଁଠାରେ ପ୍ରକୃତିଏବଂ ମାନବସମାଜ…

ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‍ର ‘ନିରୋଗଶାଳା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ‘ନିରୋଗଶାଳା’ ପ୍ରଚଳନ କରିଛି । ଏହି ସିଏସ୍‍ଆର ପ୍ରୟାସ ଓଡ଼ିଶାର ରାୟଗଡା ଜିଲ୍ଲାର ଦୁର୍ଗମ ଗ୍ରାମଗୁଡିକରେ ଜନସାଧାରଣଙ୍କ ଦ୍ୱାରଦେଶରେ ସେମାନଙ୍କୁ ଉଭୟ…

ଫେମିନା ୱିମେନ୍ ଆଚିଭର୍ସ, ଓଡ଼ିଶା ୨୦୨୫ ସମ୍ମାନ: ସୋଆର ମହିଳା ୱର୍କଫୋର୍ସକୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମାନ…

ଭୁବନେଶ୍ୱର, ଜୁଲାଇ ୨୮: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କର୍ଷତା ଓ ଏହାର ଅଗ୍ରଣୀ ଭୂମିକା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମହିଳା ୱର୍କଫୋର୍ସକୁ ଫେମିନା ୱିମେନ୍ ଆଚିଭର୍ସ ୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି । ଶନିବାର ଭାରତର ଅଗ୍ରଣୀ ମହିଳା ଭିତିକ ପ୍ରତ୍ରିକା ଫେମିନା…

ଚୋରା କାଠ ସହ ନମ୍ବର ବିହୀନ ଟ୍ରାକ୍ଟର ଜବତ : ଅଭିଯୁକ୍ତ ଗିରଫ୍

ପଦ୍ମପୁର :- ଚୋରା ଚାଲାଣ ହେଉଥିବା କେନ୍ଦୁ କାଠ ସହ ନମ୍ବର ବିହୀନ ଟ୍ରାକ୍ଟର କୁ ଜବତ କରିବା ସହ ଜଣେ ଅଭିଯୁକ୍ତ କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପଦ୍ମପୁର ବନବିଭାଗ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ରେଞ୍ଜର ରଞ୍ଜିତ ସିଂ ବାବୁ ଙ୍କ ନେତୃତ୍ଵରେ ଏକ ଟିମ୍ ବୁଡ଼େନ ଥାନା…

ଦଶହରାରେ ପୁଣି ଚାଲିବ ରାବଣରାଜ

ବିଜେପୁର : ପ୍ରତିବର୍ଷ ପରି ଚଳିତ ବର୍ଷ ବରଗଡ଼ ଜିଲ୍ଲା ବିଜେପୁର ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାସପ୍ତମୀ ଠାରୁ ବିଜୟା ଦଶମି ପର୍ଯ୍ୟନ୍ତ ପ୍ରତିବର୍ଷ ପରି ଚଳିତ ବର୍ଷ ରାବଣରାଜ ସହିତ ରାମଲୀଲା ପାଇଁ କମିଟୀ ତରଫରୁ ସର୍ବଜନୀନ ନବଦିନାତ୍ମକ ଦୁର୍ଗାପୂଜା, ବିଜେପୁର…

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର, ୯୦ ଅଭିଯୋଗ ପଞ୍ଜିକୃତ ୨୨ ତତ୍କାଳ ସମାଧାନ

ଓଡ଼ଗାଁ,୨୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ଼ ଲଗ୍ନଜିତ…

ବାଇକ ସହ ୩ କେଜି ଗଞ୍ଜେଇ ଜବତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ଜଣଙ୍କ ଠାରୁ ବାଇକ ସହ ୩ କେଜି ଗଂଜେଇ ଜବତ କରି ଅଭିଯୁକ୍ତ ଙ୍କୁ ସୋମବାର କୋର୍ଟ ଚାଲାଣ କରିଛି| ରାମପୁର ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟାରେ…