ଡିଜିଟାଲ ଉପସ୍ଥାନ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଉ

ଓଡ଼ଗାଁ,୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମିଳିତ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ) ଅର୍ଥାତ୍ ଡିଜିଟାଲ ଉପସ୍ଥାନ ବ୍ୟବସ୍ଥାକୁ ସ୍ଥଗିତ ରଖିବା ନେଇ ଦାବି କରାଯାଇଛି । ଜିଲ୍ଲାର ପ୍ରାଥମିକ ଠାରୁ ମାଧ୍ୟମିକ…

ପୋଖରୀରେ ବୁଡ଼ି ୧୧ ବର୍ଷ ନାବାଳିକାଙ୍କ ମୃତ୍ୟୁ

ଓଡ଼ଗାଁ,୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ଧଝୋଲା ଗ୍ରାମର ରାଜେନ୍ଦ୍ର ନାୟକଙ୍କ ୧୧ ବର୍ଷର ଝିଅ ଜ୍ଜୋତ୍ସ୍ନାରାଣୀ ନାୟକ ଶନିବାର ସକାଳ ପ୍ରାୟ ୧୦ ସମୟରେ ସାଥି ପିଲାଙ୍କ ସହିତ ପୋଖରୀକୁ ସ୍ନାନ ପାଇଁ ଯାଇଥିଲା । ଅସାବଧାନତା ବସତଃ ପାଣିରେ…

ଦୁର୍ଘଟଣାରେ ଆହତ ସାମ୍ବାଦିକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ବିଧାୟକ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଗତ ୨୯ ତାରିଖରେ ବେଲଗୁଣ୍ଠାର ସାମ୍ବାଦିକ ତଥା ବିଜେପି ନଗର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ ତ୍ରୀପାଠି ନିଜ ଘର ଆଗରେ ଛିଡ଼ା ହୋଇଥିବା ସମୟରେ ଏକ ମୋଟରସାଇକେଲ୍ ଆସି ତାଙ୍କୁ ଧକ୍କା ଦେଇଥିଲା I ଫଳରେ ସୂର୍ଯ୍ୟ ନାରାୟଣଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ…

ବରଗଡ଼ରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଜନ ଅଭିଯୋଗ ଶୁଣାଣି

ବିଜେପୁର /ବରଗଡ:-ବରଗଡ଼ ସର୍କିଟ ହାଉସ ଠାରେ ରାଜସ୍ବ ଏବଂ ବିପର୍ଯ୍ୟସ୍ତ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ବହୁ ଜନସାଧାରଣ ତଥା ସଂଗଠନ ମାନେ ସିଧାସଳଖ ମନ୍ତ୍ରୀଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ |…

ବେଲଗୁଣ୍ଠାରେ ଦ୍ୱିତୀୟ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ ; ଗୁଣାତ୍ମକ ଶିକ୍ଷା ଉପରେ ବିଇଓ ଗୁରୁତ୍ବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ…

ପଞ୍ଜିକରଣ ପାଇଁ ନୁଆଁ ନିୟମ କୋହଳ ଦାବି

ବିଜେପୁର:-୨୦୨୫ ଖରିଫ ଧାନ ବିକ୍ରି ପଞ୍ଜିକରଣ ନୂତନ ବ୍ୟବସ୍ଥା ର ଜଟିଳତା ପ୍ରସଙ୍ଗରେ ସମାଧାନ ପାଇଁ ସଂଯୁକ୍ତ କୃଷକ ସଂଗଠନ ଏବଂ ପ୍ରଶାସନିକ ପ୍ରତିନିଧି ଜିଲ୍ଲା ଉପନିବନ୍ଧକ ଅଧିକାରୀ ଯୁଗଳ ଦାସ, ARCS ରାଧେ ମେହେର ଙ୍କ ସହିତ ଦ୍ବିପକ୍ଷୀକ ଆଲୋଚନା ହୋଇଯାଇଛି। ଆଲୋଚନା ରେ ସଂଗଠନ ପ୍ରତିନିଧି…

ଆଇନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାମ୍ବାଦିକଙ୍କୁ ଆକ୍ରମଣ ; ବିଭିନ୍ନ ମହଲରେ ନିନ୍ଦା

ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଖୋର୍ଦ୍ଧା ଏସ୍.ପି ଙ୍କୁ ଭେଟିଲେ ସାମ୍ୱାଦିକ ଖୋର୍ଦ୍ଧାରୁ (ଶେକ ଜାଫର) : ଗତ ଏପ୍ରିଲ୍ ମାସରେ ଏକ ନାବାଳିକାର ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଖବର ପ୍ରସାରଣ କୁ ନେଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଜଣେ କାର୍ଯ୍ୟରତ…

ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଗୁଣୁପର:ବିଭିନ୍ନ ଦାବି ନେଇ ଗୁଣପୁର ବ୍ଲକ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଜଲଯ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ବ୍ଲକ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପକ୍ଷରୁ ୬…

ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ ତୁଳସୀପୁର ଗ୍ରାମବାସୀ: ମହିଳା କରୁଛନ୍ତି ନିଶା କାରବାର

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଗତକାଲି ରାତିରେ ତୁଳସୀପୁର ଗ୍ରାମର ମହେଶ୍ୱର ପ୍ରଧାନଙ୍କୁ ଥାନାକୁ ଉଠାଇ ଆଣିଥିବା ବେଳେ ଆଜି ଶତାଧିକ ଗ୍ରାମବାସୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଦାବି ଜଣାଇଛନ୍ତି । ତାଙ୍କ ଗ୍ରାମର ଜଣେ ମହିଳା ଓ ତାଙ୍କ ଦୁଇ ଝିଅ ନିଶା କାରବାର…

ଭିଜନ ଡକ୍ୟୁମେଣ୍ଟ ୨୦୩୬ର ପ୍ରସ୍ତୁତି –

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଳ୍ପିତ ଗଜପତି ୨୦୩୬ ର ରୂପରେଖ କିପରି ହେବ ତାହାର ଏକ ପ୍ରସ୍ତୁତି…