Sign in
Sign in
Recover your password.
A password will be e-mailed to you.
ଭୋଟ ଚୋରି କରି ବିଜେପି ସରକାର କରିଛି – କଂଗ୍ରେସ
ରାହୁଲ ଗାନ୍ଧୀଙ୍କ ଭୋଟ ଚୋରୀ ଅଭିଯୋଗ କୁ ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ
ବଲାଙ୍ଗିର-୧୧/୦୮- ବର୍ତ୍ତମାନ ଦେଶରେ ବାରମ୍ବାର ବିଜେପି ସରକାରକୁ ଆସୁଛି । ଜନତାଙ୍କ ମୁଡ ବିଜେପି ବିରୋଧି ଥିଲେ ହେଁ ଭୋଟ ଗଣତି ବେଳକୁ ଅଚାନକ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ଲାଭ କରୁଛି ।…
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସରକାରୀ କାର୍ଯ୍ୟାଳୟ ଅଚଳ : ସମୂହ ଛୁଟିରେ ଅଛନ୍ତି ରାଜସ୍ବ ଅମଲା।
କେନ୍ଦୁଝର,ତା୧୧/୮- ବିଭିନ୍ନ ଦାବି ନେଇ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ଆଜି ତା୧୧.୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୁହ ଛୁଟିରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସମସ୍ତ ବ୍ଲକ୍, ତହସିଲ, ଆଇସିଡ଼ିଏସ୍ , ଆଇଟିଡିଏ…
ଜାତୀୟ ରାଜପଥ ରେ ସଡକ ଦୁର୍ଘଟଣାରେ ୪ ଗୁରୁତର ଆହତ।
( ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ): ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥ ଅନନ୍ତ ପୁର ରାସ୍ତା ଉପରେ ଏକ ଭାରି ଯାନ ଟ୍ରକ୍ ଧକ୍କାରେ ଏକ ଟ୍ରାକ୍ଟର ରାସ୍ତା ଉପରେ ଓଲଟି ପଡିଥିଲା। ଯାହା ଫଳରେ ଟ୍ରାକ୍ଟର ର ଡ଼୍ରାଇଭର ଓ ହେଲ୍ପର୍ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକ୍ ର ଡ଼୍ରାଇଭର ଓ…
ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୪ତମ ଜୟନ୍ତୀ ଉତ୍ସବ ପାଳିତ
https://youtu.be/b9VSKhATZoM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ (ଟାଉନ୍ହଲ୍) ଠାରେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସଂଗୀତ ନାଟକ ଏକାଡେମୀ , ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ ,…
କଳିଙ୍ଗ ସାହିତ୍ୟ ଘର ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର କଳିଙ୍ଗ ସାହିତ୍ୟ ଘର ତରଫରୁ ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇ ଯାଇଛି । ଆବାହକ ଶକ୍ତି ଦାଶ ଙ୍କ ନିମନ୍ତ୍ରଣକ୍ରମେ ସ୍ଥାନୀୟ ଭେଙ୍କେଟଶ୍ୱର କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ସାହିତ୍ୟ ଘର ସଭାପତି ସୁରେନ୍ଦ୍ର କୁମାର…
ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଉତ୍କଳ ସମ୍ମିଳନୀ ର ବୈଠକ।
#ଗଜପତି ମହାରାଜାଙ୍କ ପ୍ରତିମୁର୍ତି ସ୍ଥାପନା ଓ ବସତି ନାମକରଣ ଉପରେ ଗୁରୁତ୍ବ #୨୪ ରେ ରାୟଗଡ଼ା ରେ ସାଧାରଣ ପରିଷଦ ବୈଠକ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପୁଣି ସକ୍ରିୟ ହେଇଛି ଉତ୍କଳ ସମ୍ମିଳନୀ । ଆଜି ଉତ୍କଳ ସମ୍ମିଳନୀ ର ଗୁଣପୁର ଶାଖାର ଆୟୋଜନ କ୍ରମେ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ…
“ଇଲେକସନ କମିଶନ ବିଜେପି ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି “
ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରୀ' ଅଭିଯୋଗ ଉପରେ କେନ୍ଦୁଝର ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ।
କେନ୍ଦୁଝର,ତା୧୧/୮- ଏବେ ଦେଶରେ ଭୋଟ ଚୋରୀ ନେଇ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ କମିଶନକୁ ଟାର୍ଗେଟ କରିଛନ୍ତି। ଦେଶର ବିରୋଧୀ ଦଳ ନେତାଙ୍କ ଏହି ଅଭିଯୋଗ ଉପରେ ସମଗ୍ର ଦେଶ…
ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ଇନ୍ଦ୍ରଧନୁର ଅନୁସନ୍ଧାନ-୩ କାର୍ଯ୍ୟକ୍ରମ।
କେନ୍ଦୁଝର,ତା୧୧/୮- କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଇନ୍ଦ୍ରଧନୁ ପ୍ରସ୍ତୁତ ଅନୁସନ୍ଧାନର-୩ର ଉଦଯାପନୀ ଦିବସ ରବିବାର ଅଗଷ୍ଟ ୧୦ରେ ଶେଷ ହୋଇ ଯାଇଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୮ ତାରିଖରୁ ଅଗଷ୍ଟ ୧୦ ତାରିଖ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ଏହି…
ସହର ଉପକଣ୍ଠ ଶ୍ରୀମାଁ ନଗରରେ ହତ୍ୟାକାଣ୍ଡ।
ମା ମୃତ ଗୁରୁତର ଝିଅ ଡାକ୍ତରଖାନାରେ ଭର୍ତ୍ତି।
ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ: ବ୍ରହ୍ମପୁର ପୋଲିସ ଜିଲ୍ଲା ନିମଖଣ୍ଡି ଥାନା ଅର୍ନ୍ତଗତ ଲୋଚାପଡା ଶ୍ରୀମାଁ ନଗରେ ଆଜି ସକାଳୁ ଗାୟତ୍ରୀ ସ୍ବାଇଁ ନାମ୍ନୀ ଜଣେ ମହିଳା ଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ବେଳେ ୧୨ ବର୍ଷର ନାବାଳିକା ଝିଅ…
କ୍ରିକେଟ୍ ଖେଳ ପ୍ରତି ରୁଚି ରଖୁଛନ୍ତି ବର୍ତ୍ତମାନ ର ଯୁବ ପ୍ରତିଭା।
ଉଦୀୟମାନ ଯୁବ ପୀଢ଼ି କୁ ନେଇ ଡିଷ୍ଟିକ୍ଟ ପାଇନର କ୍ରିକେଟ୍ ଏକାଡେମୀ ଚର୍ଚ୍ଚାରେ।
ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ ରେ ଜିଲ୍ଲା ଏଥେଲେଟିକ ଏସୋସିଏସନ୍ ର ସହଯୋଗ ଫଳ ରେ ଗତ କିଛି ମାସ ରୁ ଆରମ୍ଭ ହୋଇଥିବା ଯୁବ କ୍ରିକେଟ୍ ପ୍ରତିଭା ଙ୍କୁ କିଛିଟା ପ୍ରଶିକ୍ଷଣ ତାଲିମ ଓ ଯୁବା…