ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମାସିକ ବୈଠକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ମାସିକ ବୈଠକ ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଓ ବିଜ୍ଞାପିତ ଅଞ୍ଚଳ…

ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ।

ପଦ୍ମପୁର:- ସ୍ଥାନୀୟ ପଦ୍ମପୁର ନିକଟସ୍ଥ ନବ ପ୍ରଭାତ ଆଶ୍ରମ ଠାରେ ପତଞ୍ଜଳି ଯୋଗପୀଠ ହରିଦ୍ଵାର ର ପୂର୍ବତନ ଡାକ୍ତର ଡ଼ଃ ସୁବାଷ ଚନ୍ଦ୍ର ନାୟକ ଙ୍କ ଆୟୁର୍ବେଦ ଚିକିତ୍ସା ରେ ବହୁ ପୁରାତନ ରୋଗ ଭଲ ହେଉଥିବା ରୁ ଦୂରଦୂରାନ୍ତରୁ ବହୁତ ରୋଗୀ ଆସି ନିଜ ନିଜ ର ରୋଗ ର ଆୟୁର୍ବେଦିକ ଚିକିତ୍ସା…

ଏନ୍ ଏସ ଏସ (ଜାତୀୟ ସେବା ଯୋଜନା)ଓରିଏଣ୍ଟେଶନ କାର୍ଯ୍ୟ କ୍ରମ ଅନୁଷ୍ଠିତ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ସହୀଦ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏନ୍ ଏସ ଏସ ପକ୍ଷ ରୁ ଏକ ଓରିଏଣ୍ଟେସନ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ…

ବାର୍ଷିକ ମାତୃ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ।

  ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଶିଶୁ ବିହାର ବିଦ୍ୟାଳୟ ରେ ବାର୍ଷିକ ମାତୃ ପ୍ରଶିକ୍ଷଣ ବର୍ଗ ଅନୁଷ୍ଠିତ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ  ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷା ଅଧ୍ୟକ୍ଷା…

ରକ୍ତ ଦାନ ଶିବିର ଅନୁଷ୍ଠିତ।

 ବାସୁଦେବପୁର -ଶ୍ରୀସତ୍ୟସାଇ ସେବାସମିତି ବାସୁଦେବପୁର ପକ୍ଷରୁ ଏକ ମହତ ରକ୍ତଦାନ ଶିବିର(ପ୍ରେମସଞ୍ଜିବନୀ )ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ସାଇଜିଲ୍ଲା ଭଦ୍ରକ -2 ରଜିଲ୍ଲା ସଭାପତି ବୃନ୍ଦାବନ ଚନ୍ଦ୍ର ବେହେରା, ଜିଲ୍ଲା ରକ୍ତଦାନ ସଂଯୋଜକ ଉଦୟ ନାରାୟଣ ପଣ୍ଡା, ସମିତି ଅଭାହକ ପବିତ୍ର ମୋହନ…

ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ପାଳିତ

ବିଶ୍ୱ ବଜାରରେ ପହଂଚି ନଥିବା ଓଡ଼ିଶାର ପରିଚିତ ଉତ୍ପାଦଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ ଭୁବନେଶ୍ୱର: ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମରେ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ସଫଳତାର ସହିତ…

ବେଦାନ୍ତ ଲାଞ୍ଜିଗଡ଼ର ଦକ୍ଷତା ତାଲିମ କେନ୍ଦ୍ର ପ୍ରଥମ ଖାଦ୍ୟ ଏବଂ ପାନୀୟ (F&B) ବ୍ୟାଚ୍ ପାଇଁ ୯୨% ନିଯୁକ୍ତି…

କଳାହାଣ୍ଡି ଜିଲ୍ଲାରେ ଶିଳ୍ପ-ସମର୍ଥିତ ଦକ୍ଷତା ଏବଂ ଡିଜିଟାଲ୍ ସାକ୍ଷରତା ମାଧ୍ୟମରେ ଏହି ଦକ୍ଷତା ତାଲିମ ସ୍ଥାନୀୟ ଯୁବକମାନଙ୍କୁ ସଶକ୍ତ କରୁଛି ଲାଞ୍ଜିଗଡ଼, ୦୨/୦୮/୨୫: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ ଦକ୍ଷତା ତାଲିମ ପଦକ୍ଷେପ…

ଜୟ ଓଡ଼ିଶାର 13ତମ ରକ୍ତଦାନ ଶିବିର ଆୟୋଜିତ

ଜୟ ଓଡ଼ିଶା ଓ "ମା ମଙ୍ଗଳା ୟୁଥ୍ କ୍ଲବ" ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି "ରକ୍ତଦାନ" ଯୋଜନାର ୧୩ତମ ରକ୍ତଦାନ ଶିବିର। ଏହା ମା ମଙ୍ଗଳା କ୍ଲବ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା, ଯେଉଁଠାରେ ସ୍ଥାନୀୟ ବାସିନ୍ଦାମାନେ ଓ କ୍ଲବର ସଦସ୍ୟମାନେ ମିଶି ୭୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।…

କ୍ରେଡାଇ ପକ୍ଷରୁ ଭୁବନେଶ୍ୱରରେ ସାଧାରଣ ପରିଷଦ ବୈଠକ ୨୦୨୫ ଆୟୋଜିତ

 ସନ୍ତୁଳିତ ସହରାଂଚଳ ବିକାଶ ପାଇଁ ଟିୟର ୨ ଓ ଟିୟର ୩ ସହରଗୁଡିକରେ ନିବେଶ ପାଇଁ ଡେଭ୍‌ଲପରଙ୍କୁ ଓଡିଶା ସରକାରଙ୍କ ନିବେଦନ -ସ୍ୱଦେଶ କୁମାର ରାଉତରାୟ କ୍ରେଡାଇର ପୂର୍ବାଂଚଳ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ଭୁବନେଶ୍ୱର: ଓଡିଶାର ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ବଡ ସଫଳତାକୁ…

ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ରାସ୍ତା ଅବରୋଧ, ସରଳ ନିୟମ ଦାବିରେ ଆନ୍ଦୋଳନ

https://youtu.be/r93zQawBkYI   ବିଜେପୁର :-ଆଜି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବରଗଡ଼-ରାୟଗଡ଼ ରାସ୍ତାରେ ଆମ୍ବାଭୋନା ଠାରେ ଚାଷୀମାନେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଧାନ ବିକ୍ରୟ ପାଇଁ ପଞ୍ଜୀକରଣ ବ୍ୟବସ୍ଥାକୁ ସହଜ ଓ ସରଳ…